ପୁରୁଷଙ୍କ ଛାତିରେ ଯଦି ବାଳ ଅଛି ତେବେ ହୋଇଥାଏ ଏହି ସଙ୍କେତ – ଜାଣିନିଅନ୍ତୁ ନହେଲେ ଖାଇପାରନ୍ତି ଧୋକା…

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି ।ଗୋଟିଏ ମଣିଷର ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଏକ ରହସ୍ୟ ବୋଲି ମଧ୍ୟ କୁହାଯାଏ । ଯଦିଓ ଭଗବାନ ଆମ ସମସ୍ତ କୁ ଗୋଟିଏ ଜାତି ତଥା ମଣିଷ ଜାତି ରୂପରେ ଗଢିଛନ୍ତି କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଗୁଣ କୁ ନେଇ ଜନ୍ମ ଗ୍ରହଣ କରିଥାଏ ।ଏବଂ ତାହାର ଏହି ଅନ୍ୟନ୍ୟ ଗୁଣ ତାର ଜନ୍ମ ଠାରୁ ତଥା ତାର ଶାରୀରିକ ଗଠନ ସହ ଜଡିତ ହୋଇ ରହିଥାଏ ।

ତେବେ ଆପଣ ମାନେ ଦେଖିଥିବେ କି କେତେକ ପୁରୁଷ ଙ୍କର ଛାତିରେ ବହୁତ ବାଳ ରହିଥାଏ ଆଉ କେତେ ଜଣଙ୍କ ର ବିଲକୁଲ ନଥାଏ। ତେବେ ରହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ ଜଣେଇବୁ ଯେ ଯେଉଁ ପୁରୁଷ ମାନଙ୍କ ର ଛାତିରେ କେଶ ଥାଏ ସେମାନଙ୍କ ର ସ୍ୱଭାବ ଓ ବ୍ୟକ୍ତିତ୍ୱ କିପରି ହୋଇଥାଏ ବୋଲି।

ତେବେ ଆମର ସାମୁଦ୍ରିକ ଶାସ୍ତ୍ର ଓ ଜ୍ୟାତିଷ ଶାସ୍ତ୍ର ଅନୁସାରେ ,ଯେଉଁ ପୁରୁଷ ମାନଙ୍କର ଛାତି ରେ ବାଳ ରହିଥାଏ ସେମାନେ ଅନ୍ୟ ପୁରୁଷ ଙ୍କ ଠାରୁ ବହୁତ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ସ୍ଵଭାଵ ଓ ବ୍ୟକ୍ତିତ୍ୱ ବିଷୟରେ କେତେକ ତଥ୍ୟ ।

୧.ଯେଉଁ ପୁରୁଷ ମାନଙ୍କ ର ଛାତି ରେ ବଡ଼ ବଡ଼ ବାଳ ରହିଥାଏ ସେମାନେ ସବୁବେଳେ ସତ୍ୟ କହିଥାନ୍ତି ।କେଉଁ ବି ପରିସ୍ଥିତି ରେ ହେଉ ନା କାହିଁକି କେବେବି ମିଛ ର ସାହାରା ନିଅନ୍ତି ନାହିଁ।

୨.ଏହି ବ୍ୟକ୍ତି ମାନେ କେବେ ବି କାହାକୁ ଉଚ୍ଚ ବା ନୀଚ ଭାବରେ ଦେଖନ୍ତି ନାହିଁ ।ଏବଂ କେବେ ବି କାହାର ଅନିଷ୍ଟ କି ଖରାପ ଚାହାନ୍ତି ନାହିଁ ।ସେମାନେ ସମସ୍ତ ଙ୍କୁ ସମାନ ନଜର ରେ ଦେଖିଥାନ୍ତି।

୩.ଯେଉଁ ପୁରୁଷ ଙ୍କର ଛାତି ରେ ବାଳ ରହିଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।ଚାକିରୀ ଅପେକ୍ଷା ସେମାନେ ବ୍ୟବସାୟ ରେ ଅଧିକ ମନ ଦେଇଥାନ୍ତି। ଏବଂ ପରିସ୍ରମୀ ହୋଇଥିବା କାରଣ ରୁ ଏମାନଙ୍କ ପାଖରେ କେବେ ବି ଟଙ୍କା ପଇସା ର ଅଭାବ ହୋଇନଥାଏ।

୪.ଅନ୍ୟ ପୁରୁଷ ମାନଙ୍କ ଅପେକ୍ଷା ଏମାନଙ୍କ ର ମସ୍ତିଷ୍କ ବହୁତ ତୀବ୍ର ହୋଇଥାଏ ।ଏମାନେ ବହୁତ ଚାଲାକ ହୋଇଥାନ୍ତି କିନ୍ତୁ ଏମାନଙ୍କ ର ପ୍ରକୃତି ଶାନ୍ତ ହୋଇଥାଏ।ଏମାନେ ସତ୍ୟ ପରାୟଣ ହୋଇଥାନ୍ତି ।

୫.ଏମାନେ କେବଳ ନିଜ ଉପରେ ନୁହେଁ ବରଂ ତାଙ୍କର ପରିବାର ଓ ଜୀଵନ ସାଥି ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ।ଏମାନେ ସବୁବେଳେ ଅନ୍ୟର ତଥା ପରିବାର ଲୋକଙ୍କ ଖୁସି କୁ ପ୍ରଥମ ପ୍ରାୟରୀଟି ଦେଇଥାନ୍ତି। ମୋଟା ମୋଟୀ ଭାବରେ କହିବାକୁ ଗଲେ ଏମନେ ବହୁତ ଭଲ ଓ ଉଚ୍ଚ ଵିଚାର ଶୀଳ ବ୍ୟକ୍ତି ଅଟନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।