is happn a hookup app Hookup apps Pine Plains Free hookup Corona Del Mar best live webcam chat Dating West Berlin

ଭଗବାନ ଶିବଙ୍କର ରୂପ ହୋଇଥାଏ ଏହି 4 ଟି ଗଛ, ଶିବରାତ୍ରି ପୂର୍ବରୁ ଘରକୁ ନେଇ ଆସନ୍ତୁ ଯେ କୌଣସି ଗୋଟିଏ ରାତାରାତି ଦେଖିବେ ଚମତ୍କାର

0

ଏହି ସମ୍ପୂର୍ଣ୍ଣ ବିଶ୍ଵ ବ୍ରହ୍ମାଣ୍ଡର ସଂହାର କର୍ତ୍ତା ଆଶୁତୋଷ ଶିବଙ୍କ ଭକ୍ତ ଅଟନ୍ତି ପ୍ରାୟ ସମସ୍ତ ଜୀବ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟକ୍ତି ପୂଜା ଅର୍ଚ୍ଚନା କରିଥାଏ। ୪ ଟି ବେଲ ପତ୍ର ଆଉ କଦଳୀ ରେ ସନ୍ତୁଷ୍ଟ ହୁଅନ୍ତି ଭଗବାନ। ଦୁନିଆ ର ପ୍ରତ୍ୟେକ ମଣିଷ ଜୀବନ ରେ କିଛି ନା କିଛି ସମସ୍ୟା ଥାଏ। ବହୁତ ମଣିଷ ଏମିତି ଭି ଅଛନ୍ତି ଯେଉଁ ମାନେ ସମସ୍ତ କ୍ଷେତ୍ର ରେ ଅସଫଳ ହୁଅନ୍ତି। ବିଭିନ୍ନ ପ୍ରକାର ସମସ୍ୟା ଯେମିତି,

ଯଦି ଆପଣଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହଁ, ଘରେ ସବୁ ସମୟରେ କଳହ ଲାଗି ରହୁଛି ଏବଂ ଆପଣଙ୍କ ଶରୀର ଅସୁସ୍ଥ ରହୁଛି। ତାହେଲେ ଆପଣଙ୍କ ସମସ୍ୟା ଦୁର ହେବା ପାଇଁ ମହାଦେବଙ୍କର ବିଶେଷ କୃପା ର ଅତ୍ୟନ୍ତ ଆବଶ୍ୟକତା ରହିଛି। ଆମର ହିନ୍ଦୁଶାସ୍ତ୍ର ଅନୁସାରେ ଏମିତି ବହୁତ ସାରା ଗଛ ଅଛି, ଯେଉଁଠି ଭଗବାନ ଶିବ ବସବାସ କରିଥାନ୍ତି। ପୁରାଣ ରେ ଉଲ୍ଲେଖ ଥିବା ସେହି ଅଲୌକିକ ଗଛ ମାନଙ୍କ ବିଷୟରେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା।

ବନ୍ଧୁଗଣ ଆମେ ଆପଣମାନଙ୍କୁ ଯେଉଁ ସବୁ ଗଛ ବିସୟରେ କହିବାକୁ ଯାଉଛୁ, ସେହି ସବୁ ଚମତ୍କାରୀ ଗଛକୁ ଯଦି ଆପଣ ନିଜ ଘରେ ଲଗାଇବେ ତାହେଲେ ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କ ସହିତ ସବୁବେଳେ ରହିବ। ଯାହା ଫଳରେ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ୟା ନିଶ୍ଚୟ ଦୁର ହୋଇଯିବ। ତାହେଲେ ଆସନ୍ତୁ ଏବେ ଜାଣିବା ସେ ୪ ଟି ଚମତ୍କାରୀ ଗଛ ଗୁଡ଼ିକ ବିସୟରେ।

୧. ରୁଦ୍ରାକ୍ଷ ଗଛ :-

ସର୍ବପ୍ରଥମ ସ୍ଥାନ ରେ ଅଛି ରୁଦ୍ରାକ୍ଷ ଗଛ।
ଏହି ଗଛ କୁ ତାନ୍ତ୍ରିକ ବୃକ୍ଷ ବୋଲି ମଧ୍ୟ କୁହା ଯାଇଥାଏ। ରୁଦ୍ରାକ୍ଷ ଗଛ ଆପଣ ମାନଙ୍କୁ କଉଠୁ ଭି ଅତି ସହଜ ରେ ମିଳିଯିବ। ଏହି ଗଛ ରେ ଭଗବାନ ଶିବଙ୍କ ବାସ ବୋଲି ମନାଯାଏ। ଏହାର ଫଳକୁ ମହାଦେବ ନିଜ ଦେହ ରେ ମଧ୍ୟ ଧାରଣ କରିଥାନ୍ତି। ଏଣୁ ଏହି ଗଛକୁ ନିଜ ଘରେ ଲଗାଇ ଆପଣ ନିଜ ଜୀବନରେ ବହୁତ କିଛି ଲାଭ ପାଇ ପାରିବେ।

୨. ସମି ଗଛ :-

ଦ୍ଵିତୀୟରେ କଥା ହେବା ସମି ଗଛ ବିସୟରେ। ଏହିଠାରେ ବିଶେଷ ଭାବରେ ଭଗବାନ ଶିବ ଓ ଶନିଙ୍କର ବିଶେଷ କୃପା ଥାଏ। ଏହା କୁ ସୁଖ ସମୃଦ୍ଧି ର ପ୍ରତକ ଭାବରେ ଗ୍ରହଣ କରାଯାଏ। ଏଣୁ ଏହି ଗଛ ଘରେ ଲଗାଇଲେ ପରିବାରରେ ସମସ୍ତେ ସୁଖୀ ରହିବେ।

୩. ଭାଙ୍ଗ ଗଛ: –

ତୃତୀୟ ସ୍ଥାନରେ ଅଛି ଭାଙ୍ଗ ଗଛ। ଏହି ଗଛ ର ବିଶେଷ ମହତ୍ତ୍ଵ ହେଉଛି ଏହା ଶିବଙ୍କର ଅତିପ୍ରିୟ। ଘରେ କୌଣସି ଅସୁସ୍ଥ ବ୍ୟକ୍ତି ଥିଲେ, ଏହି ଗଛ ର ଗୋଟିଏ ପତ୍ର କୁ ବାଟି ସେବନ କରିବାକୁ ଦିଅନ୍ତୁ। ଏହି ଗଛ ଘରେ ଲଗାଇଲେ ସମସ୍ତ କଷ୍ଟ ଦୁର ହୋଇଯିବ।

୪. ବେଲ ଗଛ :-

ଶେଷରେ ସ୍ଥାନରେ ଅଛି ବେଲ ଗଛ। ଏହା ସାଧାରତଃ ଶିବଙ୍କ ପୂଜା ରେ ଲାଗେ। ୩ଟି ବେଲ ପତ୍ର ଶିବଙ୍କୁ ଅର୍ପଣ କଲେ ସମସ୍ତ ପାପ ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ ରହିଛି। ତେଣୁ ଆପଣମାନେ ନିଜ ଘରେ ବେଲ ଗଛ କୁ ନିଶ୍ଚୟ ଲଗାନ୍ତୁ, ଯାହାଦ୍ବାରା ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।