ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଅଜିର ଅଧ୍ୟାୟରେ ରହିଛି ଗ୍ରହ ଉପଗ୍ରହ ବିଷୟରେ କେତେକ ପ୍ରଶ୍ନ ରହିଛି ଆସନ୍ତୁ ଜାଣିବା ।
ପ୍ରଶ୍ନ ନମ୍ୱର -1 ଗ୍ରହ , ଉପଗ୍ରହ କାହା ଚାରିପାଖେ ଘୂରନ୍ତି ?
ଉତ୍ତର – ସୂର୍ଯ୍ୟ ।


ପ୍ରଶ୍ନ ନମ୍ୱର – 2 କେଉଁ ବଳ ଦ୍ୱାରା ଗ୍ରହ, ଉପଗ୍ରହ , ଗ୍ରହାଣୁପୁଞ୍ଜ ସୂର୍ଯ୍ୟ ଚାରିପାଖେ ଘୂରନ୍ତି ?
ଉତ୍ତର – ମହାକର୍ଷଣ ।

ପ୍ରଶ୍ନ ନମ୍ୱର – 3 ଗ୍ରହ ମାନଙ୍କର ନିଜର ଆଲୋକ ଅଛି ?
ଉତ୍ତର – ଭୁଲ ।

ପ୍ରଶ୍ନ ନମ୍ୱର – 4 ଗ୍ରହ ଉପଗ୍ରହମାନେ କାହା ଆଲୋକ ଦ୍ୱାରା ଆଲୋକିତ ହୁଅନ୍ତି ?
ଉତ୍ତର – ସୂର୍ଯ୍ୟ ।


ପ୍ରଶ୍ନ ନମ୍ୱର – 5 ଗ୍ରହମାନଙ୍କ ପରିକ୍ରମଣ କକ୍ଷପଥ କିପରି ?
ଉତ୍ତର – ଅଣ୍ଡାକାର ।

ପ୍ରଶ୍ନ ନମ୍ୱର – 6 ଗ୍ରହମାନେ ପରିକ୍ରମଣ କରିବା ସହ ନିଜର ଡେସ ଚାରିପଟେ ମଧ୍ୟ ଘୂର୍ଣ୍ଣନ କରନ୍ତି ?
ଉତ୍ତର – ଅକ୍ଷ ।

ପ୍ରଶ୍ନ ନମ୍ୱର – 7 ସୂର୍ଯ୍ୟ ଚାରିପଟେ ଘୂରିବାକୁ ଡେସ କୁହାଯାଏ ?
ଉତ୍ତର – ପରିକ୍ରମଣ ।

ପ୍ରଶ୍ନ ନମ୍ୱର – 8 ନିଜ ଅକ୍ଷ ଚାରିପଟେ ଗୂରିବାକୁ ଡେସ କୁହାଯାଏ ?
ଉତ୍ତର – ଆବର୍ତ୍ତନ ।

ପ୍ରଶ୍ନ ନମ୍ୱର – 9 ସୌରଜଗତରେ ମୋଟ କେତୋଟି ଗ୍ରହ ଅଛି ?
ଉତ୍ତର – 8 ଟି ।

ପ୍ରଶ୍ନ ନମ୍ୱର – 10 ଗ୍ରହ ଗୁଡିକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
ଉତ୍ତର – 2 ଭାଗରେ ।

ପ୍ରଶ୍ନ ନମ୍ୱର – 11 ଅନ୍ତଃଗ୍ରହ ଓ ବହିଃଗ୍ରହ ମାନଙ୍କ ମଝିରେ କଣ ଅଛି ?
ଉତ୍ତର – ଗ୍ରହାଣୁ ।

ପ୍ରଶ୍ନ ନମ୍ୱର – 12 ଗ୍ରହାଣୁ ଗୁଡିକର ଗୋଟିଏ ପାଖରେ ମଙ୍ଗଳ ଓ ଅନ୍ୟ ପାଖରେ କେଉଁ ଗ୍ରହ ରହିଛି ?
ଉତ୍ତର – ବୃହସ୍ପତି ।

ପ୍ରଶ୍ନ ନମ୍ୱର -12 ଶୁକ୍ର , ପୃଥିବୀ , ବୁଧ ଓ ମଙ୍ଗଳକୁ ଡେସ ଗ୍ରହ କୁହାଯାଏ ?
ଉତ୍ତର – ଅନ୍ତଃଗ୍ରହ ।

ପ୍ରଶ୍ନ ନମ୍ୱର -13 କେଉଁ ଗ୍ରହ ଗୁଡିକ ମୁଖ୍ୟତଃ କଠିନ ଓ ଗ୍ୟାସିୟ ପଦାର୍ଥରେ ଗଠିତ ?
ଉତ୍ତର – ଅନ୍ତଃଗ୍ରହ ।

ପ୍ରଶ୍ନ ନମ୍ୱର – 15 ବହିଃ ଗ୍ରହଗୁଡିକ ମୁଖ୍ୟତଃ କେଉଁ ପଦାର୍ଥରେ ଗଠିତ ?
ଉତ୍ତର – ଗ୍ୟାସୀୟ ।

ପ୍ରଶ୍ନ ନମ୍ୱର – 16 ବହିଃ ଗ୍ରହ ମୋଟ କେତଟି ଗ୍ରହ ?
ଉତ୍ତର – 4 ଟି ।

ପ୍ରଶ୍ନ ନମ୍ୱର -17 ଆମ୍ୱାଦି ରାଇଡୁଙ୍କ ପୁରା ନାମ କଣ ?
ଉତ୍ତର – ଆମ୍ୱାତି ଥିରୁପତି ରାଇଡୁ ।

ପ୍ରଶ୍ନ ନମ୍ୱର -18 ଫାପ ଡୁ ପ୍ଲେସିସଙ୍କ ପୁରା ନାମ କଣ ?
ଉତ୍ତର – ଫ୍ରାନକୋଇସ ଡୁ ପ୍ଲେସିସ ।

ପ୍ରଶ୍ନ ନମ୍ନର – 19 କେଦାର ଯାଦବଙ୍କ ପୁରା ନାମ କଣ ?
ଉତ୍ତର – କେଦାର ମହାଦେବ ଯାଦବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।