when to use different dating sites Dating sites Modena Free hookup Corona Del Mar top free sex websites Hookup spots Bakerton hookup apps bdsm

Finally ଏତେଦିନର ଅପେକ୍ଷା ପରେ ଦେଖନ୍ତୁ କେଉଁ ଅଭିନେତାଙ୍କୁ ବିବାହ କଲେ ତାରା ତାରିଣୀ ସିରିଏଲର ହିରୋଇନ ତାରିଣୀ

0

ଆଜିର ସମୟରେ ସମସ୍ତେ ନିଜ ର କାମ ସାରିବା ପରେ ନିଜକୁ କ୍ଳାନ୍ତ ଅନୁଭବ କରିଥାନ୍ତି,ତେଣୁ ଏହି କ୍ଳାନ୍ତି ରୁ ମୁକ୍ତି ପାଇବା ପାଇଁ ଆମେ ମନୋରଞ୍ଜନ କରିଥାଉ। ତେବେ ମନୋରଞ୍ଜନ ଅନେକ ପ୍ରକାର ର ହୋଇଥାଏ। ଯେମିତି କି ଟିଭି ଦେଖିବା, ମୋବାଇଲ୍ ରେ ଗେମ୍ ଖେଳିବା, ଏହିପରି ଆହୁରି ଅନେକ ଜିନିଷ ରହିଛି। ସବୁ ଦିନେ ସନ୍ଧ୍ଯା ସମୟରେ ଆମେ ନିଜର ପୂରା ଦିନର କାମ ସାରି ଯେତେବେଳେ କ୍ଳାନ୍ତ ଅନୂଭବ କରୁ,

ସେତେବେଳେ ଏଥିରୁ ମୁକ୍ତି ପାଇବା ପାଇଁ ମନୋରଞ୍ଜନ କରୁ। ତେବେ ପୁରୁଷ ମାନେ ଦିନ ର କାମ ସାରି ମନୋରଞ୍ଜନ ପାଇଁ ବାହାରକୁ ବୁଲିବା ପାଇଁ ଚାଲି ଯାଆନ୍ତି,କିନ୍ତୁ ମହିଳା ମାନେ ତ ସେହି ଘରେ ରୁହନ୍ତି। ସେମାନେ ବାହାରକୁ ବୁଲିବା ପାଇଁ ଯାଇ ପାରନ୍ତି ନାହିଁ,କାରଣ ସେମାନ ଙ୍କୁ ଘର ଲୋକ ଙ୍କ ପାଇଁ ଖାଇବା ପ୍ରସ୍ତୁତ କରିବା ପାଇଁ ପଡେ।

ତେଣୁକରି ନିଜର ମନୋରଞ୍ଜନ ପାଇଁ ଟିଭି ଦେଖିଥାନ୍ତି ଏବଂ ଟିଭି ରେ ବିଶେଷ କରି ସେମାନେ ସିରିୟଲ୍ ଦେଖିବାକୁ ପସନ୍ଦ କରିଥାନ୍ତି। ଆଜି ଆମେ ଓଡିଆ ଟିଭି ସିରିୟଲ ଦୁନିଆର ପ୍ରସିଦ୍ଧ ଧାରାବାହିକ ତାରା-ତାରିଣୀର ମୁଖ୍ୟ ଅଭିନେତ୍ରୀ ତାରିଣୀ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା ଜଣେଇବାକୁ ଯାଉଛୁ ।

ବର୍ତ୍ତମାନ ସମୟ ବର ଲିପି ତାରିଣୀ ଭାବରେ ଘରେ ଘରେ ପରିଚିତ।ସେ ତାରା ତାରିଣୀ ସିରିଏଲ୍ ରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।କିଛିଦିନ ହେବ ତାଙ୍କ ବିବାହର ଫୋଟୋଚିତ୍ର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ତାଙ୍କର ଫ୍ୟାନ ମାନେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ମନରେ ପ୍ରଶ୍ନ ଟି ଉଙ୍କି ମାରୁଛି କି ସତରେ କଣ ତାରିଣୀ ବିବାହ କରିଛନ୍ତି।

ହେଲେ ଏହା ତାଙ୍କ ରିଏଲ ଲାଇଫ ବର ନୁହଁ। ଟିଭି ପଛ ପରଦା ରେ ସେ ଅଭିନୟ କରିଥିବା ଏକ ସିନ।ତାରା-ତାରିଣୀ ସିରିୟଲ ର କିଛି ଏଭଳି ସିନ ଥିଲା ଯେ ଅଭିନେତା ରୂପମ ତାରିଣୀ ଙ୍କୁ ବିବାହ କରିବେ । ତେବେ ଏହି ସିନ ର କିଛି ଫୋଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ତାରିଣୀ ଙ୍କ ରିୟାଲ ନାମ “ଲିପି ମହାପାତ୍ର” ଅଟେ । ତାଙ୍କର ଜନ୍ମ ବରହମ୍ପୁର ସହରରେ ହୋଇଥିଲା । ସେହିଠାରେ ତାଙ୍କର ସ୍କୁଲ ଏବଂ କଲେଜର ପାଠପଢା ଶେଷ ହୋଇଥିଲା । ଆପଣ ମାନଙ୍କର ପ୍ରିୟ ତାରିଣୀ ଅର୍ଥାତ ଲିପି ବହୁତ ଭାବୁକ ଏବଂ ଅଭିମାନିନୀ ମଧ୍ୟ ଅଟନ୍ତି । ସେ ଆକଟିଂ କରିବା ସହିତ ନିଜ ମା ଙ୍କ ଠାରୁ ମାଡ ମଧ୍ୟ ଖାଇଥିଲେ, ଏଥିପାଇଁ ସେ ତାଙ୍କ ମା ଙ୍କ ସହିତ ପ୍ରାଏ ଏକ ମାସ ଧରି କଥା ହୋଇନଥିଲେ । ସେ ରାଗି ତାଙ୍କ ମାଇଁ ଙ୍କ ଘରକୁ ଚାଲିଯାଇଥିଲେ ।ଏହାପରେ ଲିପିଙ୍କ ବାପା ତାଙ୍କୁ ବୁଝାଇ ଘରକୁ ଆଣିଥିଲେ । ତାଙ୍କ ବାପା ଲିପିଙ୍କୁ ବୁଝାଇ କହିଥିଲେ ଯେ,

ତାଙ୍କ ମା ଙ୍କର ଗୋଟିଏ ସ୍ଵୋପ୍ନ ଥିଲା ଯେ ସେ ତାଙ୍କର ଗୋଟିଏ ଝିଅ ହେଉ ଏବଂ ସେ ତାକୁ ଇଣ୍ଡଷ୍ଟ୍ରିର ବଡ ପରଦାରେ ଦେଖିବାକୁ ଚାହୁଁଥିଲେ । ଏହାପରେ ଲିପି ବୁଝି ପାରିଲେ, ଏବଂ ନିଜକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କାଲେ ଅଭିନୟ କରି ତାଙ୍କ ମା ଦେଖିଥିବା ସ୍ୱପ୍ନ କୁ ସାକାର କରିବେ । ବର୍ତ୍ତମାନ ଲିପି ଅଭିନୟ ରେ ବହୁତ୍ ଆଗୁଆ ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।