Speed dating Lindseyville nude singles near me best bars in denver for singles is happn a hookup app Dating Calverton

Gk Quession – ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆପଣ ମାନେ ପ୍ରାୟତଃ ଜାଣିଥିବେ ଆଜିର ସମାଜ କେତେ ଶିକ୍ଷିତ ହେଲାଣି। ଏଠି ପ୍ରତ୍ୟେକ ମଣିଷ ପରସ୍ପର ମଧ୍ୟରେ ଇଂରାଜୀ ରେ କଥୋପକଥନ କରୁଛନ୍ତି।ବର୍ତ୍ତମାନ ଶିକ୍ଷାର ସ୍ତର ଧୀରେଧୀରେ ଉନ୍ନତ ହେବାରେ ଲାଗିଛି।ତେବେ ମଣିଷ ଶିକ୍ଷିତ ହେବା ନିହାତି ଜରୁରୀ ଅଟେ।ଶିକ୍ଷା ମଣିଷ କୁ କର୍ମକ୍ଷମ ତଥା ଆୟକ୍ଷମ କରିଥାଏ।ଆଜିର ସମାଜରେ କୌଣସି ଗୋଟେ ଚାକିରି କରିବାକୁ ହେଲେ ଇଣ୍ଟର୍ଭିଉ ର ସାମ୍ନା କରିବାକୁ ପଡ଼ିଥାଏ।

ତେବେ ସବୁ ପରୀକ୍ଷା ମଧ୍ୟରେ UPSC ପରୀକ୍ଷା ରେ ପରୀକ୍ଷାର୍ଥୀ ମାନଙ୍କୁ ବହୁ ଜଟିଳ ପ୍ରଶ୍ନ ମାନ ପଚରା ଯାଇଥାଏ।ତେବେ UPSC IAS ଚାକିରି କରିବାକୁ ହେଲେ ବହୁତ ପାଠ ପଢିବାକୁ ପଡ଼ିଥାଏ।ଏହି ଆଇ.ଏ.ଏସ ପରୀକ୍ଷାରେ ଜି.କେ,ସାମାଜିକ ,ସାଂସ୍କୃତିକ,ଅର୍ଥ ବୋଧକ,ତଥା ଚତୁର ପ୍ରଶ୍ନ ସବୁ ପଚରା ଯାଇଥାଏ ।ଆଜି ଆମେ ସେହି ପରୀକ୍ଷାରେ ପଚରାଯାଉଥିବା କିଛି ଚତୁର ପ୍ରଶ୍ନ ମାନ ଆପଣଙ୍କ ବିଷୟରେ ଆଲୋଚନା କରିବୁ।

ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା। ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ବିଷୟରେ।

1 – ଦିଲ୍ଲୀ ଚଲୋ ଡାକରା କିଏ ଦେଇଥିଲେ?
ଉ: ଦିଲ୍ଲୀ ଚଲୋ ଡାକରା ସୁଭାଷ ଚନ୍ଦ୍ର ଵୋଷ ଦେଇଥିଲେ ।

2 – କେଉଁ ଦେଶର ମହିଳାମାନେ ସବୁଠାରୁ ସୁନ୍ଦରୀ ହୋଇଥାନ୍ତି ?
ଉ: ଭାରତର ମହିଳାମାନେ ସବୁଠାରୁ ସୁନ୍ଦରୀ ହୋଇଥାନ୍ତି ।

3 – ଭାରତର ରାଷ୍ଟ୍ରୀୟ ଧ୍ଵଜ ନିୟମ, କେବେ ଠାରୁ ଲାଗୁ କରାଗଲା ?
ଉତ୍ତର- ୨୦୦୨ ରେ

4 – ବିଶ୍ୱର ସବୁଠାରୁ ବଡ଼ ମସଜିଦ କେଉଁ ଦେଶରେ ଅବସ୍ଥିତ?
ଉତ୍ତର-ଇରାକ ରେ ।

5 – ଏ ଡିଜେଲ୍ ଇଞ୍ଜିନ ଉଦ୍ଭାବନ କରିଥିଲେ ?
ଉତ୍ତର:- ରୁଡ଼ାଲୋଫୋ ଡିଜେଲ୍

6 – ଭାରତର ପ୍ରଥମ ଆୟରନ କମ୍ପାନୀ କେଉଁଠି ଅବସ୍ଥିତ ।
ଉତ୍ତର- ଜାମସେଦପୁର

7 – ଭାରତର କେଉଁ ରାଜ୍ୟକୁ ଭାରତର ଖାଦ୍ୟ ଭଣ୍ଡାର ରୂପରେ ଜଣା ଯାଇଥାଏ ?
ଉତ୍ତର- ପଞ୍ଜାବ

8 – ଓଡିଶା ର କେଉଁ ଜିଲ୍ଲା ରେ ଧନୁ ଯାତ୍ରା ପ୍ରସିଦ୍ଧ ?


ଉତ୍ତର:- ବରଗଡ଼

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।