ଏହି ପରି ମହିଳାଙ୍କ ସହିତ ଭୁଲରେ ରଖନ୍ତୁ ନାହିଁ ସମ୍ପର୍କ ! ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର ! ହୋଇପାରେ ଆପଣଙ୍କର ଅନେକ ସମସ୍ୟା

0

ଏହି ସମଗ୍ର ସଂସାରରେ ସ୍ତ୍ରୀ ଧର୍ମକୁ ପବିତ୍ର ଧର୍ମ ବୋଲି କୁହାଯାଇଥାଏ । ଯେଉ କଥା ପବିତ୍ର ଗ୍ରନ୍ଥରେ ହଜାର ହଜାର ବର୍ଷ ପୂର୍ବେ ଏହି ପୁରାଣ କଥା କୁହାଯାଇଥିଲା ଏବଂ ସେହି କଥା ଆଜିର ସମୟରେ ବିଜ୍ଞାନ ଲୋକ ମାନଙ୍କ ସାମ୍ନାକୁ ଆଣୁଛି । ହିନ୍ଦୁ ଧର୍ମରେ ଏପରି କିଛି ଜ୍ଞାନ ରହିଛି ଯାହାକୁ ପାଇବା ପାଇ ଲୋକମାନେ ଚେଷ୍ଟା କରୁଛନ୍ତି । ଆମ ପୂର୍ବ ପୁରୁଷ ମାନେ କହିଥାନ୍ତି କି ଯଦି ଆମେ ହିନ୍ଦୁ ଧର୍ମ ଗ୍ରନ୍ଥରେ ଲେଖାଥିବା କଥାକୁ ଅନୁସରଣ କରିବା ତାହେଲେ ଆମ ଜୀବନରେ କେବେହେଲେ ଦୁଃଖ ଆସିବନି । ଶାସ୍ତ୍ର ଅନୁସାରେ ମଣିଷ ମାନଙ୍କୁ ଚେତାବନି ଦିଆଯାଇଛି କି ଯଦି ତାଙ୍କ ସାଙ୍ଗର ସ୍ତ୍ରୀ ସହିତ ତାଙ୍କ ଇଚ୍ଛାରେ ବା ଜବରଦସ୍ତି ତାଙ୍କ ସହିତ ଯୌନ ସମ୍ପର୍କ ରଖିବା ପାଇ ଚେଷ୍ଟା କରନ୍ତି ତାହେଲେ ତାଙ୍କ ମୃତ୍ୟୁ ପରେବି ତାଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ ।


ଏମିତି କୁହାଯାଇଛି କି ପୁରୁଷଙ୍କୁ କୌଣସିବି ଏମିତି ମହିଳାଙ୍କ ସହିତ ଜବରଦସ୍ତି କରିବା ଉଚିତ ନୁହେଁ । ଯିଏ ନିଜ ଇଚ୍ଛାରେ ବ୍ରହ୍ମଚଜ୍ୟ ଆପଣେଇଥାନ୍ତି ପୁରାଣ ଶାସ୍ତ୍ରରେ କୁହାଯାଇଛି କି ଜଣେ ପୁରୁଷ କେବେବି ଜଣେ କୁଆଁରୀ ଝିଅ ସହିତ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବେ ନାହିଁ । ଯଦି କୌଣସି ପରିସ୍ଥିତିରେ ଏପରି ହୋଇଗଲା ତେବେ ତାଙ୍କୁ ସେ ସ୍ତ୍ରୀ ସହିତ ବିବାହ କରିନେେବା ନିହାତି ଦରକାର । ଶାସ୍ତ୍ର ଅନୁସାରେ ସେହି ପୁରୁଷ ବହୁତ ବଡ ପାପର ଅଧିକାର ହୋଇଥାଏ ଏବଂ ଯଦି କୌଣସି ମହିଳା କିଛି ପାପର ସାମିଲ ହୋଇଥାଏ କିମ୍ୱା ଏମିତି ସ୍ତ୍ରୀ ଯାହାକୁ ବେଶ୍ୟାର ଆଖ୍ୟା ଦିଆଯାଇଥାଏ । ତା ସହିତ କୌଣସି ଯୌନ ସମ୍ପର୍କ ରଖିବେ ନାହିଁ । ହିନ୍ଦୁ ଶାସ୍ତ୍ର ଅନୁସାରେ ପୁରୁଷ ଯେମିତିବି ପରିସ୍ଥିତିରେ ଥାଉ ଏମିତି କୌଣସି ସ୍ତ୍ରୀ ସହିତ ସମ୍ପର୍କ ରଖିବା ଉଚିତ ନୁହଁ ଯାହାର ସ୍ୱାମୀ ମରିଯାଇଥିବ ।


ହିନ୍ଦୁ ପରିବାରରେ ଜନ୍ମ ହୋଇଥିବା ପୁରୁଷ କେବେବି ନିଜ ରକ୍ତ ସମ୍ପର୍କୀୟ ଥିବା ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ରଖିବେ ନାହିଁ । ଏହା ଅକ୍ଷମ ପାପ ହୋଇଥାଏ କୌଣସି ପୁରୁଷକୁ ନିଜ ଗୁରୁ ବା କୌଣସି ବଡ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । କାରଣ ଏହା ଭଗବାନଙ୍କ ପାଖରେ ବଡ ପାପ ବୋଲି କୁହାଯାଇଥାଏ ଏବଂ ଗୁରୁକୁ ଶାସ୍ତ୍ରରେ ଭଗବାନ ବୋଲି କୁହାଯାଇଥାଏ । ସେଥିପାଇ ସେମାନଙ୍କ ସହିତ ସମ୍ପର୍କ ରଖିବା ବଡ ପାପ ହୋଇଥାଏ ଏବଂ ବଡ ମାନଙ୍କର କୁପ୍ରଭାବ ମଧ୍ୟ ପଡିଥାଏ । ସେଥିପାଇ ଶାସ୍ତ୍ରରେ ସ୍ତ୍ରୀର ଧର୍ମକୁ ପବିତ୍ର ବୋଲି କୁହାଯାଇଥାଏ ଏବଂ ସ୍ତ୍ରୀର ପବିତ୍ରତା ହିଁ ଜଣେ ପୁରୁଷକୁ ଭଲ ବାଟକୁ ଆଣିବା ସହିତ ମଙ୍ଗଳ କାମନା ମଧ୍ୟ କରିଥାଏ । ତେଣୁ ଏପରି ନାରୀ ମାନଙ୍କ ଠାରେ ରଖନ୍ତୁ ନାହିଁ ସମ୍ପର୍କ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।