ସବୁଦିନ ସକାଳୁ ଉଠିକରି ଖାଲି ପେଟରେ ପିଇନିଅନ୍ତୁ ଜୀରା ବାଲା ପାଣି ! ହେବ ଏମିତି ଚମତ୍କାର ବିଶ୍ୱାସ କରିପାରିବେ ନାହିଁ

0

ଆପଣ ମାନେ ଜିରା ବିଷୟରେ ଜାଣିଥିବେ। କାହିଁକି ନା ଜିରା ଆମ ର ରୋଷେଇ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ମାନଙ୍କ ମଧ୍ୟରୁ ଏକ ଅତି ଦରକାରୀ ଜିଣୁସ ଅଟେ। ଏହି ଜିରା କୁ ଆମ୍ଭେମାନେ ସାଧାରଣତଃ ରୋଷେଇ କାର୍ଯ୍ୟ ରେ ବ୍ୟବହାର କରିଥାଉ। କାହିଁକି ନା ଜିରା ପୋଜି ବା ଦ୍ୱାରା ଖାଦ୍ୟ ଅଧିକ ସ୍ୱାଦିଷ୍ଟ ହୋଇଥାଏ।ଏହା ମସଲା କୁ ସ୍ୱାଦ ଯୁକ୍ତ କରିଥାଏ। ତେଣୁ ସବୁ ଘର ର ରୋଷେଇ ଘର ମାନଙ୍କ ରେ ଆପଣ ଜିରା କୁ ପାଇ ପାରିବେ।


ତେବେ ଜିରା ଯେ କେବେଳ ରୋଷେଇ କେୟ ରେ ଲାଗେ ତାହା ନୁହଁ।ଜିରା ର ଅନ୍ୟ ଉପକାର ଗୁଣ ଗୁଦୁକ ମଧ୍ୟ ରହିଛି। ଜିରା କୁ ଯଦି ଆମେ ନିୟମିତ ବ୍ୟବହାର କରିବା ତାହାଲେ ଆମେ ଅନେକ ସମସ୍ୟା ଏଉ ମୁକ୍ତି ପାଇ ପାରିବା। ପ୍ରତିଦିନ ଜିରା ପାଣି ସେବନ କରିବା ଦ୍ୱାରା ଆପଣ ଙ୍କୁ ବିଭିନ୍ନ ପ୍ରକାର ର ସମସ୍ୟା ରୁ ମୁକ୍ତି ମିଳିପାରିବ ତେବେ ପ୍ରଥମେ ଆସନ୍ତୁ ଜାଣି ନେବା ଯେ ଏହି ଜିରା ପାଣି କୁ କିପରି ଭାବରେ ପ୍ରସ୍ତୁତ କରିବା ପାଉଁ ପଡିବ।

ପ୍ରଥମେ 2 ଗ୍ଲାସ ପାଣି ନେଇ ସେଥିରେ କିଛି ଜିରା ପକାଇ ଦିଅନ୍ତୁ ଓ ରାତି ସାରା ତାହାକୁ ସେହି ପାଣିରେ ଭିଜିବା ପାଇଁ ଛାଡି ଦିଅନ୍ତୁ। ଏହା ପରେ ସକାଳୁ ଉଠି ଏହାକୁ ଗରମ ପାଣିରେ ଫୁଟାନ୍ତୁ। ତାହା ପରେ ଏହି ଜିରା ପାଣିକୁ ଛାଣି ଥଣ୍ଡା ହେବା ପରେ ଏହାର ପାଣି କୁ ଆପଣ ପାନା କରନ୍ତୁ। ଏହି ପରି ସବୁଦିନ ସକାଳେ ଆପଣ ଜିରା ପାଣି ପିଇବା ଉଚିତ। ଏହି ଜିରା ପାଣିକୁ ଆପଣ ସବୁଦିନ ସକାଳେ ପିବା ଦ୍ୱାରା ଆମ ଶରୀର ରେ ରୋଗ ପ୍ରତି ରୋଧକ ଶକ୍ତି ର ବୃଦ୍ଧି ଘଟିଥାଏ। ଯାହା ଫଳରେ ଆମ ସରିର ସବୁ ଅସୁବିଧା ର ରକ୍ଷା ପାଇବା ପାଇଁ ଶକ୍ତି ପାଇଥାଏ ଓ ଆମକୁ ରୋଗରୁ ମୁକ୍ତି ଦେଇଥାଏ।


ଅନେକ ଲୋକଙ୍କ ର ମାଂସ ପେଶୀ ରେ ଯନ୍ତ୍ରଣା ହେବା ସମସ୍ୟା ଲାଗି ରହିଥାଏ।ଯାହା ଫଳରେ ସେମାନଙ୍କୁ ବହୁତ କଷ୍ଟ ଯନ୍ତ୍ରଣା ସହିବାକୁ ପଡିଥାଏ। ତେବେ ଏହି ଜିରା ପାଣି କୁ ନିୟନିଟ ପିବା ଦ୍ୱାରା ଆପଣଂକୁ ଏହି ସମସ୍ୟା ରୁ ମୁକ୍ତି ମିଳିଥାଏ। ଉଚ ରକ୍ତ ଚାପ ବର୍ତାମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି। ଏହି ସମସ୍ୟା ରେ ପୀଡିତ ଥିବା ଲୋକମାନେ ଅନେକ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି ଯାହା ଫଳରେ ସେମାନଙ୍କ ର ମାନସିକ ଓ ଶାରୀରିକ ଅବସ୍ଥା ଠିକ ନଥାଏ। ତେବେ ଏହି ଜିରା ପାଣୀ ର ବ୍ୟବହାର ଦ୍ୱାରା ଏହି ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିଥାଏ।

ସବୁଦିନ ଜିରା ପାଣି ପିଇବା ଦ୍ୱାରା ଆପଣଙ୍କ ର ପେଟ ଜନିତ ସବୁ ସମସ୍ୟା ଦୂର ହୋଇଯିବ। ଗ୍ୟାସ ପାଖରୁ ଆରମ୍ଭ କରି ପେଟ ରେ ଯନ୍ତ୍ରଣା ଏସିଡିଟି ଆଦି ସବୁ ସମସ୍ୟା ଦୂର ହୋଇଯିବ। ତେଣୁ ଆପଣ ନିୟମିତ ଜିରା ପାଣି ର ସେବନ କରିବା ଦ୍ୱାରା ଆପଣଂକୁ ଏହି ସବୁ ସମସ୍ୟା ରୁ ମୁକ୍ତି ମିଳି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।