ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ମହାଭାରତ ର ଏମିତି କିଛି ପାଠ ରହିଥାଏ । ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।  ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମତି ୧୦ ଟି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) ଜଳ ର ବିସୋଧନ ପାଇଁ କାହାକୁ ବ୍ୟବହାର କରା ଯାଏ ?
ଉତ୍ତର :- ଆଇରନ ବାଟିକା

୨) କେଉଁଥି ରେ ଉଭୟ ଭିଟାମିନ୍ ଏ ଓ ଭିଟାମିନ୍ ଡ଼ି ରହି ଥାଏ ?
ଉତ୍ତର :- ଲହୁଣୀ

୩) ଗୋଟିଏ ମାଛି ଥର କୁ କେତେ ଥର ଅଣ୍ଡା ଦେଇ ପାରେ ?
ଉତ୍ତର :-୧୨୦ ରୁ ୧୬୦

୪) ପତ୍ର ଭିତରେ ଥିବା କାହା ମାଧ୍ୟମ ରେ ବାୟୁ ପାତ୍ର ଭିତର କୁ ଯାଏ ?
ଉତ୍ତର :- ପାତ୍ରଛିଦ୍ର

୫) କେଉଁ ଉଦ୍ଭିଦ ଶସ୍ୟ ଅମଳ ରେ ବାଧା ସୃଷ୍ଟି କରେ ?
ଉତ୍ତର :- ମୁଥା

୬) କେଉଁଟି ଏକ ପ୍ରାଣୀଜ ପୃଷ୍ଟି ସାର ?
ଉତ୍ତର :-କ୍ଷୀର


୭) କେଉଁ ଜଳ ପ୍ରୟତ୍ ଆବର୍ଜନା ମୁକ୍ତ ?
ଉତ୍ତର :- ନାଳ କୂପ ଜଳ

୮)କେଉଁ ଫସଲ ଅଧିକ ଜଳ ଆବଶ୍ୟକ କରି ଥାଏ ?
ଉତ୍ତର :- ଆଖୁ

୯)କେଉଁ ପ୍ରକ୍ରିୟା ଦ୍ୱାରା ଫୁଲ ରୁ ଫଳ ହୁଏ ?
ଉତ୍ତର :- ପରାଗ ସଙ୍ଗମ

୧୦)ପୃଥିବୀ ନିଜ ଅକ୍ଷ ଚାରି ପାଖରେ ବୁଲି ଆସିବାକୁ କେତେ ସମୟ ନେଇ ଥାଏ ?
ଉତ୍ତର :- ୨୪ ଘଣ୍ଟା


୧୧)ଶୀତ ଦିନେ ଆମ ଦେଶ ରେ ତୁଷାର ପଡ଼ୁ ଥିବା ରାଜ୍ୟ ଟି କେଉଁ ଟି ?
ଉତ୍ତର :- କାଶ୍ମୀର

୧୨)ଗୋଟେ ଜମି ରେ ବାରମ୍ବାର ଚାଷ କରିଲେ କଣ ହୁଏ ?
ଉତ୍ତର:- ଜମିର୍ ଉର୍ବରତା କମେ

୧୩)ଡିସେମ୍ବର ମାସ ରେ ଉତ୍ତର ମେରୁରେ କେଉଁ ଋତୁ ହୋଇ ଥାଏ ?
ଉତ୍ତର :- ଶୀତ ଋତୁ

୧୪) ଜଲିୟ ବାଷ୍ପ ଥଣ୍ଡା ହୋଇ ଧୂଳି କଣା ରେ ଲାଗି ବାୟୁ ରେ ଭାସି ଥାଏ , ତାହା କଣ ?
ଉତ୍ତର :- କୁହୁଡି

୧୫) ସପ୍ତର୍ଷିମଣ୍ଡଳ କାହା ଚାରିପଟେ ବୁଲି ଥାଏ ?
ଉତ୍ତର :-ଧ୍ରୁବତାରା

୧୬) ଗ୍ରମାଞ୍ଚଲ୍ ଶାସନ ବ୍ଯବସ୍ଥା ର୍ ତୃତୀୟ ସ୍ତର କଣ ?
ଉତ୍ତର :- ଜିଲ୍ଲା ପରିଷଦ

୧୭) ମହାଗର୍ ନିଗମର୍ ଶାସନ କାର୍ଯ୍ୟ ବୁଝୁ ଥିବା ସରକାରୀ ମୁଖ୍ୟ ଙ୍କୁ କଣ କୁହା ଯାଏ ?
ଉତ୍ତର:- ମେୟର

୧୮) କେତେ ଲୋକ ଙ୍କୁ ନେଇ ମହାନଗର୍ ନିଗମ ଗଠନ ହୋଇ ଥାଏ ?
ଉତ୍ତର :- ୧୦ ଲକ୍ଷ୍ୟ ରୁ ଅଧିକ୍

୧୯) ମହାନଗର୍ ନିଗମ ର ମୁଖ୍ୟ କିଏ ?
ଉତ୍ତର :- ମେୟର

୨୦ ) କିଏ ପୌର ସଂସ୍ଥା ର ସରକାରୀ କର୍ମଚାରୀ ?
ଉତ୍ତର :- କାର୍ଯ୍ୟନିର୍ବାହୀ ଅଧିକାରୀ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।