ହେ ଭଗବାନ ! ଝିଅଟି ର ଏମିତି ଅବସ୍ଥା ଥରେ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ , ଗୋଟିଏ ସହାୟତା ପାଇଲେ ଝିଅ ଟି ଭଲ ହୋଇପାରନ୍ତା

0

ସମାଜ ରେ ଏଭଳି କିଛି ଘଟଣା ଦେଖିବାକୁ ମିଳେ ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଆଉ ବେଳେ ବେଳେ ସେହି ଘଟଣା ଏତେ ଆଶ୍ଚର୍ଯ୍ୟଜନକ ହୋଇଥାଏ କି ଏପରି ଘଟଣା ଘଟିବ ବୋଲି କେହି କେବେ ଭାବି ନଥିବେ,ଆଉ ସମାଜ ରେ ଏଭଳି ଘଟଣା ବହୁତ ଦେଖିବକୁ ମିଳୁଛି। ଏହି ଘଟଣା ପାଇଁ ଲୋକ ମାନେ ଏତେ ଅସୁବିଧା ରେ ସମୁଖୀନ ହେଉଛନ୍ତି । ତେବେ ଏମିତି କିଛି ଘଟଣା ରହିଛି ଯାହାର କୌଣସି ସମାଧାନ ନାହିଁ। ଆଉ ଏହାର ସମାଧାନ ନ ଥିବାରୁ ଲୋକ ମାନେ ବହୁତ କଷ୍ଟ ପାଉଛନ୍ତି , ବହୁତ ଦୁଃଖ ପାଉଛନ୍ତି।


ତେବେ ଆମ ଦେଶ ରେ ପ୍ରତେକ ଦିନ ଅନେକ ଛୁଆ ଜନ୍ମ ହେବାର ଆପଣ ଦେଖିବାକୁ ପାଉ ଥିବେ, ତା ଭିତରେ ଏମିତି କିଛି ଛୁଆ ଜନ୍ମ ନିଅନ୍ତି କି ଯାହା କୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ସେହି ପିଲା ମାନଙ୍କ ଭିତରୁ ଅନେକ ପିଲା ଭଲ ଭାବେ ଜନ୍ମ ହୁଅନ୍ତି ତ ଆଉ କିଛି ପିଲା ବିକଳାଙ୍ଗ ହୋଇ ଜନ୍ମ ହୁଅନ୍ତି କାହାର ହାତ ନ ଥାଏ ତ କାହାର ଗୋଡ଼ , ଆଉ କେହି ଛୁଆ ଙ୍କର ହାତ ଓ ଗୋଡ଼ ଥାଇ ମଧ୍ୟ ସେମାନେ ଚଲା ବୁଲା କରି ପାରନ୍ତି ନାହିଁ। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଦୁଖଦ ଘଟଣା ଟି ଟିଏନକେ ଗ୍ରାମ ର ଦିବେସ୍ ପାରଇ ଓ ସୁଜାତା ପାରଇ ର ଏକ ମାତ୍ର ଝିଅ ସିଲା ପରୋଇ ସହ ଜୀବନୟାପନ କରୁଛନ୍ତି । ତେବେ ବିଧାତା ଏମିତି କି ପ୍ରକାର ଖେଳ ଝିଅ ର ହାତ ଓ ଗୋଡ଼ ବଙ୍କା ହୋଇ ଯାଇଛି। ତେବେ ଯାହା ପାଇଁ ସେ କୌଣସି କାର୍ଯ୍ୟ ନିଜେ କରି ପାରୁନାହିଁ,କିଛି କରିବା ପାଇଁ ହେଲେ ବାପା ବା ମା ର ସହାରା ଦରକାର ହୋଇ ଥାଏ।ତେବେ ଝିଅ ର ଏପରି ଅବସ୍ଥା ଦେଖି ବାପା ମା ଙ୍କର ଦୁଃଖ ରେ ଛାତି ଫାଟି ଯାଉଛି,ଦରିଦ୍ର ହୋଇ ଥିବାରୁ ଝିଅ କୁ ଭଲ କରି ପାରୁ ନାହାନ୍ତି,ଯାହା ପାଇଁ ଝିଅ ଟି ବହୁତ କଷ୍ଟ ପାଉଛି। ଏତେ କମ ବୟସ ରୁ ଝିଅ ଟି ବହୁତ କଷ୍ଟ ପାଉଛି ଦେଖି ବାପା ମା ସହି ପାରୁ ନାହାନ୍ତି।

ତେବେ ପଇସା ଅଭାବ ରୁ ଝିଅ କୁ ଭଲ କର ପାରୁ ନାହାନ୍ତି। ତେବେ ସରକାର , ଜିଲ୍ଲା ପ୍ରସାସନ୍ , କାହାର ବି ନଜର ଏହି ଝିଅ ଟି ଉପରେ ପଡ଼ୁ ନାହିଁ। ନଜର ଟିକେ ପଡିଲେ ହୁଏ ତ୍ ଝିଅ ଟି ନିଜ କାମ ନିଜେ କରି ପାରନ୍ତା,ଆଉ ବାପା ମା ଉପରେ ବୋଝ ହୁଅନ୍ତା ନାହିଁ। ତେବେ ଏହି ଗରିବ ଲୋକ ଙ୍କ ଦୁଃଖ କୁ ବୁଝିବା ପାଇଁ କେହି ସହାୟତା ର ହାତ ବଢା଼ଉ ନାହାନ୍ତି। ତେବେ ଏମାନେ ଅତି ଦୟନିୟ ଭାବେ ଜୀବନ ଯାପନ କରୁଛନ୍ତି ଏହି ଗରିବ ପରିବାର। ତେବେ ସମସ୍ତେ ଏହି ଗରିବ ପରିବାର କୁ ସହାୟତା ର ହାତ ବଢ଼ାଇଲେ ହୁଏ ତ ତାଙ୍କର କିଛି ଦୁଃଖ କମି ଯାଇ ଥାନ୍ତା।
ସହାୟତା କରିବା ପାଇଁ ଯଦି କେହି ଆଗ୍ରହୀ, ନିମ୍ନଲିଖିତ ଆକାଉଣ୍ଟ୍ କୁ ଅର୍ଥ ସାହାଯ୍ୟ କରିପାରିବେ????????????

A/C No:-84039009334(State Bank of India) , IFSC No:-SBINORRUKGB , Name:-NIBESH BARAI , Contact No:-9556362049

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।