ସଲମାନ୍ ଖାନ୍ ଙ୍କୁ ରାନୀ ପଣ୍ଡା ବିବାହ କରିବେ?- LIVE ଭିଡିଓ ରେ କହିଲେ ମନର କଥା ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ଆଉ ତା’ପରେ

0

ଓଡ଼ିଆ ଯାତ୍ରା ଜଗତର ଜଣେ ବିଶିଷ୍ଠ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ସମ୍ପର୍କ ରେ ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଥିବେ । ରାନୀ ପଣ୍ଡା ଙ୍କୁ ଆପଣ ମାନେ ଜାଣିଛନ୍ତି ଜଣେ ଭଲ ବିବାଦୀୟ ଅଭିନେତ୍ରୀ ହିସାବ ରେ ହେଲେ ସେ ଜଣେ ଦେଶ ପ୍ରେମୀ ଜଣେ ସଂଗ୍ରାମୀ ହେବା ସହିତ ବହୁତ୍ ଜଣ ବ୍ୟକ୍ତି ଙ୍କୁ ମଧ୍ୟ ସାହାଯ୍ୟ କରିଥାନ୍ତି ।

ରାନୀ ପଣ୍ଡା ଏଇ ଲକ୍ ଡାଉନ୍ ସମୟରେ ଲାଇଭ ଆସି ତାଙ୍କ ଦେଶ ବାସି ଙ୍କ ସହ କିଛି ଗପସପ କରିବା ରେ ନଜର ଆସିଛନ୍ତି ।ସେ କଥା ରେ କଥା ରେ ବହୁତ୍ କିଛି କଥା କହିଛନ୍ତି ।ଦୁନିଆର ଚାଲୁଥିବା ହାଲ୍ ଚାଲ୍ ବିଷୟରେ ମଧ୍ୟ କହିଛନ୍ତି।ରାନୀ ପଣ୍ଡା କହିଛନ୍ତି କି ଏ ଦେଶ ବାସୀ ଙ୍କ ଭଲ ପାଇବା ପାଇଁ ଖୁସି ହେଉଛନ୍ତି ।ଆହୁରି ମଧ୍ୟ ସେ ଲାଇଭ ଆସି ତାଙ୍କ ପ୍ରିୟ ଜନତା ଙ୍କ ପାଇଁ ସେହି ତେତିଶ କୋଟି ଦେବା ଦେବୀ ଙ୍କ ପାଇଁ ।

ଆହୁରି ମଧ୍ୟ ରାନୀ ପଣ୍ଡା ଙ୍କ କହିବା କଥା ଏହି କି ଯେ ସରକାର ଲକ୍ ଡାଉନ୍ କରିବା ପରେ କେତେ ଜଣଙ୍କର କଣ କଣ ସବୁ କ୍ଷତି ହେଉଚି ତାହା କଳନା କରାଯାଇ ପାରିବ ନାହିଁ ।କାରଣ ଯେତେବେଳେ ଜଣେ ବୁଲା ବେପାରୀ ହେଉ କି ପଇଡ଼ ବିକାଳୀ ହଉ ଅବ ଅନ୍ୟ ବିକ୍ରେତା ତାଙ୍କର ଏହିଭଳି ଦୋକାନ ଏକା ବନ୍ଦ ହୋଇଗଲେ ସେମାନେ ତାଙ୍କ ଘରର ଭରଣ ପୋଷଣ କରିବେ କେମିତି।

ସରକାର ଦୁନିଆ କୁ ବନ୍ଦ କରିଦେଲେ ଭି ମଣିଷର ପେଟ ର ଭୋକ କୁ ତା ବନ୍ଦ କରିପାରିବେନି ।ଏବେ କା କିଣା ଯୁଗ ରେ ମଣିଷ ଖାଇବା କଣ ।ସେ ମଧ୍ୟ ବହୁତ୍ ଓଡ଼ିଆ ଅଭିନେତା ଅଭିନେତ୍ରୀ ଙ୍କ ପାଇଁ ବହୁତ୍ ଚିନ୍ତିତ ଅବସ୍ଥା ରେ ଅଛନ୍ତି ଆହୁରି ମଧ୍ୟ କହିଛନ୍ତି ଜଣେ ମଣିଷ ଶାନ୍ତି ରେ ରହିପାରିବ ଯଦି ସବୁ ଦିନ ସେ ଅର୍ଥ ଉପାର୍ଜନ କରିପାରୁଥିବ ଯଦି ପାଖରେ ପଇସା ନ ଥିବ ତେବେ କେତେ ଯେ ରାଗ ଲାଗିବ ତାହା କେହି କଳନା କରିପାରିବେ ନାହିଁ ।ତାଙ୍କୁ ମଧ୍ୟ ତାଙ୍କ ଫ୍ୟାନ ମାନେ କହିଛନ୍ତି କି ଦିଦି ସଲମାନ୍ ଖାଁ ଙ୍କୁ ବିବାହ କରି ଦେଉନ ।ହେଲେ ରାନୀ କହିଛନ୍ତି କି ମୁ ସଲମାନ୍ ଙ୍କ ବହୁତ୍ ବଡ଼ ଫ୍ୟାନ ।

ସେ ମଧ୍ୟ ଲାଇଭ କୁ ଆସି ସମସ୍ତ ଜନତା ଙ୍କ ସହ ବହୁତ୍ ଭଲ ରେ କଥାବାର୍ତ୍ତା କରିଛନ୍ତି ଓ ସମସ୍ତଙ୍କୁ ଜଣାଇ ଦେଉଛନ୍ତି ମଣିଷ ର ଉପର ଚମଡା ଟି ଭଲ ହେଲେ ସୁନ୍ଦର୍ ଦିଶିବ ତାହା ନୁହଁ ମଣିଷ ତା ମନ ଭିତରୁ ଭଲ ହେବା ଆବଶ୍ୟକ ।ସେ ସମସ୍ତଙ୍କୁ କହିଛନ୍ତି ସୁସ୍ଥ ଖାଦ୍ୟ ଖାଅ ,ସୁସ୍ଥ ରେ ରୁହ,ଘରୁ ବାହାରନ୍ତି ନାହିଁ,ନିଜ ପରିବାର କୁ ଖୁସି ରେ ରଖନ୍ତୁ ଶାନ୍ତି ରେ ରୁହନ୍ତୁ ।

ତାଙ୍କୁ ବହୁତ୍ ଜଣ ତାଙ୍କ ପୁରୁଷ ବନ୍ଧୁ ଙ୍କ ବିଷୟରେ ପଚାରିଛନ୍ତି ଆଉ ସେ ମଧ୍ୟ ତାଙ୍କ ବିଷୟରେ ଉତ୍ତର ଦେଇଛନ୍ତି ଆହୁରି ମଧ୍ୟ କହିଛନ୍ତି ତାଙ୍କର ବିବାହ ହୋଇପାରିବ ନାହିଁ ।ସେ ପ୍ରେମ ରେ ଧୋକା ଖାଇଛନ୍ତି ବୋଲି ମଧ୍ୟ କହିଛନ୍ତି।ସେ ମଧ୍ୟ ସମସ୍ତଙ୍କ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଓ ସମସ୍ତଙ୍କୁ ମଧ୍ୟ କହିଛନ୍ତି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଏହି କରୋନା ମହାମାରୀ ଦୂରେଇ ଯାଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।