କରୋନା ସଂକ୍ରମଣ ରୁ Lungs କୁ କିପରି ବଞ୍ଚାଇବେ ? ଜାଣନ୍ତୁ ପ୍ରଥମ ସ୍ଟେଜ ଓ ଦ୍ଵିତୀୟ ସ୍ଟେଜ ରେ କଣ କରିବେ ? କେଉଁ ପ୍ରାଣାୟମ କରିବେ ? Maousmi Adhikary

0

କରୋନା ଭୂତାଣୁ ଦିନକୁ ଦିନ ତାର ସଂକ୍ରମଣ ବଢ଼ାଇବାରେ ଲାଗୁଚି ।କରୋନା ର କରାଳ ଛାୟା ରେ ସମସ୍ତେ ପଡ଼ି ଉବୁଟୁବୁ ହେଉଛନ୍ତି ।ସମସ୍ତେ ଏହି କରୋନା ମହାମାରୀ ରେ ରହି ହନ୍ତସନ୍ତ ହୋଇ ଗଲେଣି ।ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତା ମଗ୍ନ ଅବସ୍ଥା ରେ ଅଛନ୍ତି କି ଏହି କରୋନା ମହାମାରୀ କୁ କେମିତି ହରାଇ ପାରିବେ।

ଏହି ମହାମାରୀ ଯେତିକି ପରିମାଣ ରେ ଆକ୍ରାନ୍ତ କରୁଛି ସେହି ଭଳି ବ୍ୟକ୍ତି ମାନଙ୍କୁ ମୃତ୍ୟୁ ମୁଖରେ ପକାଉଛି । ସାରା ବିଶ୍ବ ଏହି କରୋନା ମହାମାରୀ ପାଇଁ ହାହାକାର ହୋଇସାରିଲାଣି।ସତ କହିବା ପାଇଁ ଗଲେ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ବହୁ ପରିମାଣ ରେ ପ୍ରଭାବ ପକାଇ ସାରିଲାଣି ।

କରୋନା ଭୂତାଣୁ ଏକ ଏପରି ଭୂତାଣୁ ଯାହା କି ମଣିଷ କୁ ଭିତରୁ ହିଁ ଦୁର୍ବଳ କରିବା ସହିତ ଶରୀର ର କିଛି କିଛି ଅନ୍ତ ଅଙ୍ଗ କୁ କ୍ଷତି କରେଇ ବସୁଛି ।ମଣିଷ ବଞ୍ଚିବ ପାଇଁ ଅମ୍ଳଜାନ ନିହାତି ଭାବରେ ଆବଶ୍ୟକ ତାହା ଆମେ ସମସ୍ତେ ଜାଣିଚୁ ।ହେଲେ ଏବେ ଏବେ ଯାହାକୁ କରୋନା ଆକ୍ରାନ୍ତ ହେଉଚି ତାଙ୍କ ଫୁସଫୁସ୍ ଉପରେ ବ୍ୟାଘାତ ଘଟାଉଚି ଯାହା ପାଇଁ ସମସ୍ତେ ବିଶ୍ୱାସ ନେବା ପାଇଁ ଶରୀର ରେ ଅମ୍ଳଜାନ ର ପରିମାଣ କମିଯାଇଛି ।
ଏବେ ଏବେ ମହାମାରୀ ଏତେ ପରିମାଣ ରେ ବ୍ୟାପିବାରେ ଲାଗିଛି ଯାହା ପାଇଁ ସମସ୍ତ ସରକାରସ୍ତିତ ହସ୍ପିଟାଲ୍ ଓ ଘରୋଇ ହସ୍ପିଟାଲ୍ ରେ ବେଡ୍ ମିଳିବାର ଅସୁବିଧା ହେଉଚି ।ଏହି ଭାଇରସ ଟି ମଣିଷ ର ଜୀର୍ଣ୍ଣ ଅସ୍ଥିତ୍ଵ କୁ ଚୂର୍ଣ୍ଣ କରିଦେଉଛି ଯାହା ଫଳ ରେ ମଣିଷ ର ଭିତରେ ଥିବା ଅଧିକାଂଶ ଅଙ୍ଗ କୁ ଏହି ଭାଇରସ୍ ଟି ଖରାପ କରିଦେଉଛି ।ବେଶୀ କରିକି ଏହା ମଣିଷ ର ଫୁସଫୁସ ଉପରେ ବେଶୀ ବ୍ୟାଘାତ ଘଟାଉଛି।ଏହି ସବୁ ପାଇଁ ବୈଜ୍ଞାନିକ ,ଡକ୍ଟର ମାନେ ବହୁତ୍ ଚିନ୍ତିତ ଅବସ୍ଥା ରେ ରହିଛନ୍ତି ଓ ସେମାନେ ବହୁତ୍ ପ୍ରକାର ର ମତ ଦେଉଛନ୍ତି।
ଡାକ୍ତର ବିମଲ ଚାଜର କହିବା ଅନୁସାରେ ଏହି ଭାଇରସଟି ମଣିଷ ଶରୀରରେ ଆକ୍ରାନ୍ତ ହେବା ପରେ ୧୦ ପ୍ରତିଶତ ଫୁସଫୁସ ଉପରେ ପ୍ରଭାବ ପକାଉଛି । ଫୁସଫୁସ ଉପରେ ପ୍ରଭାବ ପଡିବାରୁ ଅନେକ ଲୋକ ଅମ୍ଳଜାନ ବିନା ପ୍ରାଣ ହରାଇଛନ୍ତି।ତେଣୁ ଏକ ବିଶେଷ କଥା ଯଦି ଆପଣ ମାନେ ଜାଣି ସାରିଛନ୍ତି ଯେ ଆପଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା ହେଲେ ଆପଣଙ୍କୁ କିଛି ବିଶେଷ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ ଚାଲନ୍ତୁ ଜାଣିବା ସେହି ସବୁ ବିଶେଷ କଥା।

ଯଦି ଆପଣ ଏହି ରୋଗ ରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ସକାଳେ ଓ ସନ୍ଧ୍ୟା ରେ ୧ ଘଣ୍ଟା ପ୍ରାଣାୟମ କରନ୍ତୁ ଯାହା ଫଳରେ ଆପଣଙ୍କ ଫୁସଫୁସ ସୁସ୍ଥ ରହିବ ସହିତ ଶରୀର ର ଅମ୍ଳଜାନ ର ପରିମାଣ ବୃଦ୍ଧି ପାଇବ ।ଆହୁରି ମଧ୍ୟ ଯଦି ଆପଣ ଙ୍କ ଶରୀର ଅଧିକ ପରିମାଣରେ ଖରାପ ହେବାକୁ ଯାଉଛନ୍ତି ଅବା ଆପଣ କରୋନା ଆକ୍ରାନ୍ତ ହୋଇଛନ୍ତି ତେବେ ଆପଣ ମଧ୍ୟ ଷ୍ଟେରୋଏଡ୍ ନେଇପାରିବେ ଯାହା ବହୁତ୍ ସସ୍ତ ରେ ବଜାର ରେ ମିଳିପାରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।