ମୁସଲମାନ ଝିଅଟି ହିନ୍ଦୁ ଜାତିର ପୁଅ କୁ ଭଲ ପାଇଲା ବୋଲି ପରିବାର ଲୋକ ଏଭଳି କାମ କରିଲେ କାନ୍ଧି ପକେଇବେ

0

ପ୍ରେମ ଏକ ଏମିତି ରୋଗ ଯାହା କେବେବି କାହାକୁ ବି ହୋଇପାରେ । ପ୍ରେମ ର କୌଣସି ରଙ୍ଗ ନାହିଁ , କି ଧନୀ ଗରିବ ର ଫରକ ନାହିଁ , ଏହା ଜାତି , ଧର୍ମ , ବର୍ଣ୍ଣ ,ଜନ୍ମ କିଛି ବି ଦେଖେ ନାହିଁ ବାସ ହୋଇଯାଇଥାଏ । ମାତ୍ର ଆମ ସାମଜ ଏହି ବର୍ଣ୍ଣହୀନ , ଜାତିହୀନ ଏବଂ ଧର୍ମହୀନ ପ୍ରେମ କୁ ବୁଝିନଥାଏ । ଏହି ସାମଜ ଏହାକୁ ଅତି ଘୃଣ୍ୟ ଦୁଷ୍ଟି ରେ ଦେଖିଥାଏ । ଯଦିଓ ସବୁ ଦେଶର ସରକାର ଏହି ଅମାନୁଷିକତା କୁ ଦୂର କରିବା ପାଇଁ ବହୁତ ପ୍ରୟାସ କରିଛନ୍ତି ହେଲେ ଏବେବି ଏହାର ପ୍ରଭାବ ଆମ ସ ସମାଜ ରେ ରହିଛି । ତେବେ ଆମେ ଆଜି ଏହି ପରି ଏକ ଘଟଣା ସମ୍ପର୍କ ରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଏବଂ କଷ୍ଟ ଦାୟକ ମଧ୍ୟ ।


ଉଲେଖଯୋଗ୍ୟ ଯେ , ଫ୍ରାନ୍ସ ର ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ତଥା ଲଜ୍ୟା ଜନକ ଘଟଣା ଯାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।ତେବେ ଘଟଣା ଟି ହେଉଛି ଯେ ଜଣେ ମହିଳା ଙ୍କୁ ମହଙ୍ଗା ପଡିଛି ନିଜର ଭଲପାଇବା ।ତେବେ ସେହି ୧୭ ବର୍ଷ ର ଝିଅ ଟିର ଭୁଲ ହେଉଛି କି ସେ ଜଣେ ଅନ୍ୟ ଜାତିର ପୁଅକୁ ପ୍ରେମ କରିବସିଥିଲା ଏବଂ ତା ସହ ବିବାହ କରି ଏକ ସୁଖର ସଂସାର ବସିବାକୁ ଚାହୁଁଥିଲା । ମାତ୍ର ତା ପରିବାର ଏହାକୁ ଘୋର ପ୍ରତିବାଦ କରିଥିଲେ ।ମାତ୍ର ପ୍ରେମର ନିଶା ତ ଉତୁରି ନଥିଲା ଝିଅ ର ମୁଣ୍ଡ ରୁ ଫଳରେ ତାହାକୁ ଭୋଗିବାକୁ ପଡିଥିଲା ଅସହ୍ୟ ଯନ୍ତ୍ରଣା ଯାହାକି ହୃଦୟ ବିଦାରକ ଅଟେ।


ଉଲେଖଯୋଗ୍ୟ ଯେ,ଫ୍ରାନ୍ସ ର ଏକ ସହରାଞ୍ଚଳ ରେ ଜଣେ ୧୭ ବର୍ଷ ର ଜଣେ ମୁସଲମାନ ଝିଅ ଟିଏ ନିଜର କୋଲନୀ ରେ ରହୁଥିବା ସିକ ଧର୍ମ ର ଜଣେ ଯୁବକ ଙ୍କ ସହ ଦସ୍ତି କରିଥିଲେ ।ପରେ ତାଙ୍କର ଏହି ଦସ୍ତି ପ୍ରେମ ରେ ପରିବର୍ତ୍ତନ ହୋଇଯାଇଥିଲା ।ତେବେ ଯେତେବେଳେ ଝିଅ ଟିର ପରିବାର ଲୋକେ ଏ ବିଷୟରେ ଜାଣିପାରିଥିଲେ ସେତେବେଳେ ସେମାନେ ଝିଅ ଟୀକୁ ମନା କରିଥିଲେ ସେହି ପୁଅ ଟି ସହ କୌଣସି ବି ସମ୍ପର୍କ ରଖିବାକୁ କାରଣ ସେ ଅନ୍ୟ ଧର୍ମର ଥିଲା । ମାତ୍ର ଝିଅ ଟି ନମାନିବାରୁ ସେମାନେ ତାଙ୍କ ଠାରୁ ମୋବାଇଲ ଛଡେଇ ନେଇଯାଇଥିଲେ ।କିନ୍ତୁ ସେମାନେ ପରସ୍ପର କୁ ଲୁଚି ଲୁଚି ଦେଖା କରୁଥିଲେ ।


ତେବେ ଝିଅ ଟି ନିଜର ପରିବାରର ଅତ୍ୟାଚାର ସହ୍ୟ ନକରିପାରି ଶେଷରେ ନିଷ୍ପତ୍ତି ନେଇଥିଲା ପୁଅ ସହ ପଳେଇବାକୁ ଆଉ ସେ ତାହା ମଧ୍ୟ କରିଥିଲା । ମାତ୍ର ତାଙ୍କର ପରିବାର ଲୋକେ ତାକୁ ଧରି ଆଣି ବହୁୟ ମାଡ଼ ମାରିଥିଲେ । ଖାଲି ଏତିକି ନୁହେଁ ବରଂ ପରେ ଝିଅ ଟିର କକା ଅତି ନିର୍ଦ୍ୱୟ ଭାବରେ ଝିଅ ଟୀକୁ ନଣ୍ଢା କରିଦେଇଥିଲେ । ତେବେ ପରେ କେହି ଜଣେ ବ୍ୟକ୍ତି ପୋଲିସ ରେ ଅଭିଯୋଗ କରିବା ପରେ ପୋଲିସ ଝିଅ ଟୀକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।