ଦେଖନ୍ତୁ ଏହି ଅମୀୟ ଦାସ କିଏ ଯିଏ ଆଖି ପିଛୁଳାକେ ଦେଇଦେଲେ 4ଲକ୍ଷ ଟଙ୍କାର ଚେକ୍ ତାଙ୍କର ପରିଚୟ ଜାଣିଲେ ଆପଣ ବି ଅବାକ୍ ହୋଇଯିବେ

0

ଆମେ ସମସ୍ତେ ଗୋଟିଏ କଥା ଜାଣିଛୁ କି ଡାନି ଠାରୁ ମହାନ୍ ବ୍ୟକ୍ତି କେଉଁଠି ଭି ନାହାନ୍ତି କି ସହିବା ଭଳି ମହାନତା କେଉଁଠି ଭି ନାହିଁ।ଯାହା ପାଖରେ ଦାନ କରିବା ଭଳି ଶକ୍ତି ଅଛି ସେ ଜଣେ ମହାନ୍ ବ୍ୟକ୍ତି ତାଙ୍କ ବ୍ୟକ୍ତିତ୍ଵ ସମ୍ପର୍କ ରେ ଯେତିକି କହିଲେ ଭି ଅତ୍ୟୁକ୍ତି ହେବ ନାହିଁ ।ଦାନ କରିବା ଭଳି ମହାନତା ବହୁତ୍ କମ୍ ଜଣକ ପାଖରେ ଦେଖିବା ପାଇଁ ମିଳେ କେବଳ ଯେ ଜଣଙ୍କ ପାଖରେ ବହୁତ୍ ଟଙ୍କା ପଇସା ରହିଛି ସେ ଦାବି ହୋଇଯିବ ତାହା ନୁହଁ।

ଯାହା ପାଖରେ ପଇସା ଅଛି ହେଲେ ଦାନ କରିବା ଭଳି ମନ ଗୋଟିଏ ନାହିଁ ସେ କେବେ ଭି କାହାକୁ କିଛି ସାହାଯ୍ୟ କରି ପାରିବ ନାହିଁ।ଦେଲା ବେଳେ ବେହିସାବି ହୋଇଥିବା ବେଳେ ଅସହାୟ ଲୋକ ଙ୍କୁ ବହୁତ୍ ପରିମାଣ ରେ ସାହାଯ୍ୟ କରୁଥିବା ମହାନ୍ ବ୍ୟକ୍ତିତ୍ଵ ସେ।ସମସ୍ତ ସମାଜ ସେବୀ ଙ୍କ ଠୁ ବହୁତ୍ ନିଆରା ସେ ।ସେ ଏକା ଥରକେ ୪ଲକ୍ଷ୍ୟ ତାଙ୍କ ଦାନ କରିପାରୁଥିବା ଜଣେ ମହାନ୍ ବିଶିଷ୍ଟ ବ୍ୟକ୍ତି ସେ।
ଆମେ ଜଣଙ୍କ ବିଷୟରେ ବହୁତ୍ ପ୍ରକାର ର ଆଲୋଚନା କରି ସାରିଲୁଣି ଯେଉଁ ମହାନ୍ ବ୍ୟକ୍ତିତ୍ଵ ଙ୍କ ସମ୍ପର୍କ ରେ ଏତେ କଥା କହୁଛୁ ସେହି ମହାନ୍ ବ୍ୟକ୍ତି ଜଣକ ମଧ୍ୟ ଏବେ ସୋସିଆଲ ମିଡିଆରେ ହେଉ ଅବା ଲୋକ ଙ୍କ ଠାରେ ବହୁତ୍ ପରିଚିତ ସେ ଆଉ କେହି ନୁହନ୍ତି ଅମୀୟକାନ୍ତ ଦାସ।ଅମୀୟକାନ୍ତ ଦାସ ଙ୍କ ଦାନ କରିବା ବିଷୟରେ ଯେତିକି ବର୍ଣ୍ଣନା କରିଲେ ଭି ତାହା କମ୍ ପଡ଼ିଯିବ।

ତାଙ୍କ ଦାନ କରିବା ଗୁଣ ଟି ଏବେ ସମସ୍ତଙ୍କ ମୁଖ ରେ ବହୁ ପରିମାଣ ରେ ନିସୃତ।ସେ ଏବେ ଏବେ ଅଭିଷେକ ମହାପାତ୍ର ଯିଏ କି ବହୁତ୍ ବଡ଼ ରୋଗ ରେ ପୀଡ଼ିତ ହୋଇ ଏବେ ଏବେ ଡାକ୍ତର ଖାନା ରେ ଭର୍ତି ହୋଇଛନ୍ତି ତାଙ୍କ ପାଇଁ ତାଙ୍କ ମାଆ ଓ ସ୍ତ୍ରୀ ମିଡ଼ିଆ ଆଗରେ ବହୁତ୍ ଦୁଃଖ ପ୍ରକାଶ କରି ଘଟଣା ସମ୍ପର୍କ ରେ କହି କିଛି ସାହାଯ୍ୟ ପାଇଁ ସମସ୍ତଙ୍କୁ ଅନୁରୋଧ କରୁଥିଲେ।

ତାଙ୍କ ଖବର ଟି ନ୍ୟୁଜ୍ ରେ ୬.୩୪ ରେ ଦେଖି ୭.୩୦ ଭିତରେ ଯାଇ ପହଞ୍ଚି ଅମୀୟକାନ୍ତ ଦାସ ଆଉ କିଛି ନ ବୁଝି ବିନା କିଛି ଦ୍ଵନ୍ଦ ରେ ୪ଲକ୍ଷ ଟଙ୍କା ଦାନ କରିଦେବା ପରେ ଆହୁରି ଯଦି ଆବଶ୍ୟକତା ଥାଏ ତେବେ ଆଗକୁ କିଛି ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ତାଙ୍କ କହିବା କଥା ଏହା କୁ ଯେ ସେ ତାଙ୍କ ବାପା ଓ ମା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏହି ଭଳି ସମାଜ ସେବା କରୁଛନ୍ତି।ତାଙ୍କ ପାଇଁ ଦାନ ପାରିବା ଅର୍ଥ ହେଉଛି ଆତ୍ମ ସନ୍ତୋଷ ।ସେ ଚାହାନ୍ତି କୁ ସମସ୍ତ ଙ୍କ ମୁଖ ରେ ହସ ଫୁଟେଇବା ପାଇଁ ।ସମାଜ ସେବା କରିବା ତାଙ୍କର ଗୋଟିଏ ନିଶା ସେ ଏହି କାମ ଟି କୁ କରିବା ପାଇଁ ନିଜ ଭିତରୁ ହିଁ ଅଗ୍ରଣୀ ସେ ଜଣେ ବିଶିଷ୍ଟ ସମାଜ ସେବକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।