ଦେଖନ୍ତୁ ଭିଡିଓ- ଦିନ ଦ୍ୱିପହର ରେ ହିଁ ପୋଲିସ୍ କରିଲା ରାସଲୀଳା ନିଆଁ ଭଳି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

0

ଆଜି କାଲି ଦୁନିଆରେ ଆମେ ଦେଖିବାକୁ ଗଲେ ଲୋକ ମାନଙ୍କୁ ଆଉ କୌଣସି ସମ୍ପର୍କ ପାଇଁ ଲାଜ ଲଜ୍ଜା ର ଭୟ ନାହିଁ। ଏଇ ଦୁନିଆ ରେ ତ ଶ୍ୱଶୁର ବୋହୂ, ମାଇଁ ଭଣଜା, ବାପ ଝିଅ, ଗୋଟିଏ ବିବାହିତା ପୁରୁଷ ଅନ୍ୟ ଏକ ନାରୀ ସହ ସମ୍ପର୍କ ରଖୁଛନ୍ତି ତ ନାରୀ ମାନେ ମଧ୍ୟ ସେହିପରି କରୁଛନ୍ତି। ଆଜି କାଲି ଲୋକ ମାନେ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ସମସ୍ତ ଙ୍କ ସହ ସମ୍ପର୍କ ରଖିଦେଉଛନ୍ତି, ସେମାନଙ୍କୁ ନା ସମ୍ପର୍କର କିଛି ଲାଜ ଲାଗଛି ନା ଲୋକ ଲଜ୍ଜା କୁ ଭୟ ଲାଗୁଛି। ତେବେ ଆମେ ମାନେ ସମସ୍ତେ ତ ସୋସିଆଲ୍ ମିଡିଆ ସହ ନିଶ୍ଚିତ ଯୋଡିତ ଥିବା। ପ୍ରତିଦିନ ଏହି ପରି ଘଟଣା ସୋସିଆଲ୍ ମିଡିଆ ରେ ବହୁ ମାତ୍ରାରେ ଭାଇରାଲ୍ ହେଉଛି। ଲୋକ ମାନେ ଏହି ସବୁ ବହୁମାତ୍ରାରେ ସେୟାର୍ କରିବା ସହ ଏହା ଉପରେ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି।


ତେବେ ଆମେ ମାନେ ମଧ୍ୟ ଆପଣ ମାନଙ୍କୁ ଏହି କିଛି ଦିନ ତଳେ ଏହିପରି କିଛି ସମ୍ପର୍କ ବିଷୟରେ କହିଥିଲୁ। ଜଣେ ବାପ କେଉଁ ପରି ଭାବରେ ନିଜ ଝିଅ ସହ ନିଜ ଦେହର ଭୋକ କୁ ମେଣ୍ଟଉ ଥିଲା, ଆଉ ଜଣେ ମାଆ କେଉଁ ପରି ଆଉ ଜଣେ ପୁରୁଷ ସହ ସମ୍ପର୍କ ରଖୁଥିଲା, ଏବଂ ତାର ପୁଅ ସେହି ସବୁ ଦେଖି ଦେଇଥିବାରୁ ତାକୁ କେଉଁ ପରି ମାରି ଦେଇଥିଲା। ଏହି ପରି ଭାବରେ ଆମେ ମାନେ ଆପଣ ମାନଙ୍କୁ ଅନେକ ଘଟଣା ସମ୍ପର୍କରେ କହିବୁ,କିନ୍ତୁ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ ସେହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଅଟେ,ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଛି ଛି କହିବେ ଏବଂ ଆପଣ ଙ୍କ ମୁଣ୍ଡ ମଧ୍ୟ ଲାଜ ରେ ତଳ କୁ ନଇଁ ଯିବ।

ଏହି ଘଟଣା ଟି ଏବେ ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି,ୟୁପି ପୋଲିସ୍ ର ଏକ ଅତ୍ୟନ୍ତ ଲଜ୍ଜାଜନକ କଥା ସାମ୍ନା କୁ ଆସିଛି। ଏହି ଘଟଣା ର ଭିଡିଓ ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବା ପରେ ଏହା ଏକ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଜଣେ ୟୁପି ପୋଲିସ ଏକ ମହିଳା ଙ୍କ ସହ ରାସଲୀଳା କରୁଥିବା ଦେଖିବାକୁ ମିଳିଛି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ପୋଲିସ୍ ଜଣକ ପୋଲିସ୍ ବର୍ଦ୍ଦି ରେ ରହି ଏହି ଘଟଣା ସବୁ କରିଛନ୍ତି। ପୋଲିସ୍ ଜଣକ ନିଜର କାନ୍ଧ କୁ ନେଇ ଧରିଛନ୍ତି ଏବଂ ତାଙ୍କର ହାତ ଧରି ମଧ୍ୟ ଚାଲୁଛନ୍ତି,ଦିନ ଦ୍ୱିପହର ରେ ପୋଲିସ୍ ଜଣକ ଏହି ସବୁ କାଣ୍ଡ କରୁଛନ୍ତି। ଏହି ପୋଲିସ୍ ଙ୍କ ର ଅନେକ କାର୍ନାମା ଫଟୋ ମଧ୍ୟ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।