ଦେଖନ୍ତୁ ଭିଡିଓ ମୁହଁ ଖୋଲି କଣ କହିଲେ ସ୍ବାମୀ ଅରବିନ୍ଦ କାହିଁକି ବାହାଘରକୁ ଦୁଇ ମାସ ନ ପୁରୁଣୁ ଅଲଗା ହୋଇଗଲେ

0

ଆଜିକାଲି ଯୁଗରେ ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ଜଗତ ହେଉଛି ଏକ ମାତ୍ର ପ୍ରମୁଖ ମାଧ୍ୟମ । ଚଳଚ୍ଚିତ୍ର ଜଗତର ନାୟକ ନାୟିକା ମାନେ ନିଜ ଅଭିନୟ ଯାଦୁ ବଳରେ ସମସ୍ତ ଦର୍ଶକଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି । ଏହି ଚଳଚ୍ଚିତ୍ର ଧାରାବାହିକ ମାଧ୍ୟମରେ ଜଗତକୁ ଏକ ନୂଆ ରୂପରେଖ ନୀତିଶିକ୍ଷା ପ୍ରଦାନ କରାଯାଇଥାଏ । ଅନେକ ସମୟରେ ଅଭିନୟ କରୁଥିବା ନାୟକ ନାୟିକା ମାନେ ପ୍ରେମରେ ପଡି ଯାଇଥାନ୍ତି ।

ଆଉ ବାସ୍ତବ ଜୀବନରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି । ବିବାହ ହେଉଛି ଏକ ପବିତ୍ର ବନ୍ଧନ । ତେବେ ଏହିଭଳି ଏକ ଯୋଡ଼ି ଯେ କି ଧାରାବାହିକ ଜଗତରେ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି । ସେ ହେଉଛନ୍ତି ଅରବିନ୍ଦ ଏବଂ ଜାଙ୍କଲିନ୍ନ । ଯେ କି ଧାରାବାହିକ ଜଗତରେ ଏକାଠି ଅଭିନୟ କରୁ କରୁ ଆଜି ବାସ୍ତବ ଜୀବନରେ ବିବାହ ବନ୍ଧନରେ ବାନ୍ଧି ହୋଇ ସୁଖୀ ଦାମ୍ପତ୍ୟ ଜୀବନ ଯାପନ କରୁଛନ୍ତି ।

ତେବେ ନିକଟରେ ଏକ ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ ଅରବିନ୍ଦ ଜଙ୍କଲିଁନ ଙ୍କୁ ମିସ୍ କରୁଥିବାର ଜଣା ପଡ଼ିଛି । ଆଉ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବାହାଘରର ଦୁଇ ମାସ ପରେ ଜଂକ୍ଲିନ୍ନ କୁଆଡେ ଚାଲିଗଲେ । ଯାହାକି ଅରବିନ୍ଦ ତାଙ୍କୁ ବହୁ ମିସ୍ କରୁଛନ୍ତି । ହଁ ଆଜ୍ଞା ଜଂକ୍ଲିନ ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍ କୁ ବାହାରିଛନ୍ତି ।

ତେବେ ଏ କଥାକୁ ଅରବିନ୍ଦ ଏକ ଲାଇଭ ଭିଡିଓ ଜରିଆରେ ପ୍ରକାଶ କରିଛନ୍ତି । ଆଉ ଏହି ଭିଡିଓରେ ଅନେକ ଦର୍ଶକ ମାନେ ମଧ୍ୟ ନିଜର ମତ ବ୍ୟକ୍ତ କରିଛନ୍ତି । ବିବାହ ପରେ ପ୍ରଥମ ଥର ପାଇଁ ଅରବିନ୍ଦ ଜାଙ୍କଲିଁନ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହିଛନ୍ତି । ତେଣୁ ସ୍ଵାମୀ ନିଜ ସ୍ତ୍ରୀ ର ଅଭାବକୁ ବହୁ ଅନୁଭବ କରୁଛନ୍ତି । ଜଙ୍କଲିଣ ଏବଂ ସମାଲାଇନ ଉଭୟ ଯମଜ ଭଉଣୀ । ତେଣୁ ଅରବିନ୍ଦ ସୋମଲିନ ଙ୍କୁ ବହୁ ସ୍ନେହ କରନ୍ତି ।

ଭିଡିଓ ମାଧ୍ୟମରେ ଅରବିନ୍ଦ ସୋମାଲୀନ ଶାଳୀ ହୋଇ ଥିବାରୁ ବହୁ ଥଟ୍ଟା ମଜା ମଧ୍ୟ କରିଥାନ୍ତି । ଆଉ ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ବୋଲି ମତବ୍ୟକ୍ତ କରିଛନ୍ତି । ତେବେ ଅରବିନ୍ଦ ଓ ଜାଙ୍କଲିଣ ଦୁହେଁ ବହୁ ବର୍ଷ ପ୍ରେମ ପରେ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ ସ୍ବାମୀ ସ୍ତ୍ରୀ ନିଜର କ୍ୟାରିୟର ଏହି ଅଭିନୟ ଦୁନିଆରୁ ଆରମ୍ଭ କରିଥିଲେ । ଏବଂ ଦର୍ଶକଙ୍କ ବେଶ୍ ପାସନ୍ଦ୍ଦିଦା ଯୋଡ଼ି ରୂପେ ମଧ୍ୟ ଏମାନେ ଖ୍ୟାତ ।

ଜଙ୍କଲିଣ୍ ଏବଂ ସୋମାଲାଇନ ଉଭୟ ଏକ ରିଆଳିଟୀ ଶୋ ଜାରିଆରେ ସର୍ବ ସମ୍ମୁଖକୁ ଆସିଥିଲେ । ଆଉ ଏବେ ସେମାନେ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି । ଅରବିନ୍ଦ ଓ ଯାଙ୍କଲିନ୍ନ ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା । ଉଭୟ ଙ୍କ ଜୀବନରେ ପ୍ରେମ ସଦା ସର୍ବଦା ବୃଦ୍ଧି ହେଉଥାଉ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।