ଆପଣ ମୋଟାପଣ ପାଇଁ ଚିନ୍ତିତ କି ? ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ ମାତ୍ର 2 ମାସ ରେ ହୋଇଯିବେ ପତଳା 100% ଗ୍ୟାରେଣ୍ଚି

0

ବର୍ତମାନ ସମୟରେ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଗଲାଣି। ପ୍ରାୟତ ପ୍ରତ୍ୟକ ଲୋକ ମୋଟାପଣ ର ଶିକାର ହେଉଛନ୍ତି। ଯାହା ଫଳରେ ସେମାନେ ବହୁତ ଚିନ୍ତାରେ ରହିଥାନ୍ତି। ଯାହା ଫଳରେ ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବାଟ ଘାଟ ରେ ଅନେକ ଲୋକ ସନଙ୍କ ର ମଜା ଉଡାଇ ଥାନ୍ତି। ଯୋଉଥି ପାଇଁ ସେହି ମୋଟା ଲୋକ ମାନେ ମାନସିକ ବିଷାଦ ମଧ୍ୟରେ ନିଜର ସମୟକୁ ଅତିବାହିତ କରିଥାନ୍ତି।


ଏହା ବ୍ୟତୀତ ମୋଟା ହେବା ଦ୍ୱାରା ବିଭିନ୍ନ ପ୍ରକାର ର ରୋଗ ଦେଖା ଦେଇଥାଏ। ଯେମିତିକି ଡାଇବେଟିସ, ରକ୍ତଚାପ ଇତ୍ୟାଦି ରୋଗ ମୋଟା ଲକଙ୍କୁ ଅତି ସହଜରେ ଆକ୍ରାନ୍ତ କରି ଥାଏ। ଏହା ସହ ମେଦ ବହୁଳତା ପରି ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏଥି ପାଇଁ ସେହି ମୋଟା ଲୋକ ମାନେ ବହୁତ ପ୍ରକାର ଔଷଧ ଖାଇ ଥାନ୍ତି। ଭିଭିନ୍ନ ପ୍ରକାର ର ଉପାୟ ଅବଲମ୍ବନ କରି ଥାଆନ୍ତି। କିନ୍ତୁ ଏଥିରୁ ତାଙ୍କୁ କିଛି ଲାଭ ମିଳିନଥାଏ। ତେବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ ଯେଉଁ ଗୁଡିକୁ କରିବା ଦ୍ୱାରା ଆପଣ ନିଜକୁ ପତଳା କରି ପାରିବେ।


ଆପଣ ସବୁଦିନ ସକାଳୁ ଉଠି ପ୍ରଥମେ ଏକ ରୁ 2 ଗ୍ଲାସ ପାଣି ପିଅନ୍ତୁ। ଏହା ପରେ ବାଥରୁମ ଯାଇ ଆସନ୍ତୁ। ତାପରେ ଆସି ବ୍ୟାୟାମ କରନ୍ତୁ। ମୁହଁ କୁ ସିଧା ରଖି ଶରୀରକୁ ଯେତେ ପାରିବେ ଡାହାଣ ବାମ କରି ବୁଳାନ୍ତୁ ଦେଖିବେ ଏପରି କରିବା ଦ୍ୱାରା ଆପନଙ୍କ ର ଶରୀର ର ଉପରି ଭାଗ ବହୁତ ଜଲଦି ପତଳା ହେଇଯିବ। ତେଣୁ ଏହାକୁ ସବୁଦିନ ନିଶ୍ଚିତ ଭାବରେ କରନ୍ତୁ।

ତାପରେ ଦୁଇ ହାତ ର ଆଙ୍ଗୁଳି କୁ କାନ୍ଧ ର ଉପରି ଭାଗରେ ରଖି ହାତ ଦୁଇଟିକୁ ପ୍ରଥମେ ଘଡି ପାଶ୍ୱରେ ବୁଳାନ୍ତୁ। ଏପରି 30 ଥର କରିବା ପରେ ପୁଣି ସେହି ହାତ ଦୁଇଟିକୁ ଘଡିର ବିପରୀତ ପାଶ୍ୱରେ ବୁଳାନ୍ତୁ। ଦେଖିବେ ଏପରି ଭାବରେ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀର ର ମୋଟାପଣ ବହୁତ ଜଲଦି ଦୁର ହୋଇ ଯିବ।


ଏହା ସହ ଖାଦ୍ୟରେ ଆପଣ ସର୍ବଦା କମ ମସଲା ଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଅମ୍ଳ ଜାତୀୟ ଆଧିକ ଖାଦ୍ୟ ଖାଇବା କମାନ୍ତୁ। ତା ସହିତ ଖାଇବାର ଅଧଘଣ୍ଟା ପରେ ଓ ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ। ଏପରି ସବୁଦିନ କରନ୍ତୁ। ସକାଳୁ ଉଠି ମୁକ୍ତ ବାୟୁ ରେ ଦୌଡନ୍ତୁ। ଏହା ସହ ପୁଷ୍ଟିସାର ଜାତୀୟ ଖାଦ୍ୟ ଅଧିକ ପରିମାଣ ରେ ଖାନ୍ତୁ। ଓ ସ୍ନେହ ସାର ଜାତୀୟ ଖାଦ୍ୟ କମ ପରୀମାନରେ ଖାଇବା କୁ ଚେଷ୍ଟା କରନ୍ତୁ। ଏପରି ଭାବରେ ଆପଣଙ୍କ ର ସବୁଦିନର କାର୍ଯ୍ୟ ନିଧାରିତ କରନ୍ତୁ ଦେଖିବେ ଏପରି କରିବା ଦ୍ୱାରା ବହୁତ ଜଲଦି ଆପଣଙ୍କ ଶରୀର ଉପରେ ଏହାର ପ୍ରଭାବ ଦେଖିବେ ଓ ପତଳା ହୋଇ ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।