ପ୍ରେଗ୍ନେଣ୍ଟ ହବା ପାଇଁ କେତେଥର ସମ୍ପର୍କ ରଖିବା କଥା ଜଣାନ୍ତୁ ଗର୍ଭବତୀ ହେବା ପାଇଁ କଣ କଣ କରିବାକୁ ହେବ…….

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ । ତେବେ ଆମେ ଆଜି ଆପଣଙ୍କୁ ଜଣେ ମହିଳାଙ୍କ ଗର୍ଭବତୀ ହେବା ପଛରେ ଥିବା କିଛି ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ମଧ୍ୟ ଉପକୃତ ହୋଇପାରନ୍ତି।


ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ । ମାତ୍ର କେତେକ ମହିଳା ବିବାହର ପରେ ପରେ ହିଁ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ତା କିଏ କିଏ ବିବାହ ର କିଛି ଦିନ ପରେ ମା ହେବାକୁ ପସନ୍ଦ କରନ୍ତି । ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଜଣେ ବିବାହିତ ପୁରୁଷ ଏବଂ ନାରୀ କେତେ ଥର ଶାରୀରିକ ସମ୍ବନ୍ଧରେ ରହିବା ପରେ ସେହି ମହିଳା ଜଣଙ୍କ ଗର୍ଭବତୀ ହୋଇଥାନ୍ତି । ତେବେ ଏ ନେଇ ଆମେରିକା ରେ ଗୋଟିଏ ଗବେଷଣା ଅନୁଷ୍ଠିତ ହୋଇଥିଲା ଯେଉଥିରେ ପ୍ରାୟ ୩୦୦ ପୁରୁଷ ଏବଂ ନାରୀ ଅଂଶଗ୍ରହଣ କରିଥିଲେ ।


ତେବେ ସେହି ଗବେଷଣା ଅନୁସାରେ ଜଣେ ମହିଳା ସାଧାରଣ ଭାବରେ ୭୮ ଥର ଶାରୀରିକ ସମ୍ବନ୍ଧରେ ରହିବା ପରେ ବା ସେକ୍ସ କରିବା ପରେ ଗର୍ଭବତୀ ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ଏବଂ ଏହି ଗବେଷଣା ରେ ଏହା ମଧ୍ୟ ଜଣା ପଡିଥିଲା ଯେ ସାଧାରଣ ଭାବରେ ବିବାହିତ ଦମ୍ପତି ୧୪୫ ଦିନ ସାଙ୍ଗରେ ରହିବା ପରେ ଜଣେ ମହିଳା ଙ୍କର ଗର୍ଭବତୀ ହେବାର ସମ୍ଭାବନା ରହିଥାଏ । ତେବେ ଆମେରିକା ରେ ହୋଇଥିବା ଏହି ଗବେଷଣା କୁ ପ୍ରାୟ ୫୦ ପ୍ରତିଶତ ଦମ୍ପତି ଶିକାର କରିଛନ୍ତି।


ତେବେ ଏହି ଗବେଷଣା ଛଡ଼ା ବହୁ ବରିଷ୍ଠ ଲୋକ ମାନେ ମଧ୍ୟ କହିଛନ୍ତି ଯେ ଯଦି ଦମ୍ପତି ଦୁଇ ଜଣ ଗୋଟିଏ ମାସରେ ୧୩ ଥର ଶାରୀରିକ ସମ୍ପର୍କରେ ରୁହନ୍ତି ତେବେ ସେହି ମହିଳା ଜଣଙ୍କ ମା ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ତେବେ ୪୩ ପ୍ରତିଶତ ମହିଳା କହିଛନ୍ତି ଯେ ଯେତେଥର ଶାରୀରିକ ସମ୍ପର୍କରେ ରହିଲେ ମଧ୍ୟ ଯଦି ଆପଣ ମାନସିକ ସ୍ତରରେ ଚାପରେ ରହିଛନ୍ତି ଯେବେ ମା ହେବା ସମ୍ଭବ ନୁହଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।