ଚୁଟି ସମସ୍ୟାକୁ ନେଇ ଚିନ୍ତିତ ଥିଲେ ମାତ୍ର ଅଳ୍ପ ଦିନରେ ନିଜ ଚୁଟିକୁ ଝଡିବାରୁ ରକ୍ଷା କରନ୍ତୁ 100% ଗ୍ୟାରେଣ୍ଚି

0

ସମାଜ ରେ ପ୍ରତେକ ଝିଅ ନିଜର ସୁନ୍ଦରତା କୁ ବୃଦ୍ଧି କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରନ୍ତି। ତେବେ ଦେଖିବାକୁ ଗଲେ ସବୁ ନିଜ କୁ ଫିଟ ରଖିବା କୁ ଚାଁହାନ୍ତି,ଆଉ ଏହା ସମସ୍ତ ପ୍ରକାର ଉପାୟ୍ କୁ ପ୍ରୋୟଗ୍ କରି ଥାନ୍ତି। ତେବେ ଦେଖିବାକୁ ଗଲେ ଝିଅ ମାନେ ହିଁ ନିଜ କୁ ସୁନ୍ଦର ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରନ୍ତି ହେଲେ ଅନେକ ଏହାର ସମାଧାନ ପାଇ ପାରିନ୍ତି ନାହିଁ।ଯାହା ପାଇଁ ସେମାନେ ବହୁତ ଚିନ୍ତିତ ଥାନ୍ତି।

ତେବେ ଏହାର ସମାଧାନ ପାଇଁ ଅନେକ ଡାକ୍ତର ଙ୍କୁ ଦେଖାଇ ଏହା ପାଇଁ ଔଷଧ ଖାଇ ଥାନ୍ତି। ହେଲେ ଏହି ଔଷଧ ରେ ଅନେକ କେମିକଲ୍ ମିଶି ଥିବାରୁ ଏହା ଆମ ଶରୀର ପାଇଁ କ୍ଷତି କାରକ ହୋଇ ପରେ। ହେଲେ ଏହାର ଘୋରୋଇ ଉପଚାର ରହିଛି,ଯାହା ଦ୍ୱାରା ସମସ୍ତ ସମସ୍ଯା ଦୂର ହୋଇ ଥାଏ। ଆଉ ଏହା ବହୁତ କମ ସମୟ ମଧ୍ୟରେ ଭଲ ହୋଇ ଥାଏ। ଆଉ ଏହା ପ୍ରାକୃତିକ ହୋଇ ଥିବାରୁ ଏହା ଆମ ଶରୀର ପାଇଁ କ୍ଷତିଜନକ ହୋଇ ନଥାଏ।


ତେବେ ଦେଖିବାକୁ ଗଲେ ଅନେକ ଝିଅ ମାନଂକର ମୁଁହ ର ସମସ୍ଯା ସହ ଚୁଟି ର ବ୍ ଅନେକ ସମସ୍ଯା ରହି ଥାଏ। ଅନେକ ଝିଅ ମାନଂକର ଚୁଟି ଝଡେ଼ , ଚୁଟି ବହୁତ ପତଳା ଦେଖା ଯାଏ , ଚୁଟି ବହୁତ ଶୁଖିଲା ଦେଖା ଯାଏ। ତେବେ ଏହାର ସମାଧାନ ପାଇଁ ଅନେକ ବିଭିନ ପ୍ରକାର ଚେଷ୍ଟା କରନ୍ତି,ତେବେ ଏହା ପାଇଁ ଔଷଧ ମଧ୍ୟ ବ୍ୟବହାର କରନ୍ତି। ତେବେ ଆପଣ ମାନେ ନିଜ ଚୁଟି ରେ ତେଲ ଲଗାଇ ଥାନ୍ତି।

ତେବେ ତେଲ ଲଗାଇ ଚୁଟି ପାଇଁ ଭଲ କିନ୍ତୁ ଏହା କୁ ଦୁଇ ଦିନ ରୁ ଅଧିକ ସମୟ ଲଗାଇ ରଖିଲେ ଏହା ଚୁଟି ଝଡିବା ର କାରଣ ହୋଇ ଥାଏ। ତେବେ ଆପଣ ସପ୍ତାହ କୁ ଦୁଇ ଥର ଚୁଟି ରେ ତେଲ ଲାଗାନ୍ତୁ ଆଉ ଦୁଇ ଥର ଚୁଟି ରେ ସେମ୍ପୁ ଲଗାନ୍ତୁ ନହେଲେ ଚୁଟି ଝଡି ଯାଇ ପାରେ। ତେବେ ଚୁଟି ର ସମସ୍ତ ସମସ୍ୟା ପାଇଁ ଅନେକ କିଛି ଘୋରୋଇ ଉପଚାର ରହି ଥାଏ। ତେବେ ଆସନ୍ତୁ ସେହି ଭଳି କିଛି ଘରୋଇ ଉପଚାର ଜାଣିବା। ଯାହା କୁ ଆପଣ ଗୋଟେ ମାସ ଯାଏ ବ୍ୟବହାର କରିବା ପରେ ଆପଣ ଙ୍କ ଚୁଟି ର ସମସ୍ୟା କିଛି ମାତ୍ରା ରେ ଦୂର ହେବ।


ଉପଚାର:-
ତେବେ ଏହା ପାଇଁ ଆପଣ ପ୍ରଥମେ କିଛି ସୋରିଷ ତେଲ ନେବେ। ଏହା ଚୁଟି ପାଇଁ ବହୁତ୍ ଫଳପ୍ରଦ ହୋଇ ଥାଏ, ଆଉ ଏହା ଚୁଟି ର ମୂଳ କୁ ଶକ୍ତ ରଖେ। ତେବେ ଏହା ପରେ ଆପଣ ମେଥି ଦାନ ନେବେ ଏହି ମେଥି ଚୁଟି ପାଇଁ ବହୁତ ଲାଭ ଜନକ ହୋଇ ଥାଏ। ତେବେ ଏହାର ପ୍ରସ୍ତୁତି କିପରି ହୁଏ ଆସନ୍ତୁ ଜାଣିବା।


ପ୍ରସ୍ତୁତି ପ୍ରଣାଳୀ:-
ତେବେ ପ୍ରଥମେ ଆପଣ କିଛି ସୋରିସ୍ ତେଲ କୁ ଗୋଟେ କଢ଼ା ରେ ଗରମ କରିବା ,ଆଉ ତା ପରେ ମେଥି ର ଦାନା କୁ ସେହି ଗରମ ତେଲ ରେ ପକାଇ ଦେବା । ତେବେ ଏହା କୁ କମ ଆଞ୍ଚ୍ ରେ ପ୍ରସ୍ତୁତ କରିବା। ତେବେ ତେଲ ଓ ମେଥି ଏକା ସହ ଫୁଟି ଗଲା ପରେ ଏହାକୁ ପୁରା ଥଣ୍ଡା କରି ଦେବା। ତେବେ ଥଣ୍ଡା ହୋଇ ଗଲା ପରେ ଆପଣ ଏହାକୁ ଚୁଟି ର ମୂଳ ରେ ଲଗାଇବେ। ତେବେ ଲଗାଇଲା ପରେ ଏହା କୁ କିଛି ସମୟ ମସାଜ କରନ୍ତୁ । ତେବେ ଏହି ତେଲ କୁ ରାତି ରେ ଲଗାଇ ଶୁଅନ୍ତି ଆଉ ସକାଳେ ଏହା କୁ ଧୋଇ ଦିଅନ୍ତୁ। ଦେଖିବେ ଚୁଟି ରେ କିଛି ପରିମାଣ ରେ ଲାଭ ପାଇବେ ଏବଂ ଚୁଟି ଝଡ଼ିବା ସମସ୍ୟା ଦୂର ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।