ଆପଣ ମାନେ ବି କଣ କେଉଁ ଝିଅ କୁ ବଶୀକରଣ କରିବାକୁ ଚାହୁଁଛନ୍ତି କି ? ତେବେ ଦେଖନ୍ତୁ କିପରି ବିନା ତନ୍ତ୍ରମନ୍ତ୍ର ରେ ଏକ ଝିଅ କୁ ବଶୀକରଣ କରିବେ।

0

ଆପଣ ମାନେ ଜାଣି ଥିବେ ଯେ ଆମ ସମାଜ ଯେତେ ଆଗକୁ ଗଲେ ମଧ୍ୟ ଲୋକ ମାନେ ଓ ଲୋକ ମାନଙ୍କ ଚିନ୍ତା ଧାରା ସେମିତି ତଳେ ରହିଛି। ତେବେ ଦେଶ ରେ ଅଗ୍ରଗତି ବହୁତ୍ ହେଲାଣି। କିନ୍ତୁ ଏହି ପରି ଲୋକ ମାନଙ୍କ ପାଇଁ ଆଜି ଦେଶ ରେ ଉନତି ରେ ବାଧା ସୃଷ୍ଟି ହୋଇଛି। ଆଜିକା ସମାଜ ରେ ରହୁ ଥିବା ଲୋକ କେବଳ ନିଜ ର କଥା କୁ ଚିନ୍ତା କରୁଛି, ଆଉ ଅନ୍ୟ ର କ୍ଷତି କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ତେବେ ଏହି ଭଳି କାର୍ଯ୍ୟ ସମାଜ ରେ ଅନେକ ଦେଖିବାକୁ ମିଳୁଛି ଯାହା ଅନେକ ଲୋକ ଙ୍କ ପାଇଁ ବହୁତ୍ ଅସୁବିଧା ସୃଷ୍ଟି କରୁଛି,ଆଉ ଏହା ପାଇଁ ମଧ୍ୟ ଅନେକ ଲୋକ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି। ତେବେ ଏହା କୁ ରୋକିବା ପାଇଁ ବହୁତ ଚେଷ୍ଟା କରା ଯାଉଛି ହେଲେ କଣ ହବ ଲୋକ ମାନଙ୍କ ମାନସିକତା ସେମିତି ରହିଛି,ଆଉ ଯାହା କୁ କେହି ବଦଳି ପାରୁ ନାହାନ୍ତି।


ତେବେ ଆପଣ ମାନେ ଜାଣି ଥିବେ ଆଜି କାଲି ସମାଜ ରେ ଅନ୍ଧ ବିଶ୍ୱାସ କୁ ଲୋକ ମାନେ ଆଜି ଯାଏ ଛାଡି ପାରିଲେ ନାହିଁ, ଆଉ ଏହି ଅନ୍ଧ ବିଶ୍ୱାସ ଏତେ ବଢ଼ି ଯାଇଛି ଯେ , ଲୋକ ମାନେ ଏହାକୁ ଛାଡି ପାରୁ ନାହାନ୍ତି,ଆଉ ଏହି ଅନ୍ଧ ବିଶ୍ୱାସ ଦ୍ୱାରା ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହେଉଛନ୍ତି । ତେବେ ଅନେକ ଲୋକ ପଇସା ରୋଜଗାର କରିବା ବାହାନା ରେ ବାବା ବା ମାତା ହେଇ ଯାଉଛନ୍ତି ଆଉ ଲୋକ ଙ୍କୁ ଏହା ମାଧ୍ୟମରେ ଠକି ପଇସା ଲୁଟି ନେଉଛନ୍ତି,ଆଉ ଲୋକ ମାନେ ମଧ୍ୟ ଏହାକୁ ବିଶ୍ୱାସ କରୁଛନ୍ତି। ଏବେ ଅନେକ ଲୋକ ନିଜ କାମ କୁ ହାସଲ କରିବା ପାଇଁ ଅନେକ ଲୋକ କୁ ବସିକରଣ କରି ତାଠୁ ନିଜ କାମ କରେଇ ନିଅନ୍ତି। ତେବେ ଅନେକ ଯୁବକ ମାନେ ଝିଅ ମାନଂକୁ ନିଜ ପଟେଇବା କୁ ଚେଷ୍ଟା କରନ୍ତି,ଆଉ ଏଥିରେ ଅନେକ ବିଫଳ ମଧ୍ୟ ହୁଅନ୍ତି। ତେବେ ଆଜି ଆମେ ଏମିତି ଗୋଟେ ମନ୍ତ୍ର ଓ ତାର ଵିଧି ଜାଣିବା , ଯାହା ଦ୍ୱାରା ଆପଣ ଅତି ସହଜ ରେ ଗୋଟେ ଝିଅ କୁ ନିଜ ବସରେ କରି ପାରିବେ।


*ବସୀକରଣ କରିବା ପଦ୍ଧତି:-
ତେବେ ଝିଅ କୁ ବସୀକରଣ କରିବା ପାଇଁ କିଛି ସାମଗ୍ରୀ ଆବଶ୍ୟକ ରହିଛି। ତେବେ ସେହି ଗୁଡିକ ହେଲା , ଅଶ୍ୱସଥ ପାତ୍ର , ଦୁଇଟି ଲବଙ୍ଗ , ଲାଲୀ ସୁତା , ଛୁଞ୍ଚି , ଆଉ ଗୋଟେ ମାର୍କର ।ତେବେ ସେହି ପାତ୍ର ରେ ଆପଣ ଗୋଟେ ଝିଅ ର ଆକୃତି କରିବେ, ଯେମିତି ଆପଣ ଙ୍କୁ ଆସୁଛି। ତେବେ ଏହା ପରେ ଆପଣ ସେହି ପାତ୍ର ରେ ସେହି ଝିଅ ର ନାମ ଲେଖିବେ , ଯାହା କୁ ଆପଣ ପଟେଇବା କୁ ଚାଁହୁଚନ୍ତି। ତେବେ ସେହି ଝିଅ ର ନାମ ତଳେ ଯୁକ୍ତ ଚିହ୍ନ୍ ଦେଇ ଆପଣ ଙ୍କ ନାମ ଲେଖିବେ ,ଏହା ପରେ ଉପରେ ସ୍ୱସ୍ତିକ ଚିହ୍ନ କରିବେ ।


ତେବେ ଆପଣ ଏହା ପରେ ଦୁଇଟି ଲବଙ୍ଗ କୁ ସେହି ଦୁଇ ଟି ନାମ ଉପରେ ରଖି ଦିଅନ୍ତୁ। ତେବେ ଆପଣ ଏହା ପରେ” ଓଂ ନମଃ କାମଦେବାୟ ଅମୁଲ ମମ ହୃଦୟ ବଶ୍ୟମ୍ ମେ କୁରୁ କୁରୁ ଫଟ ମଦ ସ୍ଵାହା ” ଏହି ମନ୍ତ୍ର ମୁ ୧୦୮ ଥର ଜପ କରିବେ । ତେବେ ଆପଣ ମନ୍ତ୍ର ଜପି ସରିଲା ପରେ ସେହି ପାତ୍ର ରର ଫୁଙ୍କି ଦେବେ। ଆଉ ତା ପରେ ସେହି ପାତ୍ର କୁ ମୋଡି ତାକୁ ଲାଲୀ ସୁତା ରେ ବନ୍ଧିବେ ଆଉ ସେହି ଛୁଞ୍ଚି କୁ ଫୋଡ଼ି ଦେବେ। ତେବେ ଏହାକୁ ନେଇ କୌଣସି ଅଂଳା ଗଛ ତଳେ ପୋତି ଦେବେ। ମନେ ରଖନ୍ତୁ ଆପଣ ଏହାକୁ ବୁଧବାର ଦିନ ହିଁ କରିବେ, ଆଉ ଆପଣ କରିବାର ୭ ଘଣ୍ଟା ପରେ ସେହି ଝିଅ ଟି ଆପଣ ଙ୍କ ବସ ରେ ଆସି ଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।