ଆଜି ଠାରୁ ଏହି ରାଶିରେ ପ୍ରବଶେ କରିବେ ଶନିଦଶା ଏହି ରାଶିର ବ୍ୟକ୍ତିଙ୍କର ଉପରେ ଆସିପାରେ ଏହି ସବୁ ବିପଦ ଜାଣନ୍ତୁ କେଉଁସବୁ ରାଶି

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର ଗ୍ରହ ଏବଂ ନକ୍ଷେତ୍ର ଉପରେ ନିର୍ଭର ହୋଇଥାଏ । ଆମ ଶାସ୍ତ୍ର ରେ ୯ ଟି ଗ୍ରହ ଅଛନ୍ତି ଏବଂ ଏହି ୯ ଟି ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି ଶନି ଗ୍ରହ । ଆମେ ଆପଣଙ୍କୁ ଏହି ଶନିଦେବ ଙ୍କ ଉପରେ ଏହା ରହସ୍ୟମୟ ତଥ୍ୟ ଆପଣଙ୍କୁ ଜଣେଇବାକୁ ଯାଉଛୁ ।


ଆମର ଶାସ୍ତ୍ର ଅନୁସାରେ , ଶନି ଗ୍ରହ କୁ ଭାଗ୍ୟ ଗ୍ରହ ବୋଲି କୁହାଯାଏ । ଏମିତି ମଧ୍ୟ କୁହାଯାଏ ଯେ ,ଜଣେ ବ୍ୟକ୍ତି ଙ୍କର କଣ ଭଲ ଏବଂ କଣ ଖରାପ ହେବାକୁ ଯାଉଛି ତାହା ମଧ୍ୟ ତାର ଶନି ଗ୍ରହ ର ଚଳନ ଉପରେ ନିର୍ଭର କରିଥାଏ ।ଶନିଦେବ ଙ୍କର ଭଲ ଦୃଷ୍ଟି ରହିବା ଦ୍ୱାରା ଜଣେ ବ୍ୟକ୍ତି ର ସମସ୍ତ ମହଦଶା ଖଣ୍ଡନ ହୋଇଯାଇଥାଏ ଏବଂ ଶନିଦେବଙ୍କର କୁ ଦୃଷ୍ଟି ରହିଲେ ବ୍ୟକ୍ତି ଙ୍କ ଉପରେ ସବୁ ଖରାପ ଦଶା ମଧ୍ୟ ପଡିଥାଏ ।

କିନ୍ତୁ ଆମେ ଆଜି ଆପଣଙ୍କୁ ଶନିଦେବଙ୍କର ଉପରେ ଏକ ରହସ୍ୟ କହିବାକୁ ଯାଉଛୁ ଯାହାକି ବହୁତ ଦିନ ପରେ ଚଳିତ ବର୍ଷ ହେବାକୁ ଯାଉଛି । ବନ୍ଧୁଗଣ ଚଳିତ ବର୍ଷ ମାଘ ମାସରେ (ଇଂରାଜୀ ନଭେମ୍ବର) ମାସରେ ଶନିଦେବ ଧନୁ ରାଶିକୁ ଛାଡି ମକର ରାଶିରେ ବସିଛନ୍ତି । ଜ୍ୟାତିଷଜ୍ଞାନ ଅନୁସାରେ ଶନି ଗ୍ରହ ହେଉଛି ସବୁଠାରୁ ଧୀର ବେଗରେ ଗତି କରୁଥିବା ଗ୍ରହ ଅଟନ୍ତି। ତେବେ ଶନି ଗ୍ରହ ଗୋଟିଏ ରାଶି ଉପରେ ପ୍ରାୟ ୨.୫ ବର୍ଷ ଧରି ରହିଥିବାର ଆମର ଜ୍ୟତିଷ ମାନେ କହିଛନ୍ତି ।ତେବେ ଚଳିତ ବର୍ଷ ଶନିଦେବ ମକର ରାଶିରେ ବସିଥିବାର ଜଣାପଡିଛି ।


କିନ୍ତୁ ଆମେ ଆପଣଙ୍କୁ କହିରଖୁଛୁ ଯେ ,ଯେତେବେଳେ ଶନିଦେବ କୌଣସି ରାଶି ଉପରେ ବିଦ୍ୟମାନ କରିଥାନ୍ତି ସେତେବେଳେ ସେହି ରାଶି ଉପରୁ ଶନି ଦଶା ଉଠିଯାଇଥାଏ ତ ପୁଣି କେବେକେବେ ଶନି ଦଶା ପ୍ରବେଶ ମଧ୍ୟ କରିଥାଏ । ତେବେ ଚଳିତ ବର୍ଷ ମକର ରାଶିରେ ଶନି ଗ୍ରହ ପ୍ରେବେଶ କରିଛନ୍ତି । ତେଣୁ ଏହି ବର୍ଷ ମକର ରାଶି ର ବ୍ୟକ୍ତି ମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ରହିବ ।

ଆମର ଜ୍ୟାତିଷବିଜ୍ଞାନ ଅନୁସାରେ , ଚଳିତବର୍ଷ ମକର ରାଶିର ବ୍ୟକ୍ତି ମାନଙ୍କୁ ବହୁତ ସାବଧାନ ତଥା ସତର୍କ ରହିବାକୁ ପଡିବ । ଏହି ରାଶିରେ ଶନି ଗ୍ରହ ପରେଶ କରିଥିବାରୁ ଏହି ରାଶିର ଲୋକମାନେ ପ୍ରାୟ ସମସ୍ତ କାର୍ଯ୍ୟ ରେ ବାଧା ଦେଖାଦେବ। ଏବଂ ସମସ୍ତ ଶୁଭ କାମରେ ମଧ୍ୟ ବିଳମ୍ବ ହୋଇପାରେ ।ସେମାନଙ୍କ ର ବ୍ୟକ୍ତିଗତ ଜିବନ ରେ ଅନେକ ଛୋଟ ବଡ଼ ସମସ୍ୟା ଦେଖାଦେବ ।ଖାଲି ବ୍ୟକ୍ତିଗତ ଜିବନ ରେ ନୁହେଁ ବରଂ ତାଙ୍କର ବୈବାହିକ ଏବଂ ଚାକିରୀ ରେ ମଧ୍ୟ ଅନେକ ସମସ୍ୟା ଦେଖାଦେବ । ତେଣୁ ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।