ପ୍ରଥମ ଥର ପାଇଁ ଗୁଡୁ ଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆ ର ସାମ୍ନା କଲେ?, ଜାଣନ୍ତୁ ସେ କିଏ ଏହା ପଛର କ’ଣ ସତ୍ୟତା

0

ଲୋକ ମାନେ ଖୁସି ରହିବା ପାଇଁ ଅନେକ କାର୍ଯ୍ୟ କରିବା କୁ ପସନ୍ଦ କରନ୍ତି। ତେବେ ତାଙ୍କ ଭିତରୁ ଅନେକ ଲୋକ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି। ଚଳଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି ଫିଲ୍ମ ବା ଚଲଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ। ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି। ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି।


ତେବେ ଏହି ଚଳଚିତ୍ର ଜଗତରେ ଓଡ଼ିଆ ଚଳଚିତ୍ର ର ଅନେକ ଲୋକପ୍ରିୟତା ରହିଛି। ତେବେ ଅନେକ ଲୋକ ମଧ୍ୟ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି,ତେଣୁ ଆଜିବି ଓଡ଼ିଆ ଫିଲ୍ମ ର ଅନେକ ଚହିଦା ରହିଛି।ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କ ଚଳଚିତ୍ର ପରି ଅନେକ ଲୋକ ଙ୍କ ପାଖରେ ଲୋକପ୍ରିୟ୍ । ଅନେକ ଲୋକ ଙ୍କର ପ୍ରିୟ କଳାକାର ଭାବେ ରହି ଥାନ୍ତି। ତେବେ ଏମିତି ଅନେକ କଳାକାର ରହିଛନ୍ତି , ଯେଉଁ ମାନେ କି ନିଜ ଦକ୍ଷତା ପ୍ରଦର୍ଶନ କରି ଅନେକ ଦିନ ରୁ ଏହି ଓଡ଼ିଆ ଫିଲ୍ମ ଜଗତ ରେ ନିଜର ସ୍ଥାନ ହାସଲ କରିଛନ୍ତି,ଆଉ ଲୋକଙ୍କ ଭଲ ପାଇଁ ମଧ୍ୟ।

ତେବେ ଲୋକ ମାନେ ଫିଲ୍ମ ଦେଖିବା ସହ ଫିଲ୍ମ ରେ କମେଡି ମଧ୍ୟ ଦେଖିବାକୁ ବହୁତ ପସନ୍ଦ କରନ୍ତି। ତେବେ ଅନେକ ଲୋକ କମେଡି କଳାକାର ମାନଂକୁ ମଧ୍ୟ ବହୁତ ପସନ୍ଦ କରନ୍ତି।ତେବେ ଏମିତି ଅନେକ କମେଡି କଳାକାର ରହିଛନ୍ତି , ଯିଏ କି ନିଜର କମେଡି ମାଧ୍ୟମ ରେ ଲୋକ ଙ୍କ ମନ କୁ ଜିତିଛନ୍ତି।ତେବେ ଆଜି ଆଣେ ଓଲିଉଡ଼ ରେ ସବୁଠୁ ଚର୍ଚ୍ଚିତ କମେଡି କଳାକାର ଙ୍କ ବିଷୟ ରେ ଜାଣିବା , ଯାହା ଆପଣ ମାନେ ଆଗରୁ ଜାଣି ନଥିବେ। ତେବେ ଆସନ୍ତୁ ଜାଣିବା ସେହି ସବୁ ତଥ୍ୟ ଗୁଡିକ ବିଷୟ ରେ।


ତେବେ ଆପଣ ସମସ୍ତେ ଓଲିଉଡ଼ ର ସୁନ୍ଦର ଓ ଲୋକ ପ୍ରିୟ କମେଡ଼ିଆନ୍ ଗୁଡ଼ୁ ଙ୍କୁ ଜାଣି ଥିବେ,ତେବେ ସେ ନିଜର କମେଡି ମାଧ୍ୟମ ରେ ଓଡିଶା ରେ ସମସ୍ତଙ୍କ ମନକୁ ଜିତି ପରି ଛନ୍ତି, ତେବେ ଆଜି ଆମେ ତାଙ୍କ ସମ୍ପର୍କ ରେ କିଛି ଜାଣିବା। ତେବେ ଏବେ କମେଡିଆନ୍ ଗୁଡୁ ଙ୍କ ବୟସ ୩୦ ବର୍ଷ । ସେ ୨୦୦୫ ରୁ ଓଲିଉଡ଼ ରେ ପାଦ ଦେଇ ଥିଲେ। ଆଉ ନିଜର କମେଡି ମାଧ୍ୟମ ସମସ୍ତ ଙ୍କୁ ଖୁସି କରାଉଛନ୍ତି। ତେବେ ତାଙ୍କ ପରିବାର କହିଲେ ତାଙ୍କ ବାପା ମା ଓ ତାଙ୍କର ଜଣେ ଭଉଣୀ।ତେବେ ଭୁବନେଶ୍ଵର ରେ ତାଙ୍କର ଗୋଟେ ସୁନ୍ଦର ଘର ରହିଛି।

ଗୁଡ଼ୁ ୨୦୦୫ ରେ ୧୬ ବର୍ଷ ରେ ସେ ନିଜର ଫିଲ୍ମ ରେ କେରିୟର୍ ଆରମ୍ଭ୍ କରିଲେ,ଆଉ ଆଜି ଯାଏ ସେ ଅନେକ ଫିଲ୍ମ ରେ କମେଡି ଅଭିନୟ କରି ବେଶ ନାମ ଅର୍ଜନ କରିଛନ୍ତି ଆଉ ଲୋକ ଙ୍କ ଭଲ ପାଇବା ମଧ୍ୟ। ତେବେ ଗୁଡ଼ୁ ଗୋଟେ ଫିଲ୍ମ ପାଇଁ ୨ ଲକ୍ଷ ଟଙ୍କା ନେଉ ଥିବା ବେଳେ ଅନେକ ଯାତ୍ରା ରେ ମଧ୍ୟ ତାଙ୍କୁ ଦେଖିବା କୁ ମିଳେ। ତେବେ ସେ ଯାତ୍ରା ରେ ମଧ୍ୟ ପାଖ ପାଖି ୫୦,୦୦୦ ଟଙ୍କା ନେଇ ଥାନ୍ତି। ତେବେ ସେ ଅନେକ ସିରିଏଲ କରନ୍ତି ଆଉ ସେ ସିରିଏଲ ରୁ ୫ ରୁ ୧୦ ହଜାର ଟଙ୍କା ନିଅନ୍ତି।ତେବେ ସେ ତାଙ୍କ ମୁଟାପଣ ଯୋଗୁ ଲୋକ ଙ୍କୁ ହସାଇ ପାରିଛନ୍ତି ବୋଲି ସେ ଗଣମାଧ୍ୟମ କୁ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।