ଶୀଘ୍ର ବାଛନ୍ତୁ ନିଜର ଜନ୍ମ ତାରିଖ – ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ

0

ଆମ ଜୀବନରେ ଅନେକ କିଛି ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର କହିଥାଏ। କାରଣ ଏଥିପାଇଁ ଅନେକ ସମସ୍ୟା ଏବଂ ସୁଖ ମଣିଷ ଚାହିଁଲେ ମଧ୍ୟ ପାଇପରେ ନାହିଁ। ତେବେ ଆମ ମାନଙ୍କର ଜନ୍ମ ତାରିଖ ମଧ୍ୟ ଏଥିପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଆମେ ଯେଉଁ ଜନ୍ମ ତାରିଖରେ ଜନ୍ମ ନେଉ ତାହା ଆମ ଭବିଷ୍ୟତ ଉପରେ ମଧ୍ୟ ଏକ ପ୍ରକାର ପ୍ରଭାବ ସୃଷ୍ଟି କରେ। ଜ୍ୟୋତିଷ ଶାସ୍ତ୍ର ରେ ଜନ୍ମ ତାରିଖ ରୁ ବ୍ୟକ୍ତି ମାନଙ୍କର ଆଗାମୀ ଜୀବନରେ କଣ ଘଟିବ ତାହା ଜାଣି ହେବ ତେବେ ଆସନ୍ତୁ ଜାଣିବା।


ମୂଲ୍ୟାଙ୍କ ୧ ;-ଏହି ମୂଲ୍ୟାଙ୍କ ରେ ଜନ୍ମ ତାରିଖ ଗୁଡିକ ହେଲା ୧,୧୦, ୧୯, ୨୮। ଏହି ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରନ୍ତି। ଏହା ସହିତ ଏମାନେ ନିଜ ର କଠିନ ପ୍ରରିଶ୍ରମ କରି ସଫଳତା ପାଇଥାନ୍ତି। ଏହା ସହିତ ଏମାନଙ୍କ ପାଇଁ ନିଜ ଲକ୍ଷ୍ୟ ଆଗରେ ସର୍ବଦା ଦୃଷ୍ଟି ରହିଥାଏ।

ମୂଲ୍ୟାଙ୍କ ୨;– ଏହି ମୂଲ୍ୟାଙ୍କ ରେ ଜନ୍ମ ତାରିଖ ଗୁଡିକ ହେଲା ୨,୧୧,୨୦,୨୯।ମୂଲ୍ୟାଙ୍କ ୨ ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ରୁଚି ଯୁକ୍ତ ହୋଇଥାନ୍ତି। ଏମାନେ ସାଧାରଣତ କଳା ପ୍ରତି ଆକୃଷ୍ଟ ଥାନ୍ତି। ଯେପରି ଗୀତ ଗାଇବା, ଚିତ୍ର ଆଙ୍କିବା, ନୃତ୍ୟ ପରି ଇତ୍ୟାଦି ଅନେକ କାର୍ଯ୍ୟ କରିଥାନ୍ତି। ଏମାନେ ମଧ୍ୟ ବିଜିନେସ ରେ ସଫଳ ହୋଇଥାନ୍ତି। ଚାକିରୀ କ୍ଷେତ୍ରରେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି।


ମୂଲ୍ୟାଙ୍କ ୩;-ଏହି ମୂଲ୍ୟାଙ୍କ ରେ ଜନ୍ମ ତାରିଖ ଗୁଡିକ ହେଲା ୩,୧୨,୨୧,୩୦ ।ଏହି ମୂଲ୍ୟାଙ୍କ ଥିବା ବ୍ୟକ୍ତି ମାନେ ଏହି ତାରିଖ ମାନଙ୍କରେ ଜନ୍ମ ନେଇଥାନ୍ତି। ଏହି ବ୍ୟକ୍ତି ମାନେ ଆର୍ଥିକ କାରବାର ରେ ଅଧିକ ସଫଳ ହୋଇଥାନ୍ତି। ଏମାନେ ବ୍ୟାଙ୍କିଙ୍କ କ୍ଷେତ୍ରରେ ନିଜର କ୍ୟାରିଅର ବନାଇବା ଦରକାର।

ମୂଲ୍ୟାଙ୍କ ୪;-ଏହି ମୂଲ୍ୟାଙ୍କ ରେ ଜନ୍ମ ତାରିଖ ଗୁଡିକ ହେଲା ୪,୧୩, ୨୨,୩୧।ଏହି ତାରିଖ ରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ଟିକେ କେୟାରଲେସ ହୋଇଥାନ୍ତି। ନିଜ ଅଳସୁଆ କାରଣ ପାଇଁ ଏମାନେ ନିଜର ଭବିଷ୍ୟତ ଠିକ ରେ ବନାଇ ପାରନ୍ତି ନାହିଁ। ଏହା ସହିତ ନିଜ ରୁଚି ଅନୁସାରେ କାର୍ଯ୍ୟ ମଧ୍ୟ ସଠିକ ଭାବେ କରି ପାରନ୍ତି ନାହିଁ।


ମୂଲ୍ୟାଙ୍କ ୫;- ଏହି ମୂଲ୍ୟାଙ୍କ ରେ ଜନ୍ମ ତାରିଖ ଗୁଡିକ ହେଲା ୫,୧୪, ୨୩।ଏହି ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ସଠିକ ନିର୍ଣ୍ଣୟ ନେବାରେ ସକ୍ଷମ ହୋଇଥାନ୍ତି। ଏମାନଙ୍କ ର କଥାରେ ଅନେକ ମଧ୍ୟ ମୁଗ୍ଧ ହୋଇଥାନ୍ତି। ଏମାନଙ୍କୁ ବ୍ୟବସାୟୀ ରେ ସଫଳ ମିଳିବାର ଅଧିକ ସୁଯୋଗ ଥାଏ।

ମୂଲ୍ୟାଙ୍କ ୬;- ଏହି ମୂଲ୍ୟାଙ୍କ ରେ ଜନ୍ମ ତାରିଖ ଗୁଡିକ ହେଲା ୬,୧୫,୨୪। ଏହି ତାରିଖ ରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ନିଜର ଚତୁରତା ପାଇଁ ସଫଳ ପାଇଥାନ୍ତି। ଏହା ସହିତ ଏହି ବ୍ୟକ୍ତି ମାନେ ହୋଟେଲ ଏବଂ ସିନେମା।କ୍ଷେତ୍ର ରେ କାର୍ଯ୍ୟ କଲେ ସଫଳ ହୋଇପାରିବବ।


ମୂଲ୍ୟାଙ୍କ ୬;-ଏହି ମୂଲ୍ୟାଙ୍କ ରେ ଜନ୍ମ ତାରିଖ ଗୁଡିକ ହେଲା ୭,୧୬, ୨୫। ଏହି ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ଅନେକ ମାତ୍ରା ରେ ପଢା ରେ ରୁଚି ରଖନ୍ତି ତେଣୁ ଏମାନଙ୍କୁ ଉଛ ପାଠ୍ୟକ୍ରମ ରେ ପାଠ ପଢା ରଖିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।