ବଡ଼ ଦୁଃଖ ଖବର – କୁଆଁରୀ ବୋହୂ ସୁଟିଂ ସେଟ ରେ ଭୋ ଭୋ ହୋଇ କାନ୍ଦୁଛନ୍ତି ସମସ୍ତ ଅଭିନେତ୍ରୀ କାରଣ ଜାଣିଲେ

0

ମଣିଷ ତାର ବ୍ୟସ୍ତ ବହୁଳ ଜୀବନ ରୁ ଟିକିଏ ମୁକ୍ତି ପାଇଲେ ବା କାମ ରୁ ଶାନ୍ତି ପାଇଲେ ସେ ଟିଭି ବା ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି। କାରଣ ଏହି ଅଭିନେତା ଓ ଅଭିନେତ୍ରୀ ତଥା କଳାକାର ମାନେ ତାଙ୍କର ସୁନ୍ଦର ଅଭିନୟ ଦ୍ଵାରା ଆମର ମୋନରଞ୍ଜନ କରିଥାନ୍ତି। ଆମକୁ ବ୍ୟସ୍ତ ଜୀବନ ରୁ ଟିକିଏ ଖୁସି ଦେଇଥାନ୍ତି। ଖାଲି ତାଙ୍କର ଅଭିନୟ ଦ୍ବାରା ସେ ଆମ ର ମନରଞ୍ଜନ କରିନଥାନ୍ତି ବରଂ ଅଭିନୟ ମାଧ୍ୟମରେ ଅନେକ ଶିକ୍ଷା ଦେବା ସହ ଦୁନିଆଁ ରେ ହେଉଥିବା ସବୁ ଘଟଣା ବିଷୟରେ ଜଣାଇଥାନ୍ତି।

ଖାଲି ଏତିକି ନୁହେଁ, ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ କିଛି ଅଧିକ ମାତ୍ରରେ ଭାଇରଲ ବା ଚର୍ଚ୍ଚାର ବିଷୟ ପାଲଟିଛି କହିଲେ ତାହା ହେଉଛି ବଲିଉଡ, ଓଲିଉଡ , ଟଲିଉଡ଼ ଏବଂ ଜଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ ।ଏହି ସିନେମା ଜଗତର କଳାକାର ମାନେ ସବୁବେଳେ ନିଜର ର ଫୋଟ , ଆଲବମ ,ପୋଷାକ , ନିଜର ଅଭିନୟ , ପ୍ରେମ ତଥା ନିଜର ବୈବାହିକ ଜୀବନ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣଙ୍କ ଦୁଃଖୀ କରାଇଦେବ।
ତେବେ ଘଟଣା ଟି କିଛି ଏପରି ରହିଛି କି ଆପଣ ମାନେ କୁଆଁରୀ ବୋହୂ ସିରିଏଲ କୁ ନିଶ୍ଚିତ ଦେଖୁଥିବେ। ତରଙ୍ଗ ଓଡ଼ିଆ ଚେନାଲ ରେ ପ୍ରସାରିତ ହେଉଥିବା ଏହି ଧାରା ବାହିକ କୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ନିକଟ ରେ ଏହି ସିରିଏଲ ର ସମସ୍ତ ଅଭିନେତ୍ରୀ ମାନଙ୍କ ର ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯାହା ସମସ୍ତ ଦର୍ଶକ ଙ୍କର ମନରେ ଚିନ୍ତା ସୃଷ୍ଟି କରିଛି। ତେବେ ଭିଡିଓ ଟି ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଭିଡିଓ ଟି କିଛି ଏପରି ରହିଛି ଯେଉଁଠାରେ, କୁଆଁରୀ ବୋହୂ ସିରିଏଲ ର ସମସ୍ତ ଅଭିନେତ୍ରୀ ମାନେ ଏକାଠି ଭୋ ଭୋ ହୋଇ କାନ୍ଦୁଛନ୍ତି। ଏମିତି କେହି ନାହାନ୍ତି ଯାହା ଆଖିରେ ଲୁହ ନାହିଁ ସମସ୍ତ ଙ୍କର ଆଖିରେ ଧାର ଧାର ଲୁହ ଆଉ ସମସ୍ତେ ଭୋ ଭୋ ହୋଇ କାନ୍ଦୁଛନ୍ତି ତାହା ବି ସୁଟିଂ ସେଟ ରେ। ତେବେ ଏହି ଭିଡିଓ ଟି ସେହି ସିରିଏଲ ର ଅଭିନେତ୍ରୀ ନିଜେ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯାହାକି ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ତେବେ ସମସ୍ତେ ଜାଣିବାକୁ ଚଂହୁଛନ୍ତି କି ଏହା ପଛରେ କଣ କାରଣ ରହିଛି ବୋଲି। କିନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀ ଙ୍କର ଏପରି ଏକତ୍ର କାନ୍ଦିବା ପଛରେ କଣ କାରଣ ରହିଛି ତାହା ଜଣା ପଡିନାହିଁ। ମାତ୍ର ତାଙ୍କର ଏହି ଭିଡିଓ ଟି ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିବାର ଜଣାପଡିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।