ବଡ ଖବର ! 2 ରୁ 18 ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା, ଜାଣନ୍ତୁ କେବେଠୁ ଏବଂ ଏହାର ନିୟମ ବିଷୟରେ….

0

କରନା ମହାମାରୀ ର କଥା କହିଲେ ଏବେ ମଧ୍ୟ ଆମ ଆଖିରେ ଏହି ମହାମାରୀ ର କରାଳ ରୂପ ଝଲସି ଉଠେ। ୨୦୧୯ ର ଶେଷ ରେ ଆରମ୍ଭ ହୋଇଥିବା ଏହି କୋରନା ମହାମାରୀ ଆଜି ୨୦୨୧ ମସିହା ସାରିବାକୁ ଲାଗିଲାଣି ମାତ୍ର ଏହାର ପ୍ରଭାବ ସମ୍ପୂର୍ଣ୍ଣ ଯାଇ ନାହିଁ ।କିନ୍ତୁ ଡାକ୍ତର, ବୈଜ୍ଞାନିକ ଓ ବିଶେଷଜ୍ଞ ମାନଙ୍କ ର ବହୁତ ଚେଷ୍ଟା ପ୍ରଚେଷ୍ଟା ଓ ସରକାର ଙ୍କର ସହଯୋଗ ଦ୍ବାରା ଏହି ମହାମାରୀ ର ପ୍ରତିଷେଧକ ବା କରନା ଟୀକା ର ଉଦ୍ଭାବନ ହେବା ପରେ ଏହାର ପ୍ରଭାବ କୁ ଟିକିଏ ନିୟନ୍ତ୍ରଣ କରାଯାଇପାରିଛି।

ତେବେ ବର୍ତ୍ତମାନ ଏହି କୋରନା ମହାମାରୀ ଟୀକା କୁ ନେଇ ସରକାର ତଥା ଡି ସି ଜି ଆଇ ଲୋକ ମାନଙ୍କୁ ଖୁସି ଖବର ଦେଇଛନ୍ତି। ତେବେ ସୂଚନା ରହିଛି ଯେ ବହୁତ ଶୀଘ୍ର ୨ ବର୍ଷ ରୁ ୧୮ ବର୍ଷ ବୟସ ର ପିଲା ମାନଙ୍କୁ କୋଭିଡ ଭାକ୍ସିଂନ ଦିଆଯିବ ଏବଂ ଏନେଇ ଗାଇଡ଼ ଲାଇନ୍ସ ମଧ୍ୟ ଜାରି କରାଯିବ। ତେବେ ଏହି ସୂଚନା ମିଳିବା ପରେ ଲୋକମାନ ଙ୍କର ମୁଣ୍ଡ ରୁ ଏକ ବଡ଼ ଚିନ୍ତା ହାଲ୍କା ହୋଇଛି ।କାରଣ କୋରନା ର ତୃତୀୟ ଲହରୀ ବା ବର୍ତ୍ତମାନ ର ପ୍ରଭାବ ବଡ଼ ଲୋକଙ୍କ ଠାରୁ ଛୋଟ ପିଲାଙ୍କ ଉପରେ ଅଧିକ ମାତ୍ରାରେ ରହିଛି।

ତେବେ ସୂଚନାଯୋଗ୍ୟ ଯେ, ଆଜ କୁ ପ୍ରାୟ ୧ ବର୍ଷ ହେବ ସମଗ୍ର ଦେଶ ତଥା ବିଶ୍ୱ ରେ କୋଭିଡ ଭାକ୍ସିଂନ ଲୋକ ମାନ ଙ୍କୁ ଦିଆଯାଇଛି ଆଉ ଏହା ଗୋଟିଏ ଗୋଟିଏ ପର୍ଯ୍ୟାୟ ରେ ଲୋକଙ୍କୁ ଦିଆଯାଇଥିଲା। ଯେପରି କି ପ୍ରଥମେ ଏହା ୪୫ ବର୍ଷ ରୁ ୬୦ ବର୍ଷ ବୟସ୍କ ଲୋକ ଙ୍କୁ ଦିଆ ଯାଇଥିଲା ।ଆଉ ପରେ ୧୮ ରୁ ୪୪ ବର୍ଷ ବୟସ୍କ ଯୁବ ପିଢି ଙ୍କୁ। ତେବେ କୋରନା ଭାକ୍ସିଂନ ନେବା ପରେ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ କମିବା ରେ ଲାଗିଥିବା ଅନୁଧ୍ୟାନ କରାଯାଇଛି।

କିନ୍ତୁ କୋରନା ର ତୃତୀୟ ଲହର ଟି ପ୍ରାୟ ୨୦୨୧ ମସିହା ମାର୍ଚ୍ଚ ମାସରୁ ଦେଶ ରେ ବ୍ୟାପିବା ରେ ଲାଗିଥିଲା। ବିଶେଷଜ୍ଞ ଙ୍କର ମତ ଅନୁସାରେ ଏହାର ପ୍ରଭାବ ଛୋଟ ପିଲାଙ୍କ ଉପରେ ସବୁଠାରୁ ଅଧିକ ମାତ୍ରାରେ ରହିବ। ଯାହାକି ସମସ୍ତ ଲୋକଙ୍କୁ ଭୟଭୀତ କରିଥିଲା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ କୌଣସି ଟୀକା ଆସିନଥିଲା ଆଉ କୋଭିଡ ର ପରିଣାମ କଣ ତାହା ସମସ୍ତ ଙ୍କୁ ଜାଣିଥିଲେ।

କିନ୍ତୁ ବର୍ତ୍ତମାନ ସରକାର ଙ୍କର ଏହି ଘୋଷଣା ଅନୁସାରେ କି ବହୁତ ଜଲ୍ଦି ୨ ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାଙ୍କୁ କୋଭିକସିଂ ଟୀକା ଦିଆଯିବ ବୋଲି ଏବଂ ବହୁତ ଶୀଘ୍ର ଏହାର ନୂଆ ଗାଇଡ଼ ଲାଇନସ ମଧ୍ୟ ଆସିବାକୁ ଯାଉଛି। ଏହି ସୂଚନା ଆସିବା ପରେ ଲୋକଙ୍କ ମନରେ ଏକ ଭିନ୍ନ ଆନ୍ଦନ ଆଣିଦେଇଥିବା ର ଜଣାଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।