ଦେଖନ୍ତୁ ଭିଡିଓ – ବୟସ ମାତ୍ର ୩ ବର୍ଷ ରେ ରକର୍ଡ କରିଲେ ଏହି ବାଳିକା ଜଣକ ପ୍ରତିଭାର କାରଣ ଜାଣିଲେ ସେୟାର ନକରି ରହିପାରିବେନି

0

ଆମ ସମସ୍ତ ଙ୍କୁ ଭଗବାନ କିଛି ନା କିଛି ପ୍ରତିଭା ନିହାତି ଦେଇଥାନ୍ତି। ଅନେକ ଜଣ ସେହି ପ୍ରତିଭା କୁ ଲୋକ ମାନଙ୍କୁ ଦେଖେଇଥାନ୍ତି, ଆଉ କେତେଜଣ ଙ୍କ ର ପ୍ରତିଭା କେବଳ ନିଜ ମଧ୍ୟ ରେ ହିଁ ସୀମିତ ହୋଇ ରହିଯାଏ। ଆହୁରି କେତେଜଣ ଗରିବ ଲୋକ ଅଛନ୍ତି ଯେଉଁମାନେ କି ଇଚ୍ଛା କରିକି ବି ନିଜର ପ୍ରତିଭାକୁ ସେମାନେ ପ୍ରକାଶ କରିନଥାନ୍ତି।ଆଜିକାଲି ଦୁନିଆରେ ତ ଲୋକ ମାନେ ଏବଂ ଛୋଟ ଛୋଟ ପିଲା ମାନେ ଏପରି ହେଲେଣି କି ,ସେମାନଙ୍କ ହୋନର୍ ତଥା ବୁଦ୍ଧି ସମ୍ପର୍କରେ ଶୁଣିଲେ ଏବଂ ଦେଖିଲେ ଲୋକ ମାନେ ପୁରା ପୁରି ଆଶ୍ଚର୍ଯ୍ୟ ହୋଇ ରହି ଯାଉଛନ୍ତି।

ସୋସିଆଲ୍ ସାଇଟ୍ ରେ ଯୋଡିତ ହେଲେଣି। ସୋସିଆଲ ସାଇଟ୍ ରେ ପ୍ରତିଦିନ ଯେଉଁ ସବୁ ଫଟୋ, ଭିଡିଓ, ଖବର ସବୁ ପୋଷ୍ଟ ହେଉଥିବ ଆପଣ ମାନେ ବି ସେହି ସବୁ ନିହାତି ଦେଖୁଥିବେ। ତେବେ ଆମେ ଆଜି ଆପଣ ମାନଙ୍କୁ ସେହିପରି ଏକ କୁନି ପିଲା ର ଟେଲେଣ୍ଟ ର ଭିଡିଓ ସମ୍ପର୍କରେ କହିବୁ ତେବେ ଆସନ୍ତୁ ଜାଣିବା।

ତେବେ ସେହି ପିଲା ଟି ର ହେଉଛି ସୋହିନି । ତେବେ ତାର ବୟସ ହେଉଛି ମାତ୍ର ୩ ବର୍ଷ । ତେବେ ଏତେ ଛୋଟ ପିଲା କଥା ମଧ୍ୟ ଭଲ ସେ କହି ପାରୁନି କିନ୍ତୁ ସେ ଅନେକ ଦେଶ ର ଫ୍ଲାଗ୍ , ରାଷ୍ଟ୍ରପତି ଙ୍କ ନାମ କହି ପାରୁଛି ଆଉ ତା ସହ ଅନେକ ମନ୍ତ୍ର ମଧ୍ୟ ଉଚ୍ଚାରଣ କରି ପାରୁଛି। ତେବେ ଆଶ୍ଚର୍ଯ୍ୟ ର କଥା ଏହା କୁ ସେ ଏତିକି ସବୁ କେମିତି ଭାବରେ ମନେ ରଖି ପାରୁଛି।

ତେବେ ତାଙ୍କ ବାପା ମାଆ ଙ୍କ କହିବ ଅନୁସାରେ ସେମାନେ ଏହି କୋରୋନା ସମୟରେ ତାକୁ କିଛି ସିଖଉ ଥିଲେ । ଅନେକ କିଛି ଫୋଟ ଦେଖାଉ ଥିଲେ। ତେବେ ସେ ଏହା ମାଧ୍ୟମ ରେ ଅନେକ କିଛି ଶିଖି ଯାଇଛି, ଆଉ ପୁରା ସ୍ପଷ୍ଟ ଭାବରେ ସବୁ ର ଉତ୍ତର ସେ ଦେଇ ପାରୁଛି। ତେବେ ଏହି ସବୁ ଦେଖି ତାଙ୍କ ବାପା ମା ଏହାକୁ ଭିଡିଓ କରି ବିଶ୍ୱ ରେକୋର୍ଦ୍ କୁ ପଠାଇ ଲେ ଆଉ ସେଠାରେ ସେମାନେ ଏହାକୁ ପସନ୍ଦ କରିଲେ ,

ଆଉ ସୋହିନି କୁ ସମ୍ମାନିତ କରିଲେ।ତେବେ ସୋହିନି ଏବେ ବିଶ୍ୱ ଗିନିସ୍ ବୁକ ରେ ନାମ ଲେଖାଇ ବାକୁ ଚେଷ୍ଟା କରୁଛି। ତେବେ ସୋହିନି ଆମ ଓଡିଶା ପାଇଁ ଗୋଟେ ଉଦାହରଣ ହୋଇ ଯାଇଛି ଆଉ ତା ସହ ଗୌରବ ଆଣି ଦେଇଛି। ତେବେ ସୋହିନି ପାଇଁ ତା ଘର ଲୋକ ବି ବହୁତ ଖୁସି ଅଛନ୍ତି ଆଉ ତାକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛନ୍ତି। ତେବେ ସମସ୍ତେ ସୋହିନି ପାଇଁ ପ୍ରଥର୍ନା କରିବା ନିହାତି ଆବଶ୍ୟକ ରହିଛି। ତେବେ ସୋହିନି ର ଅନେକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରଲ ହେବାରେ ଲଗିଛି,ଆଉ ଚାରି ଆଡୁ ଲୋକ ମାନେ ତନୁ ପ୍ରଶଂସା କରୁଛନ୍ତି ଓ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।