ଦୀର୍ଘ 5 ବର୍ଷ ପରେ ଘଟୁଛି ଏପରି ମହାଯଂଯୋଗ, ହେଲା ବୃହସ୍ପତି ଚଳନ । ସିଂହ , କନ୍ୟା , ତୁଳା ଓ ବିଛା ରାଶିର ଲୋକ ସାବଧାନ

0

ଆଜି ହେଉଛି କାର୍ତ୍ତିକ ମାସର ଶୁଭାରମ୍ଭ ଏହି ମାସକୁ ବର୍ଷର ପୁଣ୍ୟ ମାସ ବୋଲି କୁହାଯାଏ । ଏହି ମାସରେ ମାସେ ପର୍ଯ୍ୟନ୍ତ ବ୍ୟକ୍ତି ମାନେ ନିରାମିଷ ଖାଦ୍ୟ ସେବନ କରନ୍ତି ଏବଂ ପରେ ପଞ୍ଚୁକ ନାମରେ ବ୍ରତ ପାଳନ କରନ୍ତି । ତେବେ ଆଜିର ଏହି କାର୍ତ୍ତିକ ମାସ ଆରମ୍ଭରେ କିଛି ରାଶି ମାନଙ୍କର ଗ୍ରହରେ ପରିବର୍ତ୍ତନ କାରଣରୁ ସେମାନଙ୍କୁ ଭାଗ୍ୟ ବଦଳିବାକୁ ଯାଉଛି ।

ରାଶି ଚକ୍ରରେ ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ ଫଳରେ ଏହି ରାଶି ମାନଙ୍କ ଉପରେ ତାହାର ବହୁତ ଭଲ ପ୍ରଭବା ପଡିବ ଏବଂ ଆପଣଙ୍କର ଆଗାମୀ ଦିନ ଗୁଡିକ ଶୁଭମୟ ହେବା ସହିତ ଲାଭଦାୟକ ମଧ୍ୟ ସାବ୍ୟସ୍ତ ହେବ । ତେବେ କଣ ରହିଛି ସେହି ରାଶି ଗୁଡିକ ଯାହାଙ୍କର ଭାଗ୍ୟ ଆଜି ଠାରୁ ବଦଳିବାକୁ ଯାଉଛି ଆସନ୍ତୁ ଜାଣିବା ସେ ବିଷୟରେ ।

1–ସିଂହ ରାଶି

ସିଂହ ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ବହୁତ ବଡ ପରିବର୍ତ୍ତନ ପରିଲକ୍ଷିତ ହେବେ । ଏମାନଙ୍କର ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବ ଏହା ସହିତ ରୋଜଗରର ନୂତନ ସନ୍ଧାନ ପ୍ରାପ୍ତି ହେବ । ଆପଣ ମାନେ ହଠାତ କୌଣସି ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି । ବୌବାହିକ ଜୀବନ ବହୁତ ସୁଖମୟ ରହିବ ଏବଂ ସନ୍ତାନ ସନ୍ତିନ ସୁଖ ପ୍ରାପ୍ତି ହେବ । ଆପଣ ମାନେ ଏହି ଧର୍ମ ମାସରେ କିଛି ଦାନ କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ବହୁତ ପୁଣ୍ୟ ପ୍ରାପ୍ତି ହେବ ।

2–କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଦିନଟି ବହୁତ ଶୁଭ ରହିବ । ଆପଣ ମାନେ ଆଜି ପରଠାରୁ ଶାରିରୀକ ଏବଂ ମାନସିକ କ୍ଷେତ୍ରେ ସୁସ୍ଥତା ଅନୁଭବ କରିବେ । ସମୟ କ୍ରମେ ଆପଣ ମାନେ ନିଜ ଲକଙ୍କୁ ବହୁତ ଭଲ ଭବାରେ ବୁଝିପାରିବେ । ଆସୁଥିବା ସମସ୍ୟାର ସମାଧାନ ମାର୍ଗ ମଧ୍ୟ ଖୋଜି ପାଇବେ । କୌଣସି କାର୍ଯ୍ୟ ପାଇଁ ବିଚଲିତ ହେବେ ନାହିଁ ଏହା ହିତ ପିତା ମାତାଙ୍କର ଉପଦେଶ ଗ୍ରହଣ କରିବେ ।

3–ତୁଳା ରାଶି

ତୁଳା ରାଶିର ବ୍ୟକ୍ତି ମାନଙ୍କରେ ଗ୍ରହର ଚଳନ କାରଣରୁ ଆପଣ ମାନେ ବହୁତ ଚିନ୍ତାରେ ରହିବେ । ଏହା ସହିତ ମାନସିକ ଅସୁସ୍ଥତା ଦେଖାଦେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେବ । ଆପଣ ମାନେ ବିଭିନ୍ନ ପ୍ରକାର ପ୍ରଶ୍ନ ମାନଙ୍କରେ ଛନ୍ଦି ହୋଇ ରହିବେ । ପାରିବୀରିକ ଜୀବନ ସୁଖମୟ ହେବ , ଅଧିକ ଚିନ୍ତା କରିବେ ନାହିଁ ଏହା ସହିତ କୌଣସି ପ୍ରକାର ନିଶାଦ୍ରବ୍ୟର ସେବନ ମଧ୍ୟ କରିବେ ନାହିଁ ।

4–ବିଛା ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କର ଦିନଟି ବହୁତ ଆନନ୍ଦ ମୟ ରହିବ । ନିଜର ପ୍ରେମକୁ ପ୍ରକାଶ କରିବା ପାଇଁ ଏହି ଦିନଟି ବହୁତ ଭଲ ରହିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସୁକ୍ଷୋଗ ରହିଛି । ଆପଣଙ୍କର ଜୀବନରେ ଯାହା ସମସ୍ୟା ରହିଛି ତାହାର ସମାଧାନର ମାର୍ଗ ମଧ୍ୟ ପ୍ରାପ୍ତି ହେବ । ନିଜର ବନ୍ଧୁ ମାନଙ୍କ ସହିତ ଭୟ ସମୟ କଟାଇବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।