ଦେଖନ୍ତୁ cctv ଭିଡ଼ିଓ : ଜୀବନକୁ ବାଜି ଲଗାଇ ଟ୍ରେନ ତଳୁ ଯୁବକଙ୍କୁ ଉଦ୍ଧାର କଲେ TTI ! ପୂରା ଦୃଶ୍ୟଟି ଦେଖିଲେ ଲୋମ ଟାଙ୍କୁରି ଉଠିବ…

0

ଆପଣ ମାନେ ଦେଖୁଥିବେ ପ୍ରତି ଦିନ ଦୁର୍ଘଟଣା ରେ ପ୍ରାୟ ବହୁତ ଲୋକ ମୃତ୍ୟୁ ବରଣ କରୁଛନ୍ତି।ତେବେ ଲୋକମାନଙ୍କର ଅବହେଳା ତଥା ସାମାନ୍ୟ ଅସାବଧାନତା ପାଇଁ ମୃତ୍ୟୁ ପରି ଏକ ଭୟାନକ ଦଣ୍ଡ ତାଙ୍କୁ ମିଳୁଛି।କିନ୍ତୁ କିଛି କ୍ଷେତ୍ରରେ ଅନ୍ୟର ସାହାଯ୍ୟ ପାଇଁ ମଣିଷ ଟିକିଏ କୁ ଟିକିଏ ରେ ମୃତ୍ୟୁ ମୁଖରୁ ବଞ୍ଚି ଯାଇ ଥାନ୍ତି।ତେବେ ଏହି ପରି ଏକ ଭୟାନକ ଦୃଶ୍ୟ ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାର କି କରି ପାରେ ବଳବନ୍ତ।ତେବେ ଏହାର ଅର୍ଥ ଭଗବାନ ଅନନ୍ତ ଯାହାକୁ ମୃତ୍ୟୁ ମୁଖରୁ ରକ୍ଷା କରିବେ ତାକୁ ସ୍ବୟଂ ଯମ ମଧ୍ୟ ମୃତ୍ୟୁ ପ୍ରଦାନ କରିପାରିବେ ନାହିଁ।ତେବେ ଆଜି ଏକ ଘଟଣା ଏହି ଉକ୍ତି ଟି ପ୍ରମାଣିତ ହୋଇଛି।ତେବେ ଆପଣ ଏହି ଘଟଣା ସମ୍ପର୍କରେ ସମ୍ପୁର୍ଣ୍ଣ ସୁଚନା ପାଇଲେ ଆଶ୍ଚର୍ଯ୍ୟ ହେବା ସହିତ ସେହି ଲୋକ ଙ୍କୁ ପ୍ରଶଂସା କରିବା ରୁ ନିଜକୁ ଅଟକାଇ ପାରିବେ ନାହିଁ,ଯାହାଙ୍କ ପାଇଁ ଲୋକ ଟିଏ ମୃତ୍ୟୁ ମୁଖରୁ ବଞ୍ଚି ପାରିଲା।

ତେବେ ଘଟଣା ଟି ମୁମ୍ବାଇ ରେଳ ଷ୍ଟେସନ ର।ତେବେ ସେହି ଷ୍ଟେସନ ରେ ଦୁଇ ଜଣ ଟିଟି ଆଇ ଛିଡା ହୋଇ ବାର୍ତ୍ତାଳାପ କରୁଥିଲେ।ତେବେ ଜଣେ ପାସେଞ୍ଜର ଟ୍ରେନ ରେ ଚଢିବା ସମୟରେ ସାମାନ୍ୟ ଅସାବଧାନତା ପାଇଁ ଟ୍ରେନ ରୁ ଗୋଡ ଖସି ଯାଇ ଥିବାରୁ ଟ୍ରେନ ତଳକୁ ଖସି ପଡ଼ିଥିଲେ।ତେବେ ସେତେବେଳକୁ ଟ୍ରେନ ଛାଡ଼ି ଦେଇଥାଏ ହଠାତ ଜଣେ ଟିଟି ଆଇ ଏହାକୁ ଦେଖିପାରି ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଜ ଜୀବନ କୁ ମରଣ ମୁହଁକୁ ପେଲି ସେହି ଲୋକକୁ ବଞ୍ଚାଇବା ପାଇଁ ଦୌଡ଼ି ଯାଇଥିଲେ।

ପରେ ଲୋକ ଟି କୁ ସେହି ରେଳ ତଳୁ ଉଦ୍ଧାର କରିଥିଲେ।ତେବେ ଲୋକଟିର ବିଶେଷ ସେମିତି କିଛି ହୋଇନଥିଲା।ତେବେ ପରେ ସେଠାରେ ବହୁତ ଲୋକ ରୁଣ୍ଡ ହୋଇଯାଇ ଥିଲେ।ତେବେ ଲୋକଟି କହିଥିଲେ କି ମୋ ଗୋଡ ଟ୍ରେନ ରୁ ଖସିଗଲା ଓ ମୁ ଟ୍ରେନ କୁ ଧରି ଓଳେଇ ପଡ଼ିଥିଲି।ଯଦି ଟିଟି ଆଇ ସାର ମୋତେ ବଞ୍ଚାଇ ନ ଥାନ୍ତେ ତେବେ ମୁଁ ଏତେ ବେଳକୁ ମରି ସାରନ୍ତିଣି।ତେବେ ସେ ଟିଟି ଆଇ ଙ୍କୁ ବହୁ ପ୍ରଶଂସା କରିଥିଲେ।

 ଖାଲି ସେ ନୁହନ୍ତି ସେଠାରେ ଉପସ୍ଥିତ ସମସ୍ତ ଲୋକ ତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ।ତେବେ ଏହି ଘଟଣା ଟି ସି ସି ଟିଭିରେ ରେକର୍ଡ ହୋଇଥିଲା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

ଶେଷରେ ବନ୍ଧୁଗଣ ଆମେ ଆପଣଙ୍କୁ ଏତିକି କହିବୁ କି ଆପଣ ସମସ୍ତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ସହିତ ସୁରକ୍ଷିତ ରୁହନ୍ତୁ।ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯଦ୍ୱାରା ଆପଣ ଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇ ଯିବ।ସାବଧାନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।