ହେ ଭଗବାନ ! ବିନା ଶବରେ ମଶାଣି ଗଲା କୋକେଇ, ପୂରା ଘଟଣା ଜାଣିଲେ ଆଖିରୁ ଲୁହ ଆସିଯିବ…

0

ଭାଗ୍ୟ ବିଧାତା ର ଖେଳ କେହି ବି ବୁଝିପାରନ୍ତି ନାହିଁ, କିନ୍ତୁ ଏମିତି ଦୁଃଖ ଏବଂ ହୃଦୟ ବିଦାରକ ଖେଳ ଭଗବାନ କାହା ସହ ନ ଖେଲନ୍ତୁ ବୋଲି ଆମେ ଆଶା କରିବୁ ।କାରଣ ଜଣେ ବ୍ୟକ୍ତି ଜୀବିତ ଥିବା ସମୟରେ ପରିବାର ସହ ରହିଥାଏ ଆଉ ମୃତ୍ୟୁ ପରେ ସେ ସମସ୍ତ ଙ୍କୁ ଅଲଗା କରି ସବୁଦିନ ଚାଲିଯାଏ ତେଣୁ ପରିବାର ଲୋକେ ତାକୁ ଶେଷ ଦର୍ଶନ କରି କୋକେଇ ରେ ସଜାଇ ମଶାଣି କୁ ନେଇଥାନ୍ତି। ତେବେ ଭାବନ୍ତୁ ଯଦି ଗୋଟିଏ ପରିବାର କୁ ନିଜ ଘରର ପୁଅ , ସ୍ତ୍ରୀ ଓ ସ୍ୱାମୀ କିମ୍ବା ଝିଅ ତାର ବାପା ର ଶେଷ ମୁହଁକୁ ନଦେଖି ପାରେ ତେବେ ତାହା ତାଙ୍କୁ କେତେ ଯନ୍ତ୍ରଣା ଦେଇଥାଏ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନ ଙ୍କୁ ଏହିଭଳି ଏକ ଅତ୍ୟନ୍ତ ଦୁଃଖଦ ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ର ଲୋମ ଟାଙ୍କୁରି ଉଠିବ ଆଉ ଦୁଃଖ ରେ ଛାତି ଫାଟି ଯିବ। ତେବେ ଘଟଣା ଟି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଅଟେ। ଯେଉଁ ଠାରେ ଗୋଟିଏ ପରିବାର ର ଲୋକମାନେ ବିନା ଶବ ରେ କୋକେଇ ସଜେଇଛନ୍ତି ଏବଂ ତାକୁ ମଶାଣି କୁ ନେବାର ବ୍ୟବସ୍ଥା କରାଯାଇଛି। ସ୍ତ୍ରୀ ସ୍ୱାମୀ ଙ୍କର ମୁହଁ ଦେଖିପାରିଲାଣି କି ଝିଅ ବାପା ବୋଲି କହି ଟିକେ କାନ୍ଦିପରିଲାଣି। ଏମିତି ଭାଗ୍ୟ କୁ କଣ କହିବେ ଆପଣ।

ତେବେ ଘଟଣା ଟି କିଛି ଏହିପରି ରହିଛି କି, ଗଞ୍ଜାମ ଜିଲ୍ଲାର ସୁବାଷ ନାମକ ଜଣେ ୩୯ ବୟସ୍କ ବ୍ୟକ୍ତି ଗତ ରବିବାର ଦିନ ଟ୍ରେନ ଯୋଗେ ଅହମନ୍ଦାବାଦ ରୁ ଘରକୁ ଫେରିଥିଲେ। କିନ୍ତୁ ଟ୍ରେନ ରେ ଥିବା ସମୟରେ କୌଣସି ଅସାବଧାନତା କାରଣ ରୁ ସେ ଚଳନ୍ତା ଟ୍ରେନ ରୁ ତଳକୁ ଖସି ପିଡ଼ିଥିଲେ ଆଉ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ତାଙ୍କୁ ସେହି ସ୍ଥାନରେ ବହୁତ ଖୋଜା ଖୋଜି କଲେ କିନ୍ତୁ ତାଙ୍କ ର ମୃତ ଦେହ କୁ ପାଇଲେ ନାହିଁ।

 ଆଉ ସେମିତି ଖୋଜା ଖୋଜି ହେଉଥିବା ମଧ୍ୟରେ ଗତ ୬ ଦିନ ବିତି ଯିବା ପରେ ତାଙ୍କ ଘରକୁ ସୁବାଷ ଙ୍କର ମୃତ୍ୟୁ ର ଖବର ଆସିଥିଲା, କିନ୍ତୁ ସେତେବେଳେ କୁ ହସ୍ପିଟାଲରେ ସୁବାସ ଙ୍କର ମୃତ୍ୟୁ ଦେହ କୁ ଜଳେଇ ଦିଆଯାଇ ଥିଲା। ତେଣୁ ପରିବାର ଲୋକଙ୍କୁ ତାଙ୍କର ମୃତ୍ୟୁ ଦେହ ହସ୍ତାନ୍ତର କରାଯାଇ ପାରିଲା ନାହିଁ। ପରେ ଗ୍ରାମ ର ବ୍ରହ୍ମଣ ତଥା ଜ୍ଞାନୀ ବ୍ୟକ୍ତି ମାନେ ତାଙ୍କର ଏକ ଖାଲି କୁଶ ପୁତୁଳା ବନାଇ ଶବ ସତ୍କାର କରିବାକୁ ।ତେଣୁ ପରିବାର ଲୋକେ କଛଡ଼ା ରେ ଏକ ମଣିଷ ସଦୃଶ କୁଶ ପୁତୁଳା ବନାଇ ତାହାକୁ କୋକେଇ ରେ ସଜେଇଛନ୍ତି।

ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ନିଆଁ ପରି ଭାଇରଲ ହେବାରେ ଲାଗିଛି ।ଯାହାକୁ ଦେଖିଲେ ଆପଣ ନିଜ ଆଖିର ଲୁହ କୁ ନିୟନ୍ତ୍ରଣ କରିପାରିବେ ନାହିଁ। ଭଗବାନ କରନ୍ତୁ ଏହିପରି ଦୁଃଖ କାହାକୁ ନଦିଅନ୍ତୁ ବୋଲି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।