Viral video – ସବୁଆଡେ ମହିଳାଙ୍କ ଚର୍ଚ୍ଚା ହେବାରେ ଲାଗିଛି ଏହି ମହିଳା ଜଣକ ନିଜର ପାଟି ମାଧ୍ୟମରେ ବାହାର କରୁଛନ୍ତି ପେଟର ପଥର କ’ଣ ସତରେ

0

ତେବେ ଶରୀର ରହିଛି ମାନେ ଅନେକ ପ୍ରକାର ରୋଗ ଦେଖା ଦିଏ। ତେବେ ଏହି ରୋଗ ଠୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଅନେକ୍ ପ୍ରକାର ଚେଷ୍ଟା କରନ୍ତି,ତେବେ ଅନେକ ଲୋକ ଡାକ୍ତର ମାନଙ୍କ ପାଖକୁ ଯାନ୍ତି। ଅନେକ ଘୋରୋଇ ଉପଚାର କରନ୍ତି ,ଅନେକ ଅପରେସନ କରନ୍ତି। ତେବେ କିଛି ଲୋକ ଙ୍କର ଏହି ସବୁ ଦ୍ୱାରା ରୋଗ ଭଲ ହେଇ ଯାଏ,କିନ୍ତୁ ଅନେକ ଲୋକ ଏହା କରିବା ସତ୍ୱେ ମଧ୍ୟ ଭଲ ହୋଇ ନଥାଏ ଆଉ ଏହା ପାଇଁ ମାରି ଯାନ୍ତି । ତେବେ ଏମିତି ସମାଜ ରେ ଆମ ଦେଶ ରେ ଅନେକ ଲୋକ ମାରି ଯାଉଛନ୍ତି,ଆଉ ଏହାକୁ ରୋକିବାକୁ ଚେଷ୍ଟା କରିଲେ ମଧ୍ୟ ଏହା କୁ ରୋକି ପାରନ୍ତି ନାହିଁ।


ତେବେ ଆମ ସମାଜ ରେ ଏମିତି ବହୁତ ଲୋକ ଅଛନ୍ତି , ଯେଉଁ ମାନେ କି ବହୁତ ଗରିବ ଆଉ ସେମାନଙ୍କ ପାଖରେ ଚିକିତ୍ସା କରିବା ପାଇଁ , ଅପରେସନ କରିବା ପାଇଁ ପାଖରେ ପଇସା ନ୍ ଥାଏ। ତେବେ ପଇସା ର ଅସୁବିଧା ଥିବା ଯୋଗୁ ଅନେକ ଲୋକ ନିଜର ଚିକିତ୍ସା ନକରି ପରି ରୋଗ ରେ କଷ୍ଟ ପାଇ ମାରି ଯାନ୍ତି। ତେବେ ଏହାର ଉପଚାର କିଛି ଲୋକ କରି ଦିଅନ୍ତି। ବିନା କୌଣସି ଔଷଧ ଓ ଅପରେସନ ମାଧ୍ୟମ ରେ ,ସେମିତି ଏକ ମହିଳା ଙ୍କୁ ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଆପଣ ମାନେ ଜାଣି ଥିବେ ଅନେକ ଲୋକ ଙ୍କ ଦେହରେ ଷ୍ଟୋନ ହୋଇ ଥାଏ ବା ପଥର ହୋଇ ଥାଏ। ତେବେ ଅନେକ ଲୋକ ଏହାର ଚିକିତ୍ସା ଦ୍ୱାରା ଭଲ ହେଇଯାନ୍ତି କିନ୍ତୁ ଅନେକ ଲୋକ ଭଲ ନ ହୋଇ ପରି ମରି ଯାନ୍ତି। ତେବେ ଏମିତି ଜଣେ ସ୍ତ୍ରୀ ଲୋକ ଙ୍କ ଅଛନ୍ତି ,ଯିଏ କି ନିଜର ପାଟି ମାଧ୍ୟମ ରେ ଲୋକ ଙ୍କ ଦେହ ରୁ ପଥର ବାହାର କରି ଦେଉଛନ୍ତି। ତେବେ ଏହି ଘଟଣା ଟି ପୁରା ମିଛ । ତେବେ ନେପାଳ ରେ ସେହି ମହିଳା ଜଣକ ଲୋକ ଙ୍କୁ ଠକିବା ପାଇଁ ଏହି ଭଳି କରୁଛନ୍ତି। ତେବେ ସୂଚନା ଅନୁଯାୟୀ ସେହି ସ୍ତ୍ରୀ ଲୋକ ଟି ସମସ୍ତଙ୍କ ପେଟ ରୁ ପଥର ବାହାର କରି ଦେଉଛନ୍ତି।

ତେବେ ଜଣେ ପରେ ଜଣେ ଲୋକ ଆସି ସୋଇ ପଡୁଛନ୍ତି। ଆଉ ସେହି ମହିଳା ଜଣକ ପେଟ ରୁ ଗୋଟେ ପରେ ଗୋଟେ ଷ୍ଟୋନ ଏକା ଆକାର ରେ ବାହାର କରୁଛନ୍ତି। ତେବେ ଏହା କିଭଳି ସମ୍ଭବ । ଜଣେ ଯଦି ବିନା କୌଣସି କଷ୍ଟ ରେ ପେଟ ରୁ ପଥର ବଜାର କରୁଛନ୍ତି, ପୁଣି ଏହା ଆକାରରେ । ତେବେ ଏଭଳି କରି ସେ ଲୋକ ଙ୍କ ଠୁ ଠକିବା କୁ ଚେଷ୍ଟା କରୁଛନ୍ତି। ତେବେ ସେଇ ସ୍ତ୍ରୀ ଲୋକ ଜଣକ ପାଟି ରେ ପଥର ରଖିଛନ୍ତି,ଆଉ ପଥର ବାହାର କରିବାର ଅଭିନୟ କରୁଛନ୍ତି। ତେବେ ଯଦି ଏଭଳି ହୁଅନ୍ତା ତାହାଲେ ଅନେକ ଲୋକ ବଞ୍ଚି ଯିବେ,ତେବେ ଏହା ସମ୍ପୁର୍ଣ୍ଣରୂେପ ମିଛ । ତେବେ ଏମିତି ବାବା କିମ୍ବା ମାତା ଙ୍କ କଥା ରେ ପଡନ୍ତୁ ନାହିଁ। ତେବେ ଏହି ଭଳି ଘଟଣା ସମାଜ ରେ ଲୋକ ଙ୍କ ବିଶ୍ୱାସ ଉପରେ ବହୁତ ପ୍ରଭାବ ପକାଉଛି। ତେବେ ଏହି ଭଳି କାର୍ଯ୍ୟ କରିବା ଅନୁଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।