ଏକ ନୂଆ ଖବର ପତ୍ନୀଙ୍କଠାରୁ ଛାଡପତ୍ର ନେଇ ବିବାହ କରିବାକୁ ଯାଉଛନ୍ତି ନିଜ ଭାଣିଜୀ ଙ୍କୁ ସମ୍ପୂର୍ଣ୍ଣ ସତ୍ୟ ଜାଣିଲେ ହୋସ ଉଡିଯିବ

0

ବଲିଉଡ ଜଗତ ରେ ଆପଣ ମାନେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନଂକୁ ଦେଖି ଥିବେ, ଯେଉଁ ମାନେ କି ନିଜର ଲାଇଫ କୁ ବନେଇବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ତେବେ ଅନେକ ବଲିଉଡ୍ ଜଗତ ରେ ସକ୍ରିୟ ହୋଇ ପାରିଛନ୍ତି ,ତ ଆଉ କିଛି ଏଥିରେ ନିଜର କଳା ଦେଖାଇ ମଧ୍ୟ ଲୋକ ପ୍ରିୟ ହୋଇ ପାରି ନାହାନ୍ତି। ତେବେ ଆପଣ ମାନେ ବଲିଉଡ୍ ରେ ଅନେକ ବଡ଼ ବଡ଼ କଳାକାର ମାନଂକୁ ଜାଣି ଥିବେ ,ତାଙ୍କର ଅନେକ ଫିଲ୍ମ ମଧ୍ୟ ଦେଖି ଥିବେ। ଆଉ ସେହି ଫିଲ୍ମ ଗୁଡିକ ଆପଣ ଅପାଙ୍କ ଖୁସି ପାଇଁ ଦେଖନ୍ତି। ତେବେ ଚଲଚ୍ଚିତ୍ର ଜଗତ ରେ ଅଧିକ ଲୋକ ପ୍ରିୟ କଳାକାର ସବୁବେଳ ସୋସିଆଲ ମିଡିଆରେ ଭାଇରଲ ହୋଇ ଥାନ୍ତି। ତେବେ ତାଙ୍କର ପ୍ରତିଟି କାର୍ଯ୍ୟ କୁ ଅନେକ ଲୋକ ପସନ୍ଦ କରନ୍ତି , ତ ଆଉ କିଛି ଲୋକ ନିନ୍ଦା କରନ୍ତି।

ତେବେ ସେମାନେ ବେଳେ ବେଳେ ଏମିତି କାର୍ଯ୍ୟ କରନ୍ତି,ଯାହା ତାଙ୍କ ପାଇଁ ବହୁତ ଖରାପ ହୋଇ ଯାଏ। ତେବେ ସେମାନ ଙ୍କ ଲାଇଫ ରେ ଅନେକ କିଛି ଘଟଣା ଘଟି ଥାଏ,ସେମାନଙ୍କ ଲାଇଫ ରେ ଏହା ସାଧାରଣ ଘଟଣା ଭାବେ ହୋଇ ଯାଏ। ତେବେ ଏହି ସବୁ ପାଇଁ ସେମାନେ ସୋସିଆଲ ମିଡିଆରେ ଚର୍ଚ୍ଚା କୁ ଆସନ୍ତି। ତେବେ ଅନେକ କିଛି ଅଛନ୍ତି , ଯେଉଁ ମାନେ ନିଜ ଲାଇଫ ର ଘଟଣା କୁ ଲୋକ ଙ୍କ ସହ ସେୟାର କରନ୍ତି। ତେବେ ଆପଣ ତ୍ ଜାଣି ଥିବେ , ବଲିଉଡ୍ ରେ କଳାକାର ମାନେ ଦ୍ୱିତୀୟ ବିବାହ କରନ୍ତି।ତେବେ ସେମାନେ କିଛି ବର୍ଷ ସାଙ୍ଗ ରେ ରହିଲା ପରେ , କିଛି କାରଣ ପାଇଁ ସେମାନେ ଅଲଗା ହୋଇ ଯାଇ ଥାନ୍ତି। ତେବେ ସେମିତି ଜଣେ କଳାକାର ବା ସେ ଜଣେ କୋରିୟଗ୍ରାଫର୍ ପ୍ରଭୁଦେବା ।


ତେବେ ସେ ଜଣେ ବହୁତ ଭଲ କୋରିୟଗ୍ରାଫର୍ ,ତେବେ ସେ ବଲିଉଡ୍ ରେ ମଧ୍ୟ ବହୁତ ଜଣା ଶୁଣା ହୋଇଛନ୍ତି। ତେବେ ଶୁଣିବାକୁ ମିଳିଛି କି ପ୍ରଭୁଦେବ ଏବେ ତାଙ୍କ ଭାଣିଜୀ ଙ୍କୁ ବିବାହ କରିବେ। ତେବେ ସେ ତାଙ୍କ ଭାଣିଜୀ ଙ୍କ ସହ ଅନେକ ଦିନ ହେଲା ରିଲେସନ୍ ରେ ରହି ଥିଲେ,ଏବେ ସେ ତାଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି।ତେବେ ପ୍ରଭୁଦେବା ତାଙ୍କ ସ୍ତ୍ରୀ ଙ୍କୁ ୯ ବର୍ଷ ଆଗରୁ ଛାଡ଼ପତ୍ର ଦେଇ ଥିଲେ ଆଉ ତାଙ୍କ ଠୁ ଅଲଗା ରହୁ ଥିଲେ। ତେବେ ତାଙ୍କ ପତ୍ନୀ ହେମଲତା ଙ୍କ ର ତିନୋଟି ସନ୍ତାନ ରହି ଥିଲେ, ଜଣେ ପୁଅ କେନ୍ସର୍ ରେ ମରି ଯାଇ ଥିଲେ,

ଏବେ ତାଙ୍କର ଦୁଇଟି ସନ୍ତାନ ରହିଛି।୨୦୧୦ପ୍ରଭୁଙ୍କର ସାଉଥ୍‌ ଅଭିନେତ୍ରୀ ନୈନତାରାଙ୍କ ସହ ଅଫେୟାର୍ ଥିବା ଶୁଣିବାକୁ ମିଳୁଥିଲା। ୨୦୧୧ରେ ପ୍ରଭୁଙ୍କ ଛାଡପତ୍ର ପରେ ନୈନତାରା ମଧ୍ୟ ପ୍ରଭୁଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି କହିଥିଲେ। ତେବେ ଏହା ପରେ ସେ ତାଙ୍କ ଭାଣିଜୀ ଙ୍କୁ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି।ସୂଚନା ଅନୁଯାଯୀ ଆଗକୁ ସଲମାନ ଖାନ ଙ୍କ ଫିଲ୍ମ ରାଧେ ରିଲିଜ ହେବାକୁ ଯାଉଛି ,ସେଥିରେ ସେ ନିର୍ଦେସନା ଦେବାକୁ ଯାଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।