ରାତିରେ ମହୁ ସହ ଏହି ଗୋଟିଏ ଜିନିଷ ମିଶାଇ ମୁହଁ ରେ ଲଗାଇ ସକାଳୁ ଧୋଇବେ ଦେଖିବେ ମୁହଁ ଏତେ ଗୋରା ହେବ ବିଶ୍ବାସ କରିପାରିବେନି

0

ବନ୍ଧୁଗଣ ଆଜିର ଏହି ଚିନ୍ତାଗ୍ରସ୍ତ ଜୀବନ ଚର୍ଯ୍ୟା ଓ ପ୍ରଦୂଷିତ ବାୟୁ କାରଣରୁ ଆଜିର ଯୁବପିଢି ଙ୍କ ତ୍ୱଚା ମଳିନ ହେବା ସହ ପ୍ରାକୃତିକ ଚମକ କମିବା ରେ ଲାଗିଛି।ମନରେ ଚିନ୍ତା ଓ କର୍ମ ବ୍ୟସ୍ତ କାରଣରୁ ଏପରି ହେଉଥିବା ବିଭିନ୍ନ ପରୀକ୍ଷା ରୁ ଜଣା ପଡ଼ିଛି।ତେବେ ତ୍ୱଚା ର ମଳିନତା କୁ ଦୂର କରି ତାର ପ୍ରାକୃତିକ ଚମକ ଫେରାଇ ଆଣିବା ପାଇଁ ଆଜିର ଯୁବପିଢି ବହୁତ ଚିନ୍ତିତ ରହୁଛନ୍ତି।ତେବେ କିଏ କିଏ ଏଥି ପାଇଁ ଡାକ୍ତର ଙ୍କ ପରାମର୍ଶ ରେ ଔଷଧ ସେବନ କରୁଛି ତ କିଏ ଘରୋଇ ଉପଚାର ତିଆରି କରି ଚେଷ୍ଟା କରୁଛି।କିନ୍ତୁ କିଛି ଫଳ ମିଳି ନ ଥାଏ।

ମେଡିସିନ ର ପାର୍ଶ୍ୱ ପ୍ରତିକ୍ରିୟା ରହୁ ଥିବା କାରଣ ରୁ ଏହା ତ୍ୱଚା ରେ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିଥାଏ।ଏତଦ୍ବ୍ୟତୀତ ପ୍ରାକୃତିକ ଦ୍ରବ୍ୟ ର ଆମେ ସଠିକ ଉପଚାର ପ୍ରସ୍ତୁତି ପ୍ରଣାଳୀ ଜାଣି ନ ଥାଉ ଯେଉଁଥି ପାଇଁ ଆମକୁ ଏହାର କିଛି ମଧ୍ୟ ଫଳ ମିଳି ନ ଥାଏ।ପ୍ରକୃତି ଆମକୁ ଜନ୍ମ ଦେବା ସହ ଖାଦ୍ୟ,ବସ୍ତ୍ର,ବାସଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥାଏ।ତେବେ ଏହି ପ୍ରକୃତିରେ ଏମିତି କିଛି ଜିନିଷ ରହିଛି ଯେଉଁ ଥିରେ ଆମର ସମସ୍ତ ସମସ୍ୟା ର ନିରାକରଣ ହୋଇ ପାରିବ।

ତେବେ ଆମେ ଆଜି ଆପଣଙ୍କୁ ସେହି ପରି କେତୋଟି ପ୍ରାକୃତିକ ଘରୋଇ ଉପଚାର ପାଇଁ ଆବଶ୍ୟକୀୟ ଜିନିଷ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଅବଗତ କରାଇବୁ ଯାହାକୁ ମୁହଁ ରେ ଲଗାଇଲେ ଆପଣ ଙ୍କ ତ୍ୱଚା କୁ ମିଳିବ ଅବିସ୍ୱାସନୀୟ ଚମକ।ତେବେ ଆପଣଙ୍କ ତ୍ୱଚା କୁ ଯିଏ ଦେଖିବ ସେ ଦେଖିକି ହିଁ ରହି ଯିବ।ଆସନ୍ତୁ ଏ ବିଷୟରେ ଅଧିକ ଆଲୋଚନା କରିବା।

୧: ଘିଅ- ଶାସ୍ତ୍ର ରେ ଘିଅ ର ବହୁ ପବିତ୍ରତା ବିଷୟରେ ଉଲ୍ଲେଖ କରାଯାଇଛି।ତେବେ ଏହି ଘିଅ ଘରେ ଅତି ସହଜ ରେ ମିଳି ଯାଇ ଥାଏ।ଏହି ଘିଅ କୁ ରାତିରେ ଶୋଇବା ପୁର୍ବ ରୁ ପାଦରେ ଘଷିଲେ ପାଦରୁ ବିଭିନ୍ନ ପ୍ରକାର ଦାଗ ଦୂର ହୋଇ ଥାଏ।ତତ୍ସହିତ କ୍ଳାନ୍ତି ଦୂର ହେବା ସହିତ ଆରାମ ମଧ୍ୟ ଲାଗିଥାଏ।

୨: କମଳା ଚୋପା- କମଳା ଚୋପା କୁ ଶୁଖାଇ ଗୁଣ୍ଡ କରି ସେଥିରେ ହଳଦୀ ଓ ମହୁ କୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।ଏହି ମିଶ୍ରଣ କୁ ରାତିରେ ଶୋଇବା ପୂର୍ବରୁ ଲଗାଇ ସକାଳେ ଧୋଇ ଦେବେ।ଦେଲେ ଆପଣଙ୍କ ତ୍ୱଚା ଚମକିବାରେ ଲାଗିବ।

୩: ଲେମ୍ବୁ- ଏହା ରୋଷେଇ ଘରୁ ଅତି ସହଜରେ ମିଳି ଯାଇଥାଏ।ରାତିରେ ଶୋଇବା ପୂର୍ବରୁ ମୁହଁ ରେ ଲେମ୍ବୁ ଘଷି ଉଷୁମ ଗରମ ପାଣିରେ କୂଳ କଚା କରି ମୁହଁରେ ଛାଟିଲେ ମୁଖ ନିଦ୍ରା ସୁଖ ନିଦ୍ରା ହୋଇଥାଏ ତତ୍ସହିତ ସକାଳେ ମୁଖ ଉଜ୍ଜ୍ୱଳ ଦେଖା ଯାଇ ଥାଏ।ବନ୍ଧୁଗଣ ଆପଣ ଏହି ପରି ପ୍ରତିଦିନ କରିଲେ ଆପଣଙ୍କ ତ୍ୱଚା ରେ ପ୍ରାକୃତିକ ଚମକ ବଜାୟ ରହିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।