OMG ! ନା ଝଡ଼ିବ ନା ଛିଡିବ ୨ ସପ୍ତାହରେ କେଶ ହେବ ଏତେ ଲାମ୍ବା କି ବିଶ୍ବାସ ହେବନି – Dr. Seema Garg

0

ମହିଳା ମାନଙ୍କର ଏକ ବହୁତ ବଡ ସମସ୍ୟାର ସମାଧାନର ଏକ ସରଳ ଘରୋଇ ଉପାୟ ସଂପର୍କରେ କହିବୁ । ଆପଣ ମାନେ ତ ଜାଣିଥିବେ ଅନେକ ସମୟରେ ମହିଳା ମାନେ ନିଜର କେଶ ଝଡିବା ସମସ୍ୟାକୁ ନେଇ କରି ଚିନ୍ତିତ ରହିଥାନ୍ତି । କାରଣ କେଶ ଢଡିବା ଏବଂ ଲମ୍ବା ହେବା ସମସ୍ତ ମହିଲା ମାନଙ୍କର ଏକ ବହୁତ ବଡ ସମସ୍ୟା ହୋଇଥାଏ । ଏହାକୁ କମ କରବା ପାଇଁ ସେମାନେ ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରିଥାନ୍ତି ମାତ୍ର ସେଥିରୁ କାହାକୁ ଲାଭ ମିଳିଥାଏ ତ ପୁଣି କାହାର ଅଧିକ କ୍ଷତି ହୋଇଥାଏ।

ମାତ୍ର ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ସଂପର୍କରେ କହିବୁ ତାହାକୁ ଆପଣ ମାନେ ଘର ରହିକରି ଏତି ସହଜରେ ତିଆରି କରି କେଶରେ ବ୍ୟବହାର କରିପାରିବ ଏବଂ ଏଥିରୁ ଆପଣଙ୍କୁ ବହୁତ ଭଲ ଫଳ ମଧ୍ୟ ମିଳିବ । କେଶ ଝଡିବା ବନ୍ଦ ହେବା ସହିତ କେଶ ଲମ୍ବା ମଧ୍ୟ ହବେ ।

ପ୍ରସ୍ତୁତି ପ୍ରଣୀଳୀ

ପ୍ରଥମ ସେପାନ

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ କିଛି ମାତ୍ରରେ ଲବଙ୍ଗ ନେବାକୁ ହେବ କାରଣ ଲବଙ୍ଗ ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ଏବଂ ଏହା ଦ୍ୱାରା କେଶ ମଧ୍ୟ ଲମ୍ବା ହୋଇଥାଏ। ତେଣୁ ଆପଣ ମାନେ ଏକ ରୁ ଦୁଇ ଚାମୁଚ ଲବଙ୍ଗ ନେବେ । ଏହା ପରେ ତାହାକୁ ଏକ ପାତ୍ରେ ରଖି ଏକ ଗ୍ଲାସ ଗରମ ପାଣି ସେହି ଲବଙ୍ଗରେ ଢାଲିବେ । ଏହା ପରେ ତାହାକୁ ପାଞ୍ଚ ମିନିଟ ପାଇଁ ଗ୍ୟାସରେ ବସାଇ ଫୁଟେଇବେ ।ଏହା ପରେ ଯେତେବେଳେ ଦେଖିବେ ତାହାର ରଙ୍ଗରେ ପରିବର୍ତ୍ତନ ଆସିବ ସେହି ସମୟରେ ଗ୍ୟାସକୁ ବନ୍ଦ କରିଦେଇ ତାହାକୁ ତଳକୁ ୱହ୍ଲାଇଦେବେ।

ଦ୍ୱିତୀୟ ପ୍ରାଣାଳୀ –

ଗ୍ୟାସରୁ ବାହାର କରିବା ପରେ ସେହି ଲବଙ୍ଗର ପାଣିକୁ ଟିକେ ଥଣ୍ଡା କରି ତାହାକୁ ଏକ ବୋତଲରେ ଭଲ କରି ଛାଙ୍କି ଡାଳିଦେବେ । ଏହା ପରେ ଏକ ଛୋଟ ସ୍ପେ ବୋତଲରେ ଆପଣ ମାନେ ସେହି ପାଣିକୁ ଢାଲିବେ ଯେପରି ତାହାକୁ ଗୋଟିଏ ଥର ନିଜ କେଶରେ ବ୍ୟବହାର କରିପାରିବେ । ଏହା ପରେ ପ୍ରସ୍ତୁତ ହୋଇଥିବା ଆପଣଙ୍କର ସେହି ଓ,ଧ ଯାହା ଆପଣଙ୍କ କେଶକୁ ଲମ୍ବା କରିବା ସହିତ ଗହଳିଆ ମଧ୍ୟ କରିବ

ବ୍ୟବହାର କିପରି କରିବେ –

ଏହ ପାଣିକୁ ଆପଣ ମାନେ ନିଜ କେଶର ମବଳରେ ଭଲ ବାବଗେ ସ୍ପେର କରି ଲଗାଇବେ । କାରଣ ଏହା କେଶର ମୂଳକୁ ସଟିକ ବବାରେ ଯାଇପାରିଲେ ତାହାର କାମ କରିବାରେ ସୁବିଧା ହବେ ଏବଂ ଗୋଟିଏ ମାସ ମଧ୍ୟରେ ଆପଣଙ୍କର କେଶ ଲମ୍ବା ହେବା ସହିତ କେଶ ଝଡିବା ମଧ୍ୟ ବନ୍ଦ ହେବ । ଆପଣ ମାନେ ଏହି ଉପାୟକୁ ସପ୍ତାହକୁ ଦୁଇ ଥର କରନ୍ତୁ ଦେଖିବେ ମାସକ ମଧ୍ୟରେ ଆପଣଙ୍କୁ ଏହାର ଫଳ ନିଶ୍ଚିତ ପ୍ରାପ୍ତ ହେବ । ଏହା ସହତ ଲବଙ୍ଗ ମଧ୍ୟ ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ଏଥିରେ କୌଣସି ପ୍ରକାର ସାଇଡ ଇଫେକ୍ଟ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।