Astro Predict – ପୁଅ ହେବାର ଅତି ସହଜ ଓ ସାତ୍ତ୍ୱିକ ଉପାୟ ଶାସ୍ତ୍ର ପ୍ରମାଣ ସହିତ,

0

ଆଜିର ଆଧୁନିକ ମନୁଷ୍ୟ ବିକାଶ ପଥରେ ଯେତେ ଅଗ୍ରସର ହେଲେ ମଧ୍ୟ ଯେତେ ଆଧୁନିକତା କୁ ନିଜର କଲେ ମଧ୍ୟ ନିଜର ଜନ୍ମ ତିଥି,ଜନ୍ମ ସମୟରେ ଗ୍ରହ,ଉପଗ୍ରହ,ନକ୍ଷତ୍ର ର ଉପସ୍ଥିତି କୁ ଏଡାଇ ଦେଇ ପାରିବେ ନାହିଁ କି ନିଜ ଜନ୍ମ ଜାତକ କୁ ଅପସରି ଦେଇ ପାରିବେ ନାହିଁ।ତେବେ ଜ୍ୟୋତିଷ ଶାସ୍ତ୍ର କୁ ଅନେକାଂଶରେ ବିଶ୍ୱାସ ମଧ୍ୟ କରିଥାନ୍ତି।ତେଣୁ ଏହି ଜ୍ୟୋତିଷ ଶାସ୍ତ୍ର ର ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଛି।

ଆପଣ ଜାଣନ୍ତି ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଗ୍ରହ ନକ୍ଷତ୍ର ଜଶା ମହାଜଶା ଆଦି କୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରା ଯାଇଛି।ତେବେ ଏହି ଶାସ୍ତ୍ର ରେ ସବୁ କାର୍ଯ୍ୟ ପାଇଁ ଏକ ଉଚିତ୍ ସମୟ ରହିଥାଏ ଯଦ୍ୱାରା ଏହି କାର୍ଯ୍ୟ ର ଏକ ଶୁଭ ଫଳ ମିଳିଥାଏ।ତେବେ ଶାସ୍ତ୍ର ଅନୁସାରେ ନାରୀ ଟିଏ କେଉଁ ସମୟ ରେ ସହବାସ କଲେ ତାଙ୍କ ଗର୍ଭସ୍ଥ ଶିଶୁ ଏକ ପୁତ୍ର ସନ୍ତାନ ଭାବେ ଜନ୍ମ ଗ୍ରହଣ କରିବ ତାର ଅତି ସହଜ ଓ ସରଳ ଉପାୟ ମାନ ପ୍ରମାଣ ସହ ଉଲ୍ଲେଖ ରହିଛି।
ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ୠତୁ ସ୍ରାବ ବା ପିରିୟଡ୍ସ ର ଉପରେ ମାତୃତ୍ୱ ଲାଭ କରିବା ନିର୍ଭର କରିଥାଏ।ଅର୍ଥାତ ୠତୁ ସ୍ରାବ ର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପତି ପତ୍ନୀ ସହବାସ କଲେ ବା ଶାରୀରିକ ସମ୍ପର୍କ ସ୍ଥାପନ କଲେ ନାରୀ ଟି ଗର୍ଭବତୀ ହୋଇଥାଏ।

ଏହାକୁ ଅତି ସରଳ ଭାଷାରେ କହିଲେ ୠତୁ ସ୍ରାବ ର ୪-୧୬ ଦିନ ମଧ୍ୟରେ ବା ୭-୧୬ ଦିନ ମଧ୍ୟରେ ସହବାସ କଲେ ନାରୀ ର ଗର୍ଭ ରେ ସନ୍ତାନ ରହିବା ସମ୍ଭବ ହୋଇଥାଏ।ଆପଣ ମାନେ ତ ଜାଣିଥିବେ କି ୠତୁ ସ୍ରାବ ପ୍ରତି ୨୮ ଦିନ ରେ ଥରେ ହୁଏ।ତେବେ କେଉଁ ଦିନ ରେ ସହବାସ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ଆସନ୍ତୁ ଜାଣିବା।

ପୁତ୍ର ପ୍ରାପ୍ତି ର କିଛି ସରଳ ଓ ଗୁରୁତ୍ବପୂର୍ଣ୍ଣ ଉପାୟ:-

୧-ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ବ ମାସର ୠତୁ ସ୍ରାବ ର ପକ୍ଷ ଯଦି ଏହି ମାସର ୠତୁ ସ୍ରାବ ର ପକ୍ଷ ଠାରୁ ଭିନ୍ନ ହୋଇଥାଏ ତେବେ ଦମ୍ପତି ସହବାସ କଲେ ପୁତ୍ର ସନ୍ତାନ ଲାଭ ହୋଇଥାଏ।ଅର୍ଥାତ ପୂର୍ବ ମାସରେ ଯଦି ୠତୁ ସ୍ରାବ ଶୁକ୍ଳ ପକ୍ଷ ରେ ହୋଇଥାଏ ତେବେ ଏ ମାସର ୠତୁ ସ୍ରାବ କୃଷ୍ଣ ପକ୍ଷ ରେ ହେବା ଆବଶ୍ୟକ।

୨-ପ୍ରେଗନେନ୍ସି ରିପୋର୍ଟ ପଜିଟିଭ ଆସିବା ପରେ ପ୍ରତିଦିନ କିଛି କର୍ପୁର କୁ ସମାନ ଦୁଇ ଭାଗ କରି ଏକ ଭାଗ ମନ୍ଦିର କୁ ଭୋଗ ସହ ପଠାଇଦେବେ ଓ ଆଉ ଏକ ଭାଗ କୁ ନିଜ ରୁମ ରେ ଜାଳିବେ।ତେବେ ଶୁଭ ଫଳ ମିଳିବ।

୩-ଗର୍ଭବତୀ ହେବାର ଦ୍ୱିତୀୟ ଓ ତୃତୀୟ ମାସ ରେ ତିନୋଟି ମୟୂର ଚନ୍ଦ୍ରିକା କୁ ସେବନ କଲେ ମଧ୍ୟ ପୁତ୍ର ସନ୍ତାନ ପ୍ରାପ୍ତି ହେବାର ସମ୍ଭାବନା ସୃଷ୍ଟି ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।