ଦେଖନ୍ତୁ ଭାଇରାଲ ହେଉଛି ଏହି ଭିଡ଼ିଓ ଶ୍ରଦ୍ଧା ଏବଂ ଶୁଭାଶିଷ ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା ପ୍ରକୃତ ସତ……

0

ଆମେ ମାନେ ସମସ୍ତେ ନିଶ୍ଚିତ ଆମ ସିରିଏଲ୍ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବା। ଆମ ଓଡିଶା ବାସୀ ତ ଫିଲ୍ମ ଅପେକ୍ଷା ବେଶୀ ସିରିଏଲ୍ ପ୍ରତି ଆଗ୍ରହ ରଖିଥାନ୍ତି। ତେବେ ଆମ ଓଡିଆ ସିରିଏଲ୍ ର ବହୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଶୁଭାଶିଷ। ଯିଏ କି ସିରିଏଲ୍ ଦୁନିଆର ଏକ ଆଗ ଧାଡି ର ଅଭିନେତା। ଲୋକ ମାନେ ତାଙ୍କର ଅଭିନୟ କୁ ବହୁତ ଭଲ ପାଇବା ଦେଇଛନ୍ତି। ତାଙ୍କର ଏକ ସିରିଏଲ୍ ଥିଲା ଦୂର୍ଗା, ଯାହାକି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିଲା। ଏହି ସିରିଏଲ୍ ଟି ଲୋକ ମାନଙ୍କ ର ବହୁତ ପ୍ରିୟ ସିରିଏଲ୍ ହୋଇଯାଇଥିଲା। ଶୁଭାଶିଷ ସିରିଏଲ୍ ରୂ ଖୁବ୍ ସାରା ସଫଳତା ସାଉଁଟି ସାରିବା ପରେ ଫିଲ୍ଲ ଦୁନିଆ ରେ ପାଦ ଦେଇଥିଲେ। ସେ ଫିଲ୍ମ ରେ ମଧ୍ୟ ସଫଳ ହୋଇପାରିଥିଲେ।


ସେହିପରି ସିରିଏଲ୍ ଦୁନିଆ ର ଆଉ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଶ୍ରଦ୍ଧା। ଯିଏ କି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଆମ ଘର ଲକ୍ଷ୍ମୀ ସିରିଏଲ୍ ରେ ହିରୋଇନ୍ ଭାବେ ନଜର ଆସିଥିଲେ। ଲୋକ ମାନେ ତାଙ୍କୁ ଢେର୍ ସାରା ଭଲପାଇବା ଦେବା ସହ ତାଙ୍କୁ ଏବଂ ତାଙ୍କ ସୀରିଏଲ୍ କୁ ବହୁତ୍ ସାରା ସପୋର୍ଟ ମଧ୍ୟ କରିଥିଲେ। ତେବେ ଏବେ ସୋସିଆଲ୍ ମିଡ଼ିଆରେ ଶୁଭାଶିଷ ଏବଂ ଶ୍ରଦ୍ଧା ଙ୍କୁ ନେଇ ଏକ ଖବର ଚର୍ଚ୍ଚା କୁ ଆସିଛି। ଯାହାକି ଏକ ବଡ ଖବର ଭାବରେ ଶୁଣିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ସେହି ଖବର ଟି କଣ।

ସୋସିଆଲ୍ ମିଡିଆ ରେ ଦେଖିବାକୁ ମିଳୁଛି ଶୁଭାଶିଷ ଏବଂ ଶ୍ରଦ୍ଧା ବିବାହ କରିବାକୁ ଯାଉଛନ୍ତି। ଏ ନେଇ ସେମାନଙ୍କ ର ବିବାହ ଫଟୋ ମଧ୍ୟ ଭାଇରାଲ୍ ହୋଇଛି। ଲୋକ ମାନେ ଏହି ଖବର କୁ ଏବଂ ଫଟୋ କୁ ବହୁ ମାତ୍ରାରେ ସେୟାର୍ କରୁଛନ୍ତି। ଲୋକ ମାନେ ଏମାନଙ୍କ ର ଏହି ଫଟୋ କୁ ଦେଖି ଅନେକ କଥା କହୁଛନ୍ତି। ଲୋକ ମାନେ କହୁଛନ୍ତି ଶୁଭାଶିଷ ପୁଣି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଏହିପରି ଅନେକ କଥା ମଧ୍ୟ କହୁଛନ୍ତି।

ତେବେ ସେହି ସବୁ କଥା କୁ ଏବଂ ଫଟୋ କୁ ଆପଣ ଦେଖିଲେ ମଧ୍ୟ କହିବେ କି ସେମାନେ ସତରେ ବାହା ହେବାକୁ ଯାଉଛନ୍ତି। କିନ୍ତୁ ଏପରି କିଛି ବି ନୁହେଁ। ସେମାନେ କିଛି ବିବାହ କରିବାକୁ ଯାଉଛନ୍ତି।ପ୍ରକୃତରେ ଦୁହିଁଙ୍କ ର ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଯାହାର ନାମ ହେଉଛି ଦଶହରା। ସେମାନେ ଏବେ ସେହି ଫିଲ୍ମ ରେ ସୁଟିଂ ରେ ବ୍ୟସ୍ତ ଅଛନ୍ତି। ସେହି ଫିଲ୍ମ ରେ ଏକ ସିନ୍ ବିବାହ ଉପରେ ରହିଛି। ଯେଉଁ ଥିରେ ସେମାନେ ବାହାଘର ର ଡ୍ରେସ୍ ପିନ୍ଧି ବେଦି ରେ ବସିଛନ୍ତି। ଏହି ସମୟ ରେ ସେମାନେ କିଛି ଫଟୋ ଉଠାଇଛନ୍ତି। ସେହି ଫଟୋ କୁ କେତେକ ଲୋକ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ଏହି ସବୁ ଗୁଜବ କଥା ପ୍ରଚାର କରିଛନ୍ତି।

ବହୁତ ଜଲ୍ଦି ଏହି ଦୁହିଁଙ୍କ ର ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ସେମାନେ ଆଶା ରଖିଛନ୍ତି କି ଦର୍ଶକ ମାନଙ୍କୁ ଏହି ଫିଲ୍ମ ବହୁତ ପସନ୍ଦ ଆସିବ। ଲୋକ ମାନେ ଏମାନଙ୍କ ଅଭିନୟ କୁ ସିରିଏଲ୍ ରେ ଦେଖିସାରିଛନ୍ତି ଏବଂ ବହୁତ ଭଲପାଇବା ମଧ୍ୟ ଦେଇସାରିଛନ୍ତି। ତେବେ ଏହି ଫିଲ୍ମ ମଧ୍ୟ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିବ ବୋଲି ଦୁହେଁ ଆଶା ରଖିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।