ଆପଣ ଚର୍ବି ଓ ମୋଟା ପଣ କୁ ନେଇ ଚିନ୍ତିତ ଥିଲେ କେବଳ ଗୋଟିଏ ଉପାୟ ମାଧ୍ୟମରେ ଭଲ କରନ୍ତୁ 100% ଗ୍ୟାରେଣ୍ଟି

0

ବର୍ତାମାନ ସମୟରେ ମୋଟା ପଣ ବା ଚର୍ବି ବଢିବା ଲୋକମାନଙ୍କ ର ଏକ ସାଧାରଣ ସମସ୍ୟା ହୋଇ ଗଲାଣି। ବହୁତ ଲୋକ ଏହା ପାଇଁ ଅନେକ ସମସ୍ୟା ର ସମ୍ମୁଖୀନ କରିଥାନ୍ତି। ଏହା ସହିତ ଅନେକ ପ୍ରକାର ର ଉପାୟ ଅବଲମ୍ବନ କରି ମଧ୍ୟ ଏହି ସମସ୍ୟା ରୁ ସେମାନେ ମୁକ୍ତି ପାଇପରନ୍ତି ନାହିଁ। ଅନେକ ପ୍ରକାର ର ଖାଦ୍ୟ ଆପଣାଇ ଥାନ୍ତି ଔଷଧ ଖାଇଥାନ୍ତି। କିନ୍ତୁ ତଥାପି ସେମନେ ନିଜର ଓଜନ କମାଇବା ବା ଚର୍ବି କମାଇବାରେ ସଫଳ ହୋଇ ନାଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ପ୍ରକୃତରେ ଆପଣ କିପରି ଭାବରେ ଘରେ ରହି ଆପଣ ଙ୍କ ର ମୋଟା ପଣ ଓ ଚର୍ବି କୁ କମାଇ ପାରିବେ।


ପ୍ରତ୍ୟକ ଦିନ ସକାଳୁ ଉଠି ବ୍ରସ କରି ସାରିବା ପରେ ଖାଲି ପେଟରେ ଶଭୁ ଦିନ 2 ଗ୍ଲାସ ପାଣି ପିଇବା ଉଚିତ। ଏପରି କରିବା ଦ୍ୱାରା ଆମର ଶରୀର ସୁସ୍ଥ ରହିଥାଏ। ଖାଲି ପେଟରେ ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ଜଲଦି ପ୍ରଭାବ ପକାଇ ଥାଏ। ତେଣୁ ଖାଲି ପେଟରେ ସବୁବେଲେ ଭଲ ଖାଦ୍ୟ ବା ପାନୀୟ ଖାଇବା ଉଚିତ। ଏହା ପରେ herbal wow ର seeds and berries ଖାଇବା ଉଚିତ। ଏହା ଶରୀର କୁ ସତେଜ ରଖିଥାଏ। ଏଥିରେ ଅନେକ ମାତ୍ର ରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ଯାହାକି ଆମ ଶରୀରକୁ ବହତ ସୁସ୍ଥ ରଖିଥାଏ। ଏହା ସହ ଏଥିରେ ଅନେକ ମାତ୍ରାରେ ପ୍ରୋଟିନ ଥାଏ ଯାହାକି ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଶରୀର କି ନିରୋଗ ରଖିବାରେ ସହାୟକ ହୋଇଥାଏ।


ପ୍ରାତଃ ଭୋଜନ ରେ ଆପଣ ଚେଷ୍ଟା କରନ୍ତୁ କିଛି ଭଲ ଖାଦ୍ୟ ଖାଇବା ପାଇଁ। ମୁଗଡାଲି ରେ ପ୍ରସ୍ତୁତ ଦୋଷା ଶରୀରରେ ଚର୍ବି କମାଇବା ପାଇଁ ବହୁତ ଉପକାରୀ ହୋଇ ଥାଏ।ଏହା ସହିତ ଏହି ମୁଗ ଡାଲି ରେ ପ୍ରସ୍ତୁତ ଦୋଶା ଆପଣଂକୁ ସବୁ ପ୍ରକାର ର ସମସ୍ୟା ରୁ ମୁକ୍ତି ଦେଇ ଥାଏ। ତେଣୁ ଆପଣ ମୁଗ ଡାଲି ରେ ପ୍ରସ୍ତୁତ ଦୋଷା ଖାଇବା ଉଚିତ।


ଏହା ସହ ଆପଣ ଇଡ଼ଲି ମଧ୍ୟ ଖାଇପାରିବେ। ଏହା ମଧ୍ୟ ଆମ ଶରୀର ପାଇଁ ଅନେକ ଉପକାରୀ ଅଟେ। ଏହା ବ୍ୟତୀତ ଆପଣ ଚାହିଁଲେ ଉପମା ଖାଇ ପାରିବେ । ଓ ପରଟା ଚା ମଧ୍ୟ ଖାଇ ପାରିବେ। କିନ୍ତୁ ଧ୍ୟାନ ରଖିବେ ଏଥିରେ ବେସି ମାତ୍ରାରେ ଯେପରି ତେଲ ର ବ୍ୟବହାର ନ ହୁଏ। ଏହା ସହ ଆପଣ ସର୍ବଦା ଚେଷ୍ଟା କରନ୍ତୁ ଯେପରି ଅଧିକ ମାତ୍ରାରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇ ପାରିବେ। କାହିଁକି ନା ପ୍ରୋଟିନ ଆମ ଶରୀର ର ଚର୍ବି କୁ କମାଇବା ସହ ଆମର ମସଲ ତିଆରି କରିବା ରେ ଅନେକ ସହାୟକ ହୋଇଥାଏ। ତେଣୁ ଏହି ସବୁ ଡ଼ାଏଟ ଫୋଲ କଲେ ଆପଣ ନିଶ୍ଚିତ ଭାବରେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।