ସୁନ୍ଦର ଦେଖାଯିବା ପାଇଁ କରନ୍ତୁ ଏହି ଛୋଟିଆ ଘରୋଇ ଉପଚାର 100 % ଗ୍ୟାରେଣ୍ଟି

0

ପ୍ରତେକ ଲୋକ ନିଜ କୁ ସୁସ୍ଥ ଓ ସୁନ୍ଦର୍ ରଖିବା ପାଇଁ ଅନେକ ପ୍ରକାର ଚେଷ୍ଟା କରନ୍ତି। ତେବେ ଦେଖିବାକୁ ଗଲେ ସବୁ ନିଜକୁ ଫିଟ ରଖିବା କୁ ଚାଁହାନ୍ତି, ଆଉ ଏହା ସମସ୍ତ ପ୍ରକାର ଉପାୟ୍ କୁ ପ୍ରୋୟଗ୍ କରି ଥାନ୍ତି। ତେବେ ଦେଖିବାକୁ ଗଲେ ଝିଅ ମାନେ ହିଁ ନିଜ କୁ ସୁନ୍ଦର ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରନ୍ତି, ହେଲେ ଅନେକ ଏହାର ସମାଧାନ ପାଇ ପାରିନ୍ତି ନାହିଁ ଯାହା ପାଇଁ ସେମାନେ ବହୁତ ଚିନ୍ତିତ ଥାନ୍ତି। ତେବେ ଏହାର ସମାଧାନ ପାଇଁ ଅନେକ ଡାକ୍ତର ଙ୍କୁ ଦେଖାଇ ଏହା ପାଇଁ ଔଷଧ ଖାଇ ଥାନ୍ତି।

ହେଲେ ଏହି ଔଷଧ ରେ ଅନେକ କେମିକଲ୍ ମିଶି ଥିବାରୁ ଏହା ଆମ ଶରୀର ପାଇଁ କ୍ଷତି କାରକ ହୋଇ ପରେ। ହେଲେ ଏହାର ଘୋରୋଇ ଉପଚାର ରହିଛି,ଯାହା ଦ୍ୱାରା ସମସ୍ତ ସମସ୍ଯା ଦୂର ହୋଇ ଥାଏ। ଆଉ ଏହା ବହୁତ କମ ସମୟ ମଧ୍ୟରେ ଭଲ ହୋଇ ଥାଏ। ଆଉ ଏହା ପ୍ରାକୃତିକ ହୋଇ ଥିବାରୁ ଏହା ଆମ ଶରୀର ପାଇଁ କ୍ଷତିଜନକ ହୋଇ ନଥାଏ।

ତେବେ ଆପଣ ମାନଙ୍କ ମୁଁହ ରେ କଲା ଦାଗ , ବ୍ରଣ , ହାତ ବା କହୁଣୀ ରେ କଳା ଦାଗ ପଡିବା , ତେବେ ଏହାର ସମାଧାନ ପାଇଁ ଅନେକ ଔଷଧ ଖାଇ ଥାନ୍ତି ହେଲେ ଏହା ଆମ ମୁଁହ ପାଇଁ ବହୁତ କ୍ଷତିଜନକ ହୋଇ ଥାଏ। ଏହା ପାଇଁ ଲୋକ ମାନେ ଘରୋଇ ଉପଚାର ରହିଛି। ତେବେ ଏହି ଉପଚାର ବହୁତ ଲାଭ ଜନକ ହୋଇ ଥାଏ। ଅନେକ ଲୋକ ଏହି ଉପଚାର ର ପ୍ରୟଗ୍ ଦ୍ୱାରା ନିଜର ସମସ୍ୟା ଦୂର କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର କିଛି ଟିପ୍ସ । ଯାହା ଦ୍ୱାରା ଆପଣ ମାନେ ନିଜର ସମସ୍ଯା ଦୂର କରି ପାରିବେ।

ନଡ଼ିଆ ତେଲର ଉପକାରିତା:-

୧)ଆପଣ ଙ୍କର ଯଦି କହୁଣୀ ରେ କଳା ଦାଗ ପଡେ ତେବେ ଆପଣ ପ୍ରଥମେ ଗୋଟେ ଲେମ୍ବୁ କୁ କହୁଣୀ ରେ ଘସନ୍ତୁ।ଏହା ପରେ ଆପଣ ନଡ଼ିଆ ତେଲ କୁ କହୁଣୀ ରେ ଘସନ୍ତୁ,ଆଉ ଏହାକୁ ଭଲ ଭାବେ ମସାଜ କରନ୍ତୁ। ତେବେ ମସାଜ କରିଲା ପରେ ଆପଣ ଏହାକୁ ଅଧ ଘଣ୍ଟେ ସେମିତି ଛାଡି ଦେଇ ତା ପରେ ଧୋଇ ଦିଅନ୍ତୁ।

୨) ତେବେ ଆପଣ ମାନେ ନିଜର ମେକପ ରିମୋଭର୍ ଭାବେ ଏହାକୁ ବ୍ୟବହାର କରି ପାରିବେ। ଆଉ ଏହା ସହଜ ରେ ମେକପ କୁ ସଫା କରି ଦେଇ ପାରିବ।

୩) ତେବେ ଆପଣ ନଡ଼ିଆ ତେଲ ବ୍ୟବହାର ଦ୍ୱାରା ଆପଣ ନିଜର ଶୁଖିଲା ମୁହଁରେ କୁ ସୁନ୍ଦର କରି ପାରିବେ। ତେବେ ତେଲ କୁ ନେଇ ଆପଣ ମୁଁହ ରେ ମାସାଜ କରନ୍ତୁ। ତେବେ ଏହା କରିବା ଦ୍ୱାରା ମୁଁହ ର ଶୁଖିଲା ପଣ ଦୂର ହେବ , ଆଉ ସୁନ୍ଦର ଦେଖା ଯିବ।

୪) ତେବେ ଆପଣ ଆଖି ତଳେ ଯାଉ କଳା ଦାଗ ପଡି ଥାଏ। ତାକୁ ମଧ୍ୟ ନଡ଼ିଆ ତେଲ ର ବ୍ୟବହାର ରେ ଭଲ କରି ପାରିବେ। ତେବେ ଆପଣ କିଛି ନଡ଼ିଆ ତେଲ କୁ ନେଇ ଆଖି ଚାରିପଟେ ଲଗାଇ କିଛି ସମୟ ମାସାଜ କରନ୍ତୁ।

୫) ତେବେ ଚୁଟି କୁ ସୁନ୍ଦର କରିବା ପାଇଁ ଆପଣ ନଡ଼ିଆ ତେଲ ବ୍ୟବହାର କରି ପାରିବେ। ତେବେ ନଡ଼ିଆ ତେଲ କୁ ଟିକେ ଗରମ କରି ପୁରା ଚୁଟି ରେ ଲଗାଇ ଦିଅନ୍ତୁ। ଦେଲେ ଲଗାଇ ଲେ ଆପଣ ଙ୍କ ଚୁଟି ପୁରା ସୁନ୍ଦର ଦେଖା ଯିବ।

୬) ତେବେ ମୁଁହ ର କଳା ଦାଗ କୁ ଦୂର କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ। ଆପଣ ଏହାକୁ ମୁହଁ ରେ ଲଗାଇ କିଛି ସମୟ ମାସାଜ କରିବେ। ଆଉ କିଛି ସମୟ ପରେ ଏହାକୁ ଧୋଇ ଦେବେ। ତେବେ ଏହା ବହୁତ ଲାଭ ଜନକ ହୋଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।