pof louisville Dating sites East Islip am looking for a dating site budapest women johor sex

ସ୍କୁଲରୁ ଘରକୁ ଫେରିଲେ ଝିଅ ହଟାତ ଗୁପ୍ତାଙ୍ଗରେ ହେଲା କଷ୍ଟ, ମା ପଚାରିଲେ ତ କହିଲେ ଏପରି କଥା ଜାଣିଲେ ଆପଣଙ୍କର ଲୋକ ତାଙ୍କୁରି ଉଠିବ…

0

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି ।


ଆମ ସାମଜ ଯେତେ ଆଗକୁ ଗତି କରୁଛି ଆମ ଦେଶରେ ନାରୀ ମାନଙ୍କ ପ୍ରତି ଅତ୍ୟାଚାର ସେତିକି ଅଧିକ ବଢ଼ିବାରେ ଲାଗିଛି। ଆପଣ ଖବର କାଗଜ ରେ ସବୁବେଳେ ଦେଖୁଥିବେ କି ପ୍ରତି ଦିନ କେହି ନା କେହି ଯୁବତୀ ବଳାତ୍କାର ର ସ୍ୱୀକାର ହେଉଛନ୍ତି ।ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁଃଖଦ ଘଟଣା ବିଷୟରେ ଜଣେଇବାକୁ । ଉଲ୍ଲେଖ ଯୋଗ୍ୟ ଯେ , ଦିଲ୍ଲୀ ର ବାହାର ବିଦ୍ୟାଳୟ ରେ ଘଟିଛି ଏକ ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଯାହା ଜାଣିଲେ ଆପଣଙ୍କର ଲୋମ ତାଙ୍କୁରି ଉଠିବ ।ସେହି ବିଦ୍ୟାଳୟ ର ଜଣେ ଛାତ୍ର ଅନ୍ୟ ଏକ ଛାତ୍ରୀ ର ବଳାତ୍କାର କରିଛି ।

ଏ ନେଇ ଝିଅ ର ପରିବାର ବର୍ଗ ଥାନା ରେ ଅଭିଯୋଗ କରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସମସ୍ତ ଙ୍କ ସାମ୍ନାକୁ ଆସିଅଛି ।ତେବେ ଝିଅ ଟିର ମା ଙ୍କ କହିବା ଅନୁସାରେ ବୁଧବାର ଦିନ ତାଙ୍କର ଝିଅ ବିଦ୍ୟାଳୟ ରୁ ଫେରିବା ପରେ ତାର ଗୁପ୍ତାଙ୍ଗ ରେ କଷ୍ଟ ଓ ଯନ୍ତ୍ରଣା ଅନୁଭବ କରିଥିଲେ ପରେ ସେ ତା ମା ଙ୍କୁ ଏ ବିଷୟରେ କହିବା ପରେ ତାର ପରିବାର ଲୋକେ ତାକୁ ଏକ ହସ୍ପିଟାଲରେ ଚିକିତ୍ସା କରିଥିଲେ ।ଯେତେବେଳେ ଡାକ୍ତର କହିଲେ କି ଝିଅ ର ଦୁଷ୍କର୍ମ ହୋଇଛି ବୋଲି ସେତେବେଳେ ସମସ୍ତ ଙ୍କ ହୋସ ଉଡିଯାଇଥିଲା ।


ତେବେ ପରେ ଝିଅ ଟୀକୁ ପଚାରିବାରୁ ଝିଅ ଟି କହିଥିଲା କି , ତାର ଶ୍ରେଣୀ ରେ ପଢ଼ୁଥିବା ଜଣେ ଯୁବକ ତା ସହ ଦୁଷ୍କର୍ମ କରିଛି ବୋଲି ।ଏହା ଜାଣିବା ପରେ ଝିଅ ଟିର ପରିବାର ଲୋକ ସହ ସେଠାରେ ଅଧ୍ୟୟନ କରୁଥିବା ଅନ୍ୟ ପିତାମାତା ମିଶି ପ୍ରାୟ ୫୦ ଜଣ ସେହି ବିଦ୍ୟାଳୟ କୁ ଯାଇ ବିଦ୍ୟାଳୟ ର ମୁଖ୍ୟ ଙ୍କୁ ଏ ବିଷୟରେ ପ୍ରଶ୍ନ କରିଥିଲେ ।ଏବଂ ପୋଲିସ ରେ ଅଭିଯୋଗ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଏକ ବଳାତ୍କାର ଫାଇଲ ରୁଜ୍ଜୁ କରି ତଦନ୍ତ ଆରମ୍ଭ ଆରମ୍ଭ କରିଛି। ଏବଂ ପୋଲିସ ଏଥିଲାଗି ବିଦ୍ୟାଳୟ ର ଶ୍ରେଣୀ ଗୃହ ମଧ୍ୟରେ ଲାଗିଥିବା ସିସି କ୍ୟାମେରା କୁ ଚେକ କରିବ ବୋଲି ଜଣାପଡିଛି ।ତେବେ ବିଦ୍ୟାଳୟ ରେ ନିଜର ପିଲାମାନଙ୍କର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ କରିଛନ୍ତି ଛାତ୍ରୀଙ୍କ ର ଅଭିଭାବକ ମାନେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।