ଆପଣ ମାନେ ବି କଣ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ ଯାଉଥିଲେ ହୋଇଯାଆନ୍ତୁ ସାବଧାନ ନତେତ୍

0

ଏହି ଦୁନିଆରେ ତ ଭଗବାନ ଙ୍କୁ କେହି ଦେଖି ନାହାନ୍ତି, ଭଗବାନ କିପରି କଣ କେମିତି ଦେଖିନାହାଁନ୍ତି। ପୂର୍ବ କାଳରୁ ଲୋକ ମାନେ ମୂର୍ତ୍ତି ଗୁଡିକୁ ଭଗବାନ ବୋଲି କହି ପୂଜା କରି ଆସିଛନ୍ତି ଆଉ ଆଜି ଆମେ ମାନେ ବି ତାଙ୍କୁ ଭଗବାନ ବୋଲି ବିଶ୍ୱାସ କରୁଛୁ ଏବଂ ଭକ୍ତି ରେ ସେମାନଙ୍କୁ ପୂଜା କରି ଆସୁଛୁ। ତେବେ ଆମେ ଭଗବାନ ଙ୍କୁ ଶ୍ରେଷ୍ଠ ବୋଲି ମାନି ଥାଉ,

ତେବେ କାହିଁକି ଆମେ ମାନେ ଭଗବାନ ଶ୍ରେଷ୍ଠ ଏବଂ ସବୁକିଛି ବୋଲି ମାନିଥାଉ? କାରଣ ଆମେ ମାନେ ଯେତେବେଳେ ବି ଭଗବାନ ଙ୍କୁ କିଛି ଅସୁବିଧା ସମୟ ରେ ମାଗିଥାଉ ଭଗବାନ ସେଥିରୁ ଆମକୁ ମୁକ୍ତି ଦେଇଥାଆନ୍ତି। ତେବେ ଆଉ ଜଣେ ବି ଅଛନ୍ତି ଯାହାଙ୍କୁ ଲୋକ ମାନେ ଭଗବାନ ବୋଲି ଭାବନ୍ତି ଏବଂ ପୂଜା ମଧ୍ୟ କରନ୍ତି। ତେବେ ସିଏ ହେଉଛନ୍ତି ଡାକ୍ତର। ଡାକ୍ତର ମାନଙ୍କୁ ମଧ୍ୟ ଭଗବାନ ବୋଲି କୁହାଯାଇଥାଏ।

ତେବେ ସେହି ସବୁ ବଡ ବଡ ଡାକ୍ତର ମାନେ ବଡ ବଡ ଡାକ୍ତରଖାନା କୁ ଆସିଥାଆନ୍ତି। ସେହି ସବୁ ବଡ ଡାକ୍ତରଖାନା ମାନେ କୁହନ୍ତି କି ଆମେ ମାନେ ଲୋକ ମାନଙ୍କୁ ଅଳ୍ପ ଟଙ୍କା ରେ ଅନେକ ଭଲ ଭଲ ସୁବିଧା ସବୁ ଯୋଗାଇ ଦେବୁ, କିନ୍ତୁ ବାସ୍ତବ ରେ ସେମାନେ ସେପରି କିଛି କରନ୍ତି ନାହିଁ। ସେମାନେ ଆମ ମାନଙ୍କ ଠାରୁ ଅନ୍ୟ ଉପାୟରେ ମୋଟା ଅଙ୍କ ର ରାଶି ସବୁ ଆଦାୟ କରି ନେଇଥାଆନ୍ତି,

ଆମେ କିନ୍ତୁ ସେମାନଙ୍କ ର ସେହି ସବୁ ଚାଲ୍ ବିଷୟ ରେ କିଛି ବି ଜାଣି ପାରି ନଥାଉ। ଆମ ରୋଗୀ ସେଠାରୁ ଭଲ ହୋଇ ଆସିଲା ବେଳକୁ ଆମ ମାନଙ୍କ ର ପଇସା ସବୁ ସରି ଯାଇଥାଏ। ତେବେ ସେହି ପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ଭୁବନେଶ୍ବର ରେ ଥିବା ଆପୋଲୋ ହସ୍ପିଟାଲ ନାମ ରେ। ଏଠାରେ ଲୋକ ମାନେ ଟ୍ରିଟମେଣ୍ଟ ପାଇଁ ଆସି ଯିବା ପରେ ଅନେକ ଅଭିଯୋଗ ଆଣୁଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଆଖି ପିଛୁଳାକେ କଥା କଥା ରେ ଆମ ମାନଙ୍କ ଉପରେ ଚୂନ ଲଗାଇ ଦେଇପାରେ କଥା କଥିତ ବଡ ହସ୍ପିଟାଲ ଆପୋଲୋ। ଦିନ ଦ୍ୱିପହର ରେ ଏଠାରେ ଆଖିରେ ଆଙ୍ଗୁଳି ଗେନ୍ଜି ଏମାନେ କରୁଛନ୍ତି ଲୁଟ୍। ବାରମ୍ବାର ଆପୋଲୋ ନାମ ରେ ଆସୁଛି କେଳେଙ୍କାରୀ ର ଭିଯୋଗ, ଏଠାରେ ଚିକିତ୍ସା ନା ରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛି ଆପୋଲୋ ହସ୍ପିଟାଲ।

ଆପୋଲୋ ନାମରେ ଏପରି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ବକ୍ସୀ ବଜାର ଅଞ୍ଚଳ ର ଆଦର୍ଶ ଦାସ। ତାଙ୍କ ର କହିବା ଅନୁଯାୟୀ ସେ ଏଠାକୁ ତାଙ୍କ ର ଜଣେ ସମ୍ପର୍କୀୟ ଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ପରେ ଅପୋଲୋ ଯେପରି ସେମାନଙ୍କୁ ଶୋଷଣ କରିଛି, ସେ ସେହି ବିଷୟ ରେ ଭାବିଲା ବେଳକୁ ତାଙ୍କ ମୁଣ୍ଡ ଖରାପ ହୋଇଯାଉଛି। ମନ ଇଚ୍ଛା ବିଲ୍ ପକାଇଛି ଆପୋଲୋ, ମୁହଁ ରେ ଗୋଟିଏ ରେଟ୍ କହୁଥିବା ବେଳେ ବିଲ୍ ରେ ନେଉଛନ୍ତି ଆଉ ଏକ ରେଟ୍।

ଏହିପରି ଆହୁରି ଅନେକ ଲୋକ ଏପରି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। ଅନେକ ଥର ଆପୋଲୋ ନା ରେ ଏପରି ଅଭିଯୋଗ ଆସିଲାଣି, ହେଲେ ଏହା ଉପରେ କୌଣସି ଆକ୍ସନ୍ ନେଉନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉପରେ ରହିଛି କି କିଛି ଚାପ, ସେଥିପାଇଁ ସେ ଆପୋଲୋ ବିରୋଧ ରେ କିଛି ଆକ୍ସନ୍ ନେଇ ପାରୁ ନାହାନ୍ତି କି?

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।