best live webcam chat Hookup apps Pine Plains Speed dating Central Valley free live cam website Dating sites East Islip pof louisville

ସୂଚନା ଦେଲା ପାଣିପାଗ ବିଭାଗ – ଆଉ ଏକ ବଡ଼ ଲଘୁଚାପ। ଆସନ୍ତା କାଲି ଠାରୁ ହୋଇପାରେ ପ୍ରବଳ ବର୍ଷା

0

ଆଜିର ପାଣି ପାଗ ବିଭାଗ ତରଫରୁ ଲଘୁଚାପ ନେଇ ଆସିଛି ଏକ ବଡ଼ ସୂଚନା। ଏହି ସୂଚନା ଅନୁସାରେ ଆଗାମୀ ଏକ ଦିନ ଭିତରେ ପ୍ରବଳ ମାତ୍ରା ରେ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ। ଏହି ସୂଚନା ଅନୁସାରେ ବଙ୍ଗୋସାଗରରେ ରେ ଦେଖାଯାଇଛି ଏକ ଘନୀଭୂତ ଲଘୁଚାପ। ଏହି ଲଘୁଚାପ ସୃଷ୍ଟି ହେବାର କାରଣ ହେଉଛି ବାତ୍ୟା। କିଛି ଦିନ ପୂର୍ବରୁ ଯେଉଁ ବାତ୍ୟା ଦେଖା ଯାଇଥିଲା ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ରେ ତାର ଘନୀଭୂତ ପ୍ରବାହ ଯୋଗୁଁ ଏହି ଲଘୁଚାପ ସୃଷ୍ଟି ହୋଇଛି।

ଏହି ଲଘୁଚାପ କାରଣ ପାଇଁ ଆଗାମୀ ଦୁଇ ଦିନ ପାଣିପାଗ କୋହୋଲା ରହିବା ସହିତ କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଏବେ ବଙ୍ଗୋସାଗରରେ ଦକ୍ଷିଣ ପୂର୍ବ ଦିଗ ଦେଇ ଗତି କରିଚାଲିଛି। ଏହାର ପ୍ରଭାବ ପାଇଁ ପୂର୍ବ ଦକ୍ଷିଣ ବଙ୍ଗୋପ ସାଗରରେ ରେ ଏକ ଘୂର୍ଣି ବଳୟ ସୃଷ୍ଟି ହୋଇଛି। ଯାହାକି ପରବର୍ତ୍ତୀ ସମୟରେ ଝଡ r ରୂପ ନେଇ ଆଗକୁ ଯାଇପାରେ।

ତେବେ ଭୁନେଶ୍ଵରଠାରେ ଥିବା ପାଣିପାଗ ବିଭାଗ ସବୁ ସମୁଦ୍ରକୂଳରେ ଥିବା ଲୋକ ମାନଙ୍କୁ ସଚେତନ କରି ଦେବାକୁ ଜିଲ୍ଲାପାଳ ମାନଙ୍କୁ ସୂଚନା ଦେଇଛନ୍ତି ସରକାର। ଏହା ସହିତ କୌଣସି ମତ୍ସ୍ୟଜୀବୀ ଯେପରି ସମୁଦ୍ର ଭିତରକୁ ଏହି ଦିନରେ ନ ଯିବାକୁ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ କରିଦେଇଛନ୍ତି।


ଏମିତି ରେ ଶୀତ ର ଲହରୀ ଏବେ ଧୀରେ ଧୀରେ କରି ଉତ୍ତର ଦିଗରୁ ମାଡ଼ି ଚାଲିଛି। ତେଣୁ ଏହି ଲଘୁଚାପ ପାଇଁ ଏହି ଏହି ଶିତର ମଧ୍ୟ ପ୍ରବାହ ଜୋର୍ ରେ ଦେଖାଯିବ। ତେଣୁ ଏହି ଲଘୁଚାପ ଅନେକାଂଶ ରେ ଚାଷୀ ଭାଇ ମାନଙ୍କ ପାଇଁ ଦୁଃଖ ନେଇ ଆସିବ। ଏପଟେ ବିଲରେ ଚାଷୀ କରିଥିବା ଅମଳ ଏତେ ପର୍ଯ୍ୟନ୍ତ ହୋଇନାହିଁ। ତେଣୁ ଏହି ପରି ଗୋଟିଏ ଗୋଟିଏ କରି ଲଘୁଚାପ ମାଡ଼ି ଆସିଲେ ଚାଷୀ ଭାଇ ମାନଙ୍କ ପାଇଁ ଏହା। ମୁଣ୍ଡ ବ୍ୟଥା ର କାରଣ ହୋଇଯିବ। ତେଣୁ ସରକାର ଏଥିପାଇଁ ଦୃଷ୍ଟି ରଖି ଚାଷୀ ମାନଙ୍କ ଠାରୁ ମଣ୍ଡି ପର୍ଯ୍ୟନ୍ତ ଅମଳ ଶସ୍ୟ ଆଣିବାକୁ ସହଯୋଗ ର ହାତ ବଢ଼ାଇ ଦେଇଛନ୍ତି।


ଭୁନେଶ୍ବର ରେ ଥିବା ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ସମସ୍ତଙ୍କୁ ସତର୍କ କରି ଦେଇଛନ୍ତି। ଏହା ସହିତ ପାଣିପାଗ ସୂଚନା ଅନୁସାରେ ଏହି ଲଘୁଚାପ ଆସନ୍ତା ୨ ଡିସେମ୍ବର ପର୍ଯ୍ୟନ୍ତ ଏହି ଲଘୁଚାପ ଅଗ୍ରସର ହେବ। ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ଦେଇ ଏହି ଲଘୁଚାପ ଗତି କରିବ। ତେବେ ଏହି ରାଜ୍ୟ ମାନଙ୍କରେ ଅଧିକ ବର୍ଷା ହେବାର ସମ୍ଭାବନା ରହି ଛି। ଏହା ସହିତ ଓଡ଼ିଶାରେ ମଧ୍ୟ ଏହାର ଆଂଶିକ ପ୍ରଭାବ ପଡ଼ିବ। ପାଗ କହୋଲା ରହିବା ସହିତ ଶୀତ ମଧ୍ୟ ଅଧିକ ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳ ରେ ଥିବା ଲୋକ ମାନଙ୍କୁ ସରକାର ବନ୍ୟା ଆଶ୍ରୟସ୍ଥଳ ରେ ରହିବା ପାଇଁ ସମସ୍ତ ଆୟୋଜନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।