ଦେଖନ୍ତୁ ଭି଼ଡିଓ ! ପ୍ରଥମ ଦିନ ଶାଶୁଘରେ କେମିତି ଦିନ କାଟିଲେ ଓଡିଆ ହିରୋଇନ୍ ଏଲିନା ସାମନ୍ତରାୟ……

0

ଆଜିର ସମାଜ ରେ ପ୍ରତେକ ଲୋକ ନିଜର ମନ କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ଖୋଜୁଛନ୍ତି। ତେବେ ଖୁସି ରହିବା ପାଇଁ କିଏ ବା ନ ଚାହେଁ । ତେବେ ଏହା ପାଇଁ ନାଚ , ଗୀତ , ଖେଳ , ଫିଲ୍ମ ଦେଖିବା ଆଦି ର କାର୍ଯ୍ୟ କରି ଥାନ୍ତି। ତେବେ ଏହି ବ୍ୟସ୍ତବହୁଳ ଜୀବନର ମଣିଷ ମନେ କିଛି ସମୟ ଘର ଲୋକ ଙ୍କ ସହ ବିତାଇବା କୁ ସମୟ ପାନ୍ତି ନାହିଁ।

ତେବେ କେହି କେହି ତ ଫିଲ୍ମ ଦେଖିବାକୁ ଅଧିକ ଭଲ ପାନ୍ତି। ସାରା ଦେଶ ରେ ଫିଲ୍ମ ଗୁଡିକ ବିଭିନ୍ନ ଭାଷା ରେ ଦେଖିବାକୁ ମିଳି ଥାଏ।ତେବେ ଏହି ଭାଷା ଗୁଡିକ ମଧ୍ୟରେ ହିନ୍ଦୀ ଓ ଓଡ଼ିଆ ଭାଷା ରେ ଅନେକ ଚାହିଦା ରହିଛି। ଲୋକ ମାନେ ମଧ୍ୟ ଏହି ଭାଷା ରେ ଦେଖିବାକୁ ଅଧିକ ଭଲ ପାନ୍ତି।


ଚଳଚିତ୍ର ଗୁଡିକ ରେ ଅଭିନୟ କରୁ ଥିବା କଳାକାର ମାନେ ନିଜର ଅଭିନୟ , ଆଉ ସୁନ୍ଦରତା ପାଇଁ ସବୁ ଆଡେ ଚର୍ଚ୍ଚିତ ହୋଇ ଥାନ୍ତି। ତେବେ ଓଡ଼ିଆ ଚଳଚିତ୍ର ରେ ଅନେକ କଳାକାର ରହିଛନ୍ତି , ଯେଉଁ ସବୁବେଳେ ଚର୍ଚ୍ଚା ରେ ଥାନ୍ତି ଆଉ ଲୋକ ମାନେ ମଧ୍ୟ ତାଙ୍କୁ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ତେବେ ଓଡ଼ିଆ ଚଳଚିତ୍ର ରେ ଏଲିନା ସାମନ୍ତରାୟ କୁ ସମସ୍ତେ ଜାଣି ଥିବେ।

ତେବେ ସେ ତାଙ୍କ ଅଭିନୟ ଓ ସୁନ୍ଦରତା ପାଇଁ ସବୁବେଳେ ଲୋକ ଙ୍କ ପ୍ରିୟ ହୋଇ ରହିଛନ୍ତି। ତେବେ ଓଲିଉଡ଼ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଛନ୍ତି।ତେବେ ପୁଣି ଥରେ ଏଲିନା ଏକ ନୂତନ ଫିଲ୍ମ କରିବା କୁ ଯାଉଛନ୍ତି। ତେବେ ସେହି ଫିଲ୍ମ ଟି ହେଉଛି ଅରୁନ୍ଧତି,ଆଉ ଅରୁନ୍ଧତି ଚଳଚିତ୍ରରେ ଏଲିନା ବିବାହ କରି ଥିବାର ଦେଖିବାକୁ ନଜରର ଆସିଥିଲେ ।ଏହା ସୋସିଆଲ ମିଡିଆରେ ଯେବେ ପୋଷ୍ଟ କରିଲେ ଏଲିନା ସେତେବେଳେ ସବୁଠି ହଇଚଇ ସୃଷ୍ଟି ହୋଇଛି ।


ତେବେ ସମସ୍ତେ ଏହି ପୋଷ୍ଟ ଟିକୁ ଦେଖି ତାଙ୍କ ବିବାହ ର ପ୍ରଥମ ଦିନ କିପରି ଲାଗୁଚି କମେଣ୍ଟ ରେ ପୋଚାରିଛନ୍ତି। ତେବେ ଏଲିନା ମଧ୍ୟ ଏହାର ଉତ୍ତର ରଖିଛନ୍ତି ,ଆଉ ତାଙ୍କର ଶାଶୁ ଘର ର ଅନୁଭୂତି କହିଛନ୍ତି।ଏଲିନାଙ୍କ ବିପକ୍ଷରେ ଏକ ନବାଗତ ନାୟକଙ୍କୁ ନିଆ ଯାଇଛି । ଯେଉଁ ଥିରେ ଏଲିନା ଏକ ବିବାହିତ ମହିଳା ଭାବରେ ନଜରରେ ଆସିଛନ୍ତି ,ଯାହାକି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଅରୁନ୍ଧତି ଚଳଚିତ୍ର ଟି ଖୁବ୍ ଶିଘ୍ର ପ୍ରକ୍ଷାଳୟରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଲକଡାଉନ୍ କରୋନା ପାଇଁ ଏହାର ସୁଟିଂ ଏପର୍ଯ୍ୟନ୍ତ ଜାରି ରହିଛି ଏବଂ ସାମାଜିକ ଦୂରତା ରଖି ସୁଟିଂ ଚାଲି ଥିବାର ଏଲିନା କହିଛନ୍ତି । ତେବେ ସମସ୍ତଙ୍କ ଏହି ଫିଲ୍ମ ଟି ଭଲ ଲାଗିବ ବୋଲି ସେ କହିଛନ୍ତି, ଆଉ ସେ ଆଗରୁ ଯେମିତି ଭଲ ଭଲ ହିଟ ଫିଲ୍ମ ଦେଇ ଆସୁ ଥିଲେ , ଏବେ ମଧ୍ୟ ନିଜ ପ୍ରଶଂସକ ମାନଂକୁ ନିରାଶ କରିବେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।