ଦେଖନ୍ତୁ ଭିଡ଼ିଓ ! ‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ….

0

ଆଜି କାଲି ର ଯୁଗ ତ ବହୁତ ସ୍ମାର୍ଟ ହେଲାଣି, ଲୋକ ମାନେ ବି ସମସ୍ତେ ବହୁତ ସ୍ମାର୍ଟ ହେଲେଣି। ଆଜି କାଲି ସବୁ ଲୋକ ସୋସିଆଲ ମିଡିଆ ସାଇଡ୍ସ ରେ ଯୋଡିତ। ସବୁବେଳେ ମଧ୍ୟ ସୋସିଆଲ ମିଡ଼ିଆ ରେ ଲୋକ ମାନେ ଆକ୍ଟିଭ୍ ମଧ୍ୟ ରହୁଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ହଜାର ହଜାର ଫଟୋ,

ଭିଡିଓ ଓ ଖବର ଆଦି ଭାଇରାଲ୍ ହେଉଛି। ସୋସିଆଲ ମିଡ଼ିଆରେ ଆମେ ମାନେ ଦେଖିଥିବା ହଜାର ହଜାର ଭିଡିଓ ମଧ୍ୟ ଭାଇରାଲ୍ ହୁଏ, ଯାହାକୁ ଦେଖିବା ପାଇଁ ଆମ ମାନଙ୍କୁ ବହୁତ ଭଲ ଲାଗେ। ଲୋକ ମାନେ ସେହି ଭିଡିଓ ସବୁ କୁ ବହୁତ ପସନ୍ଦ କରିବା ସହ ଅନେକ ଭାଇରାଲ୍ ମଧ୍ୟ କରିଥାଆନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଭିଡିଓ ଗୁଡିକ ମଧ୍ୟରୁ ଅନେକ ଭିଡିଓ ଛୋଟ ପିଲା ମାନଙ୍କ ଉପରେ। ସେମାନଙ୍କ ଛୋଟ ଛୋଟ ପିଲାଳିଆମି ଦ୍ୱାରା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଆନ୍ତି। ସେମାନଙ୍କ ର ସେହି ଛୋଟ ଛୋଟ ମଜାଳିଆ ଭିଡିଓ ସବୁ ଦେଖିବା ପାଇଁ ବହୁତ ଭଲ ଏବଂ ମଜା ଲାଗିଥାଏ। ବେଳେ ବେଳେ ଛୋଟ ଛୋଟ ପିଲା ମାନେ ଏପରି କିଛି କାମ କରିଥାଆନ୍ତି ଯାହାକୁ ଲୋକ ମାନେ ଭିଡିଓ କରି ସୋସିଆଲ୍ ମିଡିଆ ରେ ଛାଡିଦିଅନ୍ତି,

ଏହା ପରେ ତାହା ଖୁବ୍ ଜୋରରେ ଭାଇରାଲ୍ ହେବାକୁ ଲାଗେ। ଏବେ ମଧ୍ୟ ନିକଟରେ ଏପରି ଏକ ଛୋଟ ପିଲା ର ଫଟୋ, ଭିଡ଼ିଓ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି, ଯାହାକୁ କୁ ଲୋକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଛୋଟ ପିଲା ଟି ଭିଡିଓ ରେ ଏପରି କଣ କାମ କରୁଛି ଯାହାକି ଲୋକ ମାନଙ୍କୁ ଏତେ ମାତ୍ରାରେ ପସନ୍ଦ ଆସୁଛି।

ସେହି ଭିଡିଓ ଟି ରେ ସେହି ଛୋଟ ପିଲା ଟି ର ଚୁଟି କଟା ଯାଉଛି। ସେଥିପାଇଁ ସେ ସେଲୁନ୍ ଯାଇଛି, ସେହି ସମୟ ରେ ସେହି ପିଲା ଟି ସେଲୁନ୍ ରେ ଲୋକ ଟି କୁ ଏପରି କିଛି କଥା କହିଛି ଯାହାକୁ ଶୁଣି ଲୋକ ମାନେ ବହୁତ ହସୁଛନ୍ତି। ଆମେ ମାନେ ତ ଛୋଟ ପିଲା ମାନଙ୍କ କଥା ଛାଣିଥିବା, ଛୋଟ ପିଲା ମାନଙ୍କୁ ଚୁଟି କିମ୍ବା ନଖ କାଟିବା ପାଇଁ କହିଲେ

ସେମାନେ ସହଜ ରେ କାଟି ନଥାନ୍ତି ଏବଂ ଏଥିପାଇଁ ସେମାନେ ବହୁତ କାନ୍ଦନ୍ତି ମଧ୍ୟ। ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଭିଡିଓ ଟି ରେ ପିଲା ଟି ସେଲୁନ୍ କୁ ଚୁଟି କାଟାବାକୁ ଯାଇଛି ହେଲେ ସେ ସେଠାରେ ତା ମୁଣ୍ଡରେ କାହାକୁ ବି ହାତ ମାରିବାକୁ ଦେଉନାହିଁ ଏବଂ ଅନେକ କଥା ମଧ୍ୟ କହୁଛି।

ସେହି ପିଲା ଟି ସମ୍ପୂର୍ଣ୍ଣ ଭାବେ ରାଗିଯାଇଛି ଏବଂ ସେଲୁନ୍ ବଏ ଙ୍କୁ ରାଗିକରି କହୁଛି, ଆରେ ତୁମେ କଣ କରୁଛ? ତୁମେ କଣ ସବୁ ଚୁଟି କାଟିଦେବ କି? ଏହା ପରେ ସେହି ସେଲୁନ୍ ଲୋକ ମାନେ ତାକୁ ବୁଝାଇବା ପାଇଁ ଅନେକ କଥା ଏବଂ ତାକୁ ଅନେକ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ସେଲନ୍ ଯୁବକ – ତୁମ ନାମ କଣ?

ପିଲା ଟି – ମୋ ନାମ ଅନୁଶ୍ରୃତ୍, ଏବଂ ଅନୁଶ୍ରୃତ୍ କେଶ କାଟିବାକୁ ଚାହୁଁ ନାହିଁ। ତାପରେ ସେ ଅଧିକ ପାଟି କରି କହିଲା, ଆରେ ତୁମେ କଣ କରୁଛ କାହିଁକି ଅଧିକ କେଶ କାଟୁଛ, ତାହା କର ନାହିଁ, ଆରେ ୟାର୍….।ସେ ଆହୁରି ବି କହୁଛି ମୁଁ ତୁମକୁ ମାରିବି, ମୁଁ ତୁମର କେଶ ମଧ୍ୟ କାଟିଦେବି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।