cheap sex perth Speed dating MT johor sex how good is adult friend finder is happn a hookup app Dating Calverton

ନାରୀର ଏହି ଛୋଟିଆ ଭୁଲ ସ୍ୱାମୀଙ୍କ ପାଇଁ ହୋଇଥାଏ କାଳ ଜାଣନ୍ତୁ ସେହି ଛୋଟିଆ ଭୁଲଟି କଣ ।

0

ନାରୀକୁ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଏ। ନାରୀ ବିନା ସୃଷ୍ଟିର ରଚନଆ ଅସମ୍ଭବ। କହିବାକୁ ଗଲେ ଦେବତାମାନେ ମଧ୍ୟ ନାରୀଙ୍କୁ ପୂଜା କରିଥାନ୍ତି।ନାରୀ ମାନେ ସମାଜରେ ରୀତି ନୀତି ଓପରିବାର ରୀତି ନୀତିକୁ ନେଇ ଚାଲିଥାନ୍ତି।ଜିବନରେ ପିଲାଛୁଆ ବଡ ମାନଙ୍କୁ ନେଇ ସଂସାର ଗଢିଥାଏ। ପୁରାଣରେ ନାରୀ ମାନଙ୍କୁ ସ୍ୱାମୀଙ୍କର ରକ୍ଷା କବଚ ବୋଲି କୁହାଯାଇଥାଏ। ସ୍ୱାମୀର ଆୟୁଷ ନାରୀର ଭଲ କାଯ୍ୟରେ ବଢିଥାଏ। କିଛି ଅନୈତିକ କାଯ୍ୟରେ ସ୍ୱାମୀର ଆୟୁଷ କମିଥାଏ। ନାରୀ ମାନେ ସବୁ ବେଳେ ସଂସାରପାଇ ସଜାଗ ହୋଇ ରହିଥାନ୍ତି।

ନମ୍ୱର-1  – ନାରୀ ମାନେ ଯଦି ବେକରେ ଛିଣ୍ଡି ଯାଇଥିବା ମଙ୍ଗଳ ସୁତ୍ର କିମ୍ୱାମାଳୀ ପିନ୍ଧି ଥାନ୍ତି ତେବେ ଏହା ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ସ୍ୱାମୀର ଆୟୁଷ କମିଯାଇ ଥାଏ।


ନମ୍ୱର-2 ନାରୀ ମାନେ ଧଳାଲୁଗା କିମ୍ୱା ଧଳା ଚୁଡି ପିନ୍ଧିିବା ନାରୀ ମାନଙ୍କ ପାଇ ଅତ୍ୟନ୍ତ ଅଶୁଭ ଅଟେ। ତେଣୁ ନାରୀମାନେ ଏହି ଧଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ।

ନମ୍ୱର -3 ନାରୀ ମାନେ କେବଳ କଳା ରଙ୍ଗର ମାଳୀ କିମ୍ୱା ମଙ୍ଗଳ ସୁତ୍ର ପିନ୍ଧନ୍ତୁ ଏହା ସ୍ୱାମୀଙ୍କୁ ସମସ୍ତ ଖରାପ ନଜରରୁ ରକ୍ଷା କରିଥାଏ। ଅନ୍ୟ ମହିଳା ମାନଙ୍କର ମଙ୍ଗଳ ସୁତ୍ର ପିନ୍ଧନ୍ତୁ ନାହିଁ ଏବଂ ଅନ୍ୟର ପୁରୁଣା ମଙ୍ଗଳ ସୁତ୍ର ପିନ୍ଧନ୍ତୁ ନାହିଁ।


ନମ୍ୱର-4 ଆଜିର ନାରୀମାନେ ବୋଧହୁଏ ସିନ୍ଦୁର ପରିନ୍ଧିବାକୁ ଭଲପାଉ ନାହାନ୍ତି।କିନ୍ତୁ ଅନେକ ମହିଳଆ ମାନେ ସିନ୍ଦୁର ପିନ୍ଧୁ ନାହାନ୍ତି। ନଚେତ୍ ଅଳ୍ପଟିକେ ମଥାରେ ଲଗାଇଦେଉଛନ୍ତି । ଏହା କିନ୍ତୁ ଠିକ୍ ନୁହେଁ। ମହିଳା ମାନେ ଯେତେ ଗୋଲ କରି ସିନ୍ଥିରେ ସିନ୍ଦୁର ଲଗିଇବେ ସ୍ୱାମୀଙ୍କ ପାଇ ସେତେ ମଙ୍ଗଳ ହୋଇଥାଏ।ଏହା ଦ୍ୱାରା ସ୍ୱାମୀଙ୍କର ଆୟୁଷ ବଢିଥାଏ। ମହିଳାମାନେ ଏହି ସବୁ ଭୁଲ ଧାରଣା ଠାରୁ ଦୂରେଇ ରୁହନ୍ତୁ।


ସେଥିପାଇ କୁହାଯାଇଥାଏ ନାରୀ ମାନଙ୍କର ହାତରେ ହିଁ ସବୁ ରହିଥାଏ । ସେମାନେ ଚାହିଲେ ଘରକୁ ସୁନ୍ଦର ଓ ସଜଡି କରି ରଖିତାନ୍ତି ।ମାତ୍ର ସେମାନଙ୍କର ଅବହେଳା ଏବଂ ଘରକୁ ସୁନ୍ଦର ରଖିବାର ମନବୃତି ନରହିଲେ ସେ ଘର ନର୍କ ପାଲଟିଯାଏ ।ସେଥିପାଇ ନାରୀକୁ ଉଚ୍ଚ ସ୍ଥାନର ଅଧିକାରୀର ମାନ୍ୟତା ଦିଆଯାଏ ।ନାରୀ ହିଁ ଚାହିଲେ ଘରକୁ ସୁନ୍ଦର ଓମନ୍ଦିର କରିପାରେ ଓ ନିଜର ସ୍ୱାମୀର ଆୟୁଷ ବଢାଇ ପାରିବେ ।ନିଜ ଘରର ସୁଖ ଶାନ୍ତି ଫେରେଇ ଆଣି ପାରିବେ ।

ନିଜ ଘରର ମଙ୍ଗଳ କାମନା କରିବା ସହିତ ଘର ମଧ୍ୟକୁ କୌଣସି ଅଶାନ୍ତି ଆସିବା ପାଇ ଦେଇନଥାନ୍ତି ।ନାରୀକୁ ଜଗତର ସୃଷ୍ଟି କର୍ତ୍ତା ବୋଲି ମାନ୍ୟତା ଦିଆଯାଇଥାଏ ।ନାରୀ ବିନା ଜଗତର ସୃଷ୍ଟି ସମ୍ଭବ ନୁହେଁ ।ସେଥିପାଇ କୁହାଯାଇଥାଏ ନାରୀ ବିନା ପୁରୁଷ ଓ ପୁରୁଷ ବିନା ନାରୀର ସ୍ଥିତି ନଥାଏ । ନାରୀ ମାନେ ନିଜର ସୁନ୍ଦରତା ପାଇ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।ସେମାନେ ସମସ୍ତଙ୍କ ଆଗରେ ସୁନ୍ଦର ଦେଖାଯିବା ପାଇ ଯେଉ ସବୁ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ ସେସବୁ ଜିନିଷ ବ୍ୟବହାର କରିବାକୁ ଭଲ ପାଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।