ଏହି ଗରିବ ମାଉସୀ ଙ୍କ ଘରକୁ ହଠାତ ଆସିଲେ କଲେକ୍ଟର ସାର୍, ମାଉସୀ ଙ୍କ ହାତ ରନ୍ଧା ଖାଦ୍ୟ ଖାଇଲେ ଏବଂ ଯିବା ସମୟରେ ଯାହା ଦେଇଗଲେ ଜାଣି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ ! ବାଃ ବାଃ ସାର୍…

0

ଆମ ସମାଜ୍ ରେ ଅନେକ ଗରିବ ଲୋକ ଅଛନ୍ତି। ତେବେ ଅନେକ ଖାଇବାକୁ ପାଉ ନାହାନ୍ତି,ରହିବାକୁ ଘର ନାହିଁ। ତେବେ ଗରିବ ବୋଲି ତାଙ୍କ ପାଖରେ ପଇସା ର ଅଭାବ ରହି ଥାଏ,ତେଣୁ ଏଥି ପାଇଁ ସେମାନେ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି। ରୋଗ ହେଲେ ଚିକିତ୍ସା କରି ପାରନ୍ତି ନାହିଁ , କାରଣ ପାଖରେ ପଇସା ନ ଥାଏ। ତେବେ ଜଣେ ଜଣେ ଏହି କଷ୍ଟ ସହି ନ ପରି ମୁର୍ତ୍ୟୁ ବରଣ କରନ୍ତି।ତେବେ ଏମିତି ଅନେକ ଗରିବ ଲୋକ ଅଛନ୍ତି। ତେବେ ଆପଣ ମାନେ ଦେଖି ଥିବେ କି ଅନେକ ବୁଢ଼ୀ ବା ବୁଢା ଲୋକ ମାନେ ଗୋଟେ ଛୋଟ କୁଡ଼ିଆ ଘର କରି ରହି ଥାନ୍ତି। ତାଙ୍କ ପାଖରେ ଖାଇବାକୁ ନ ଥାଏ।

ତେବେ କୁହନ୍ତି କି ଈଶ୍ୱର ଙ୍କୁ ଭକ୍ତି ର ସହ ଡାକିଲେ ସେ ଡାକ ନିଶ୍ଚୟ ଶୁଣି ଥାନ୍ତି। ତେବେ ସବୁବେଳେ ଭଗବନ୍ ଙ୍କ ଉପରେ ବିଶ୍ୱାସ ରଖିବା ଦରକାର। ତେବେ ତାଙ୍କର ଦୟା ଯେତେବେଳେ ହେବ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ,ଆଉ ପଇସା ବା କୌଣସି ଜିନିଷ ର ଅଭାବ ରହିବ ନାହିଁ। ତେବେ ଦୁନିଆ ରେ ଅନେକ୍ ଗରିବ ଲୋକ ଅଛନ୍ତି। ସେମିତି ଜଣେ ବୁଢ଼ୀ ଲୋକ ଅଛନ୍ତି,ଯିଏ କି ବହୁତ ଗରିବ । ପଇସା ନ ଥିବାରୁ ଖାଇବାକୁ ପାଉ ନାହାନ୍ତି,ଆଉ ତା ସହ ବୟସ ଅଧିକ ହୋଇ ଥିବାରୁ ତାଙ୍କୁ ବସିବା ,ଉଠିବା , ଚାଲିବା ଆଦି କଷ୍ଟ ହୋଇ ପଡୁଛି। ତେବେ ସେ ପ୍ରତି ମୁହୂର୍ତ୍ତ ରେ ଭଗବାନ ଙ୍କୁ ଡାକୁଛନ୍ତି କି ତାଙ୍କ ପାଖକୁ ନେଇ ଯିବାକୁ ।ତେବେ ଦିନେ ଈଶ୍ୱର ତାଙ୍କ ଡାକ ଶୁଣିଛନ୍ତି।

ତେବେ ଏହି ଖବର ତାମିଲନାଡ଼ୁ ର କରୁର୍ ଜିଲ୍ଲା ର । ସେଠାରେ ଜଣେ ଆଇଏଏସ୍ ଅଧିକାରୀ ଏହି ବୁଢ଼ୀ ଲୋକ ର ଦୁଃଖ ଦେଖି ସହି ନ ପରି।ଦିନେ ତାଙ୍କ ସ୍ତ୍ରୀ ଙ୍କୁ ରୋଷେଇ କରିବା କୁ କହିଲେ, ଆଉ ତା ପରେ ସେ ଏକ ଟିଫିନ ରେ ପୁରାଇ ଚିନ୍ନାମାଲନିକେନ୍ ରେ ରହୁ ଥିବା ସେହି ବୁଢ଼ୀ ର ଘର କୁ ଚାଲି ଗଲେ ।ତେବେ ସେ ଅତିଥି ଭାବରେ ଯାଇ ପହଁଚିଲେ। ତେବେ ଆଖ ପାଖ ଲୋକ୍ ମଧ୍ ତାଙ୍କ ସହ ମିଳାମିସା କରନ୍ତି ନାହିଁ, ସେହି ବୁଢ଼ୀ ଟି ଅଫିସର ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା।ତେବେ ଅଫିସର୍ କହୁଛନ୍ତି କି ,

ସେ ତାଙ୍କ ଘରୁ ତାଙ୍କ ପାଇଁ ରନ୍ଧା ଖାଦ୍ୟ ଆଣି ଛନ୍ତି,ଆଉ ତାଙ୍କୁ ଏକାଠି ଖାଇବ କୁ ଡାକୁଛନ୍ତି।ତେବେ ସେହି ବୁଢ଼ୀ ମା ର ବସନ ନଥିବାରୁ କଦଳୀ ପାତ୍ର ରେ ଖାଇଲେ ଦୁଇ ଜଣ।ଆଉ ଖାଇ ସାରି ସେହି ଅଫିସର ବୁଢ଼ୀ ମା ଙ୍କୁ ପେନସନ କାଗଜ ମଧ୍ୟ ଦେଇକି ଗଲେ।ପ୍ରତି ମାସ ରେ ବ୍ୟାଙ୍କ ରୁ ପଇସା ଆସିବ।ତେବେ ଏହା ପରେ ଅଫିସର ଚାଲି ଗଲେ , ବୁଢ଼ୀ ମା ଟି ଏହା ଦେଖି ବହୁତ କାନ୍ଦିଲା। ଆଉ ଏହି ସବୁ ଘଟଣା କୁ ଆଖ ପାଖ ଲୋକ ସବୁ ଦେଖୁ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।