Dr Mnoj Das – ସବୁଦିନ ରାତିରେ ପୁରୁଷମାନଙ୍କୁ କାହିଁକି ହଳଦୀ ବାଲା କ୍ଷୀର ପିଇବା ନିହାତି ଦରକାର ? ଜାଣନ୍ତୁ ଏହା ପିିିଇବା ଦ୍ବାରା କେଉଁସବୁ ଫାଇଦା

0

ସାଧାରଣତଃ ପୁରୁଷ ମାନେ ନିଜର ବଡି ଫିଟନେସ୍ କୁ ସବୁବେଳେ ଟିକେ ଚିନ୍ତା ରେ ଥାଆନ୍ତି। ସବୁବେଳେ ଭାବୁଥାନ୍ତି କିପରି ଟିକେ ବଡି କୁ ଫିଟ୍ କରିବି ଖାଇପିଇ କି ଟିକେ ମୋଟା ସୋଟା ହେବା। ସେଥିପାଇଁ ସେମାନେ ଜିମ୍ ମଧ୍ୟ ଯାଆନ୍ତି ନିଜର ବଡି କରିବା ପାଇଁ। ତେବେ ଆମେ ମାନେ ଦେଖିଥିବା ପୁରୁଷ ମାନଙ୍କୁ ଦଳଦୀ ମିଶା କ୍ଷୀର ପିଇବା ପାଇଁ ସମସ୍ତେ କହିଥାଆନ୍ତି, ବାଧ୍ୟ ମଧ୍ୟ କରିଥାଆନ୍ତି। ଅନେକ ପିଲା ଅଛନ୍ତି ଯେଉଁମାନଙ୍କୁ ହଳଦୀ ମିଶା କ୍ଷୀର ପିଇବା ପାଇଁ ଭଲ ଲାଗିନଥାଏ ସେଥିପାଇଁ ସେମାନେ ପିଇ ନଥାନ୍ତି।


ତେବେ ହଳଦୀ ମିଶା କ୍ଷୀର ରେ ଅନେକ ପ୍ରକାର ପ୍ରୋଟିନ୍ ସବୁ ରହିଥାଏ। ହଳଦୀ ରେ ଆଣ୍ଟି ଅକ୍ସିଡେନ୍ଟ ଭରପୁର ମାତ୍ରା ରେ ରହିଛି। ହଳଦୀ ରେ କରକ୍ୟୁମିନ୍ ଆଣ୍ଟି ଅକ୍ସିଡେନ୍ଟ ଅନେକ ମାତ୍ରାରେ ଭରପୁର ରହିଛି। ଆଣ୍ଟିଅକ୍ସିଡେନ୍ଟ ଆପଣ ମାନଙ୍କୁ ଅନେକ ପ୍ରକାର ଅସୁବିଧା ରୁ ବଞ୍ଚାଇଥାଏ।ରାତିରେ ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ଅନେକ ଭଲ ହୋଇଥାଏ ଶରୀର ପାଇଁ। ଏହା ଦ୍ୱାରା ଦିନ ସାରା ର ଥକ୍କା ପଣ ଦୂର ହୋଇଥାଏ।ଏହା କେବଳ ଶୀତ ଦିନ ନୁହେଁ ବରଂ ଗରମ ଦିନ ମାନଙ୍କରେ ମଧ୍ୟ ପିଇବା ଉଚିତ୍। ଏହାକୁ ଶୋଇବା ପୂର୍ବରୁ ପିଇଲେ ଭଲ ନିଦ ମଧ୍ୟ ହୋଇଥାଏ ରାତିର। ତେବେ ଆମେ ଆଜି ଆପଣ ମାନଙ୍କୁ ହଳଦୀ କ୍ଷୀର ପିଇବା ଦ୍ୱାରା କଣ ସବୁ ଲାଭ ହୋଇଥାଏ, ସେହି ସମ୍ପର୍କରେ କହିବୁ।

1 . ୟୁମିନିଟି ପାୱାର୍ ବଢାଇଥାଏ :-

ହଳଦୀ ବାଲା କ୍ଷୀର ଆମ ଶରୀରରେ ଥିବା ୟୁମିନିଟି ପାୱାର୍ କୁ ବଢାଇବାରେ ସହାୟକ ହୋଇଥାଏ। ହଳଦୀ ର ବଳ କ୍ଷୀର ର ଔଷଧ ଗୁଣ ଠାରୁ କମ୍ ନୁହେଁ। ରାତିରେ ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ଗୋଟେ କପ୍ ପିଇବା ଦ୍ୱାରା ଏହା ଶରୀର କୁସଂକ୍ରମଣ ଓ ଫ୍ଲୁ ରୁ ବଞ୍ଚାଇଥାଏ।

2 . ଶୁଖିଲା ଖାସି ରୁ ଆରାମ ଦିଏ :-

ହଳଦୀ ଖାଇଲେ କଫ ର ମଳ ବାହାରେ ଓ ଶ୍ୱାସନଳୀ ରୁ ରୋଗକୁ ବାହାର କରିବାରେ ସହାୟକ ହୋଇଥାଏ। ଏହା ଶୁଖିଲା ଖାସି ରୁ ଆରାମ ଦେଇଥାଏ।

3 . ଥଣ୍ଡା ଖାସ ରୁ ଆରାମ ଦିଏ :-

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଋତୁ ବଦଳିବା ସହିତ କାଶ, ଥଣ୍ଡା ଆଦି ସମସ୍ୟା ସବୁ ଲାଗି ରହିଥାଏ। ସେମାନଙ୍କ ପାଇଁ ହଳଦୀ ମିଶା କ୍ଷୀର ଅନେକ ଆରାମ ଦାୟାକ ହୋଇଥାଏ। ଏଥିରେ ଆଣ୍ଟି ବାଇରାଲ୍ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ଯିଏ ଇନଫେକ୍ସନ୍ କୁ ଲଢିବାରେ ସହାୟକ ହୋଇଥାଏ।

4 . ଓଜନ କମ୍ ହେବ :-

ଗରମ କ୍ଷୀର ରେ ଡେଲି ଟିକେ ହଳଦୀ ମିଶାଇ ପିଇଲେ ଓଜନ ହ୍ରାସ ହୋଇଥାଏ। ଏହି କ୍ଷୀର କୁ ପିଇଲେ ଅନ୍ତ ଓ ପାଚନ ତନ୍ତ୍ର ସୁସ୍ଥ ରଖେ। ଜିଆ ଓଜନ କୁ ଦୃତ ଗତିରେ ହ୍ରାସ କରେ।

5 . ନିଦ ଗଭୀର ହୁଏ :-

ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ପିଇଲେ ତାହା ବହୁତ ଲାଭବାନ୍ ହୋଇଥାଏ। ତେଣୁ ଶୋଇବା ର ଅଧ ଘଣ୍ଟା ପୂର୍ବରୁ ହଳଦୀ ମିଶା କ୍ଷୀର ପିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।