ଦେଖନ୍ତୁ ଭିଡିଓ – ସାହାଯ୍ୟ କର ଏହି ପରି ଆକୁତି ବିନତି ହୋଇ ସାହାଯ୍ୟ ମାଗିଲେ ଏହି ବାପା ମା ଦୁଇଜଣ ଏହି ଭିଡ଼ିଓ କୁ ଅଧିକରୁ ଅଧିକ share କରନ୍ତୁ।

0

ଆମ ଦେଶ ରେ ଅନେକ ଲୋକ ରହିଛନ୍ତି , ଯେଉଁ ମାନେ ବହୁତ ଗରିବ । ତାଙ୍କ ପାଖରେ ଖାଇବାକୁ ପିଇବକୁ ପାଖରେ ପଇସା ନାହିଁ , ଆଉ ଯାହା ପାଇଁ ସେମାନେ ଅନେକ ଅସୁବିଧାରେ ସମୁଖୀନ ହେଉଛନ୍ତି। ଆମ ଦେଶ ବା ରାଜ୍ୟ ଅନେକ ଯାଇଛି ସତ କିନ୍ତୁ ଆଜିବି ଅନେକ ଲୋକ ବହୁତ ଅସୁବିଧା ରେ ରହିଛନ୍ତି। ଦେଶ ରେ ବିଜ୍ଞାନ ର ଅଗ୍ରଗତି ଯୋଗୁ । ଅନେକ ନୂଆ ନୂଆ ଜିନିଷ ସବୁ ଦେଖିବାକୁ ମିଳୁଛି , ଯାହା ଆମ କୁ ବହୁତ ସାହାଯ୍ୟ କରୁଛି। ତେବେ ସରକାର ଲୋକ ଙ୍କ ସୁବିଧା ପାଇଁ ଅନେକ କିଛି ଯୋଜନା କରୁଛନ୍ତି,ତା ସହ ଏହି ଲୋକ ଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦେଉଛନ୍ତି। ଦେଶ ରେ ଗରିବ ଲୋକ୍ ଙ୍କ ସଂଖ୍ୟା ଅନେକ ରହିଛି।

ତେବେ ଏହାର ସମାଧାନ ର ରାସ୍ତା ବାହାର କରୁ ନାହାନ୍ତି ସରକାର,ଯାହା ପାଇଁ ଦେଶ ର ଲୋକ ମାନଂକର ଆଜି ଏହି ପରିସ୍ଥିତି ସୃଷ୍ଟି ହେଉଛି।ଲୋକ ମାନେ ଏହି ଅଭାବି ସହି ନ ପାରି ଆତ୍ମହତ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ଦେଶ ରେ ଅନେକ ଛୁଆ ପ୍ରତିଦିନ ଜନ୍ମ ହେଉଛିନ୍ତି । ତେବେ ତାଙ୍କ ଭିତରୁ ଅନେକ ଛୁଆ ସୁସ୍ଥ ଓ ସୁନ୍ଦର ହେଉଛନ୍ତି,କିନ୍ତୁ ଆଉ କିଛି ଛୁଆ ଜନ୍ମ ହୋଇ ଥାନ୍ତି।ଯେଉଁ ମାନଂକର ହାତ ଗୋଡ଼ ସିଧା ନ ଥାଏ , ମୁଣ୍ଡ ଯୋଡି ହୋଇ ରହି ଥାଏ , ଆଉ ବୟସ ବଢିବା ସହ ସେମାନେ ଠିକ ଭାବରେ ଚାଲି ପାରନ୍ତି ନାହିଁ । ତେବେ ଏହା ତାଙ୍କ ପରିବାର ଲୋକ ଙ୍କ ପାଇଁ ଅନେକ ଦୁଃଖ ଆଣି ଦେଇ ଥାଏ। ତେବେ ଯେଉଁ ବାପା ମା ମାନେ ଗରିବ ,ସେମାନେ ତାଙ୍କ ପିଲା ର ଚିକିତ୍ସା କରି ପାରନ୍ତି ନାହିଁ ।

ତାଙ୍କ ପାଖରେ ପଇସା ର ଅଭାବ ଯୋଗୁ ସେମାନେ ଚିକିତ୍ସା କରିବା ପାଇଁ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି। ତେବେ ନିଜ ଆଖିରେ ନିଜ ପିଲା କୁ ଏମିତି କଷ୍ଟ ପାଉ ଥିବାର ଦେଖି କୌଣସି ବି ବାପା ମା ଖୁସି ହୋଇ ପାରନ୍ତି ନାହିଁ। ତେବେ ସେମାନେ ନିଜ ପିଲା କୁ ଭଲ କରିବା ପାଇଁ ଅନେକ ଚେଷ୍ଟା କରି ଥାନ୍ତି। ତେବେ ଆପଣ ମାନେ ଜାଣିଛନ୍ତି ଯେ , ଆଜି ର ଏହି ଆଧୁନିକ ଯୁଗ ରେ ସମସ୍ତ ଜିନିଷ ବହୁତ ମହଙ୍ଗା ହୋଇ ଗଲାଣି ଯାହା ପାଇଁ ଗରିବ ଓ ମଧ୍ୟବିତ୍ତ ପରିବାର ଲୋକ ମାନେ ଅନେକ ସମସ୍ୟା ର ସମୁଖୀନ ହୋଇ ଥାନ୍ତି।

ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ,ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ,ଆଉ ସେହି ଦୃଶ୍ଯ ଅତି ଦୁଖଦଃ । ତେବେ ଜଣେ ଦିନ ମଜୁରିଆ ର ଦୁଇଟି ପୁଅ ଚାଲି ପାରନ୍ତି ନାହିଁ , କଥା କହି ପାରନ୍ତି ନାହିଁ , ଖାଇ ପାରନ୍ତି ନାହିଁ ।ତେବେ ସେମାନେ ବହୁତ ଗରିବ ହୋଇ ଥିବାରୁ ନିଜ ପିଲା ର ଚିକିତ୍ସା କରି ପାରୁ ନାହାନ୍ତି।ତେବେ ତା ସହ ତାଙ୍କ ସ୍ତ୍ରୀ ଙ୍କ ଆଖି କୁ ରାତି ରେ ଦେଖା ଯାଏ ନାହିଁ।ସେ ରାତି ରେ କୌଣସି କାମ କରି ପାରନ୍ତି ନାହିଁ,ଆଉ ତାଙ୍କ ମା ଜଣେ ଛୋଟା , ସେ ଭଲ ଭାବେ ଚାଲି ପାରନ୍ତି ନାହିଁ। ଏହି ଲୋକ ଦିନ ମଜୁରିଆ ହୋଇ ଥିବାରୁ ଯାଉ ଦିନ ପଇସା ପାଏ ସେଦିନ ଘରେ ଚୁଲି ଜଲେ ,ନହେଲେ ସେମିତି ଉପାସ ରେ ରହି ଥାନ୍ତି। ତେବେ ତାଙ୍କ ପରିବାର ଲୋକ ସବ୍ୟସାଚି ବାବୁ ଙ୍କୁ କିଛି ଆର୍ଥିକ ସହାୟତା ମାଗିଛନ୍ତି ଓ ଅନେକ କାକୁତି ମିନତୀ ହୋଇ ନିଜର ପିଲା ର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି। ତେବେ ସେମାନଙ୍କ ପରିବାର ଗରିବ ହୋଇ ଥିବାରୁ ଅନେକ ଅସୁବିଧା ରେ ରହୁଛି। ତେଣୁ ତାଙ୍କୁ କିଛି ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି।

ସବ୍ୟସଚୀ ଭାଇ ମୋତେ ସାହାଯ୍ୟ କର, ସବ୍ୟସଚୀ ଭାଇ ମୋତେ ସାହାଯ୍ୟ କର ଏହି ପରି ଆକୁତି ବିନତି ହୋଇ ସାହାଯ୍ୟ ମାଗିଲେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ବୋରି ଗ୍ରାମର ଓମ୍ ଓ ସାହିଙ୍କ ବାପା କୁଶ ସାହୁ। ଏହି ଭିଡ଼ିଓ କୁ ଅଧିକରୁ ଅଧିକ share କରନ୍ତୁ। Mob no 9778881053 , 8280093387 @sabyaactor @CMO_Odisha @Ganjam_Admin @otvnews

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।