ଦେଖନ୍ତୁ live ଭିଡିଓ – ମନ୍ଦିରରେ ପୂଜା କରୁଥିବା ବେଳେ ବିଧାୟକଙ୍କ ହେଲା ମୃତ୍ୟୁ ଏଭଳି ଭିଡ଼ିଓ ଦେଖିବା ପାଇଁ ଲୋକ ସେୟାର କରିଚାଲିଛନ୍ତି

0

ବେଳେ ବେଳେ ଆମ ସହ ଏମିତି ସବୁ ଘଟଣା ଘଟେ ଯାହା ଆମେ କେବେ ଭାବି ନ୍ ଥିବା ।ତେବେ ଏହା ଆମ କୁ ଅନେକ ଅସୁବିଧାରେ ପକାଇ ଥାଏ। ତେବେ ଆଗକୁ କଣ ହେବ ତାହା ଆମ କୁ ଜଣା ନ ଥାଏ, ତେଣୁ ଅଜାଣତ ରେ ଅନେକ ଅସୁବିଧାରେ ପଡି ଥାଉ।ତେବେ ଏହା ର କୌଣସି ସମାଧାନ ନଥାଏ,କାରଣ ଆଗକୁ କଣ ଘଟିବ , ଏହା ଆମ କୁ ଜଣା ନ ଥାଏ । ତେଣୁ ଏହି ଅସୁବିଧା ରୁ ଆମେ ବାହରି ପାରୁ ନାହିଁ।ତେବେ ଆପଣ ମାନେ ଦେଖି ଥିବେ କି ଅନେକ ଲୋକ ଙ୍କର ହଠାତ ଦୁର୍ଘଟଣା ହୋଇ ଯାଏ। ଆଉ ସେଥିରେ ତାଙ୍କର ମୁର୍ତ୍ୟୁ ହୋଇ ଯାଏ। ତେବେ ଏହା ଘଟିବ ବୋଲି ନା ସେ ଜାଣି ଥିଲେ ନା ଆଉ କୌଣସି ଲୋକ।ତେବେ ଆମକୁ ପ୍ରଥମ ରୁ ସତର୍କ ରହିବା ଆବଶ୍ୟକ। ତେବେ ଖାଲି ମୁର୍ତ୍ୟୁ ନୁହଁ ଅନେକ ପ୍ରକାର ରୋଗ , ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ହଟାତ ଘଟିବାର ଆମେ ଦେଖି ଥାଉ , ଯାହା ଆମେ ଦେଖିଲା ପରେ ଆମେ ଚକିତ ହୋଇ ଯାଉ।

ତେଣେ ସେମିତି ଘଟଣା ସମାଜ ରେ ଅନେକ ଦେଖିବାକୁ ମିଳୁଛି। ଯାହା ଆମେ କେବେ ଆଗରୁ ଦେଖି ନ ଥିବା, ଆଉ ଏହି ସବୁ ଘଟଣା ଆମ ସହ ବେଳେ ବେଳେ ଘଟି ଯାଏ।ତେବେ ଏହି ସବୁ ଘଟଣା ହଟାତ ରେ ହେବାର ଆମେ ଦେଖିଛେ,ଯାହା ଦ୍ୱାରା ଆମର ବା ଅନ୍ୟ ଲୋକ୍ ଙ୍କର ବହୁତ କ୍ଷତି ହୋଇ ଥାଏ। ତେବେ ଏହା ସହ ଅଚାନକ ମୁର୍ତ୍ୟୁ ମଧ୍ୟ ଆସିଯାଏ। ତେବେ ଆପଣ ଦେଖି ଥିବେ କି ହଟାତ ଜଣେ ଲୋକ ଟି ବସି ଥିବ , ଏବଂ ତାର ଦେହ ଖରାପ ହୋଇ ଯାଏ,ଆଉ ସେ ମରି ଯାଏ । ତେବେ ଏହି ସବୁ ଘାଟଣା ଏବେ ଅଧିକ ଦେଖିବାକୁ ମିଳୁଛି।ତେବେ ଏହାର କୌଣସି ସମାଧାନ ନ ଥିବାରୁ ଆମେ ଏହି ଘଟଣା ର ଶିକାର ହେଉଛେ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ଟି କଣ।

ତେବେ ଏହି ଘଟଣା ଟି ମଧ୍ୟପ୍ରଦେଶର ର ବୈତୁଲ୍ ଜିଲ୍ଲା ର ଘଟିଛି। ତେବେ ମନ୍ଦିରରେ ପୂଜା କରୁ ଥିବା ସମୟ ରେ ସେଠାରେ ଜଣେ ପୂର୍ବତନ ବିଧୟକ୍ ଙ୍କ ମୁର୍ତ୍ୟୁ ହୋଉଛି।ତେବେ ସେହି ପୂର୍ବତନ ବିଧାୟକ ହେଉଛନ୍ତି। ବିନୋଦ ଡାଗା ପ୍ରତିଦିନ ଭଳି ଧନତେରାସ ଦିନ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ ସେ ସର୍ବପ୍ରଥମେ ଭଗବାନ ପାର୍ଶ୍ଵନାଥଙ୍କ ପୂଜା କରିଥିଲେ। ଏହା ପରେ ସେ ପଶ୍ଚାତ ଦାଦା ଗୁରୁଦେବ ମନ୍ଦିରର ପରିକ୍ରମା କରିବା ପରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ତେବେ ପୂଜା ଶେଷ କରିବା ପରେ ଦାଦା ଗୁରୁଦେବଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ ହେଉଥିବା ସମୟରେ ହଠାତ ସେ ତଳେ ପଡ଼ି ଯାଇଥିଲେ। ଏହି ଘଟଣାର ଦୃଶ୍ୟ ମନ୍ଦିର ବେଢ଼ାରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା।

ତେବେ ଯେତେବେଳେ ପୁରୋହିତ ଏହି ଘଟଣା ସମ୍ପର୍କ ରେ କହି ଥିଲେ , ସେତେବେଳେ ଲୋକ ଙ୍କୁ ଅବଗତ ହୋଇ ଥିଲା । ଆଉ ତାଙ୍କୁ ଡାକ୍ତରଖାନା ରେ ଭର୍ତି କରା ଯାଇ ଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି କହି ଥିଲା।ଡାଗା ପରିବାରର ଘନିଷ୍ଠ ସମ୍ପର୍କୀୟ ଥିବା ଉଷାବ ଗୋଠି କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା,ଏହି ମୁର୍ତ୍ୟୁରେ ଦାଦାଙ୍କୁ ମୁକ୍ତି ମିଳିଛି।ସେ ଗୁରୁ ମହାରାଜଙ୍କଠାରୁ ଶୁଣିଥିଲୁ ଯେ ଏଭଳି ମୁକ୍ତି ମିଳିଥାଏ କିନ୍ତୁ ନିଜ ଆଖିରେ ଦେଖିଛନ୍ତି ବୋଲି କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।