Health Tips – ରସୁଣ ମାଧ୍ୟମରେ 5 ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ- କେମିତି ଜାଣନ୍ତୁ

0

ଆପଣ ମାନେ ଜାଣି ଥିବେ କି ଗୋଟେ ସ୍ତ୍ରୀ ପାଖରେ ମା ହେବାର ଖୁସି ସବୁଠୁ ଅଧିକ ହୋଇ ଥାଏ। ଏହା ଭଗବାନ ଙ୍କ ଦାନ । ତେବେ ଆପଣ ମାନେ ଜାଣି ଥିବେ କି ଯଦି ଗୋଟେ ନାରୀ ମା ହୁଏ , ତାହାଲେ ତା ଆଖ ପାଖ ଲୋକ ପରିବାର ଲୋକ ବହୁତ ଖୁସି ହୋଇ ଥାନ୍ତି, ଆଉ ଏହି ଖୁସି ପାଇଁ ଉତ୍ସବ ପାଳନ କରି ଥାନ୍ତି। ତେବେ ଆମ ଦେଶ ରେ ଝିଅ ମାନଙ୍କ ଜନ୍ମ ହେବାକୁ କେହି ପସନ୍ଦ କରନ୍ତି ନାହିଁ। ଝିଅ ଜନ୍ମ ହେଲେ କେହି ଖୁସି ହୁଅନ୍ତି ନାହିଁ , ଉତ୍ସବ ପାଳନ୍ତି ନାହିଁ, ଆଉ ଝିଅ ଜନ୍ମ ହେଲେ ସମସ୍ତେ ବୋଝ ବୋଲି ଭାବନ୍ତି ,ଆଉ ଏହି ଚିନ୍ତାଧରା ପାଇଁ ଝିଅ ମାନେ ଆଜି ତଳେ ରହିଛନ୍ତି। ତାଙ୍କୁ ଆଗକୁ ବଢିବାର କୌଣସି ସୁଯୋଗ ଦିଆ ଯାଉ ନାହିଁ।


ତେବେ ଆପଣ ମାନେ ଜାଣି ଥିବେ କି ଯେତେବେଳେ ଜଣେ ନାରୀ ଗର୍ବବତି ହୁଏ , ସେତେବେଳେ ସେ ତାଙ୍କ ପରିବାର ଲୋକ ଜାଣିବାକୁ ଚାଁହାନ୍ତି ଯେ, ଆସିବା କୁ ଥିବା ପିଲା ଟି ପୁଅ ହେବ ନା ଝିଅ । ଆଜିର ଯୁଗ ହେଉଛି ବିଜ୍ଞାନ ର ଯୁଗ।ବିଜ୍ଞାନ ର ଅଗ୍ରଗତି ଯୋଗୁ ଏହା ପାଇଁ ଏକ ଯନ୍ତ୍ର ଆବିଷ୍କାର ହୋଇଛି। ତେବେ ଅନେକ ଲୋକ ଏହା ଦ୍ୱାରା ଝିଅ ଯଦି ଅଛି ଜାଣିଲେ , ତହାଲେ ପିଲା କୁ ନଷ୍ଟ କରିଦେଇ ଥାନ୍ତି।ତେଣୁ ସରକାର ଏହାକୁ ଆଇନଗତ୍ ଅପରାଧ ବୋଲି କହିଛନ୍ତି।ତେବେ ଏହା ଦ୍ଵାରା ଗୋଟିଏ ପରେ ଗୋଟିଏ ପିଲା କୁ ନଷ୍ଟ କରି ଦିଆ ଗଲା ।

ତେଣୁ ସରକାର ଏହାକୁ ବନ୍ଦ କରିଦେଇଛନ୍ତି।ତେବେ ଅନେକ ସ୍ଥାନ ରେ ମଧ୍ୟ ଅନେକ ଲୋକ ଅଧିକ ଟଙ୍କା ନେଇ ଅଲଟ୍ରାସାଉଣ୍ଡ କରାଇ ପୁଅ ଅଛି କି ଝିଅ ଜଣାଇ ଦେଉଛନ୍ତି। ତେବେ ଆଜିବି ଲୋକ ଙ୍କ ମନ ରେ ସେହି ନୀଚ ଚିନ୍ତାଧରା ରହିଛି। ତେବେ ଆପଣ ଯଦି ଏହାକୁ ଜାଣିବାକୁ ଚାଁହୁଚନ୍ତି। ତାହାଲେ ଏହା ପାଇଁ ଏକ ଘୋରୋଇ ଉପଚାର ରହିଛି ଯାହା ଦ୍ୱାରା ଆପଣ ମାନେ ଗର୍ଭ ରେ ପୁଅ ଅଛି କି ଝିଅ ଜାଣି ପାରିବେ।


ତେବେ ଏହି ଉପଚାର ପୁରା ପ୍ରାକୃତିକ ।ଯାହା କରିବା ଦ୍ୱାରା ଆପଣ ଙ୍କ ଗର୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏହା ପୁରା ପୁରୀ ନିରାପଦ । ତେବେ ଆପଣ ଏହି ଉପଚାର ରସୁଣ ସାହାଯ୍ୟ ରେ କରିବେ । ବିଜ୍ଞାନ ସାହାଯ୍ୟରେ ଆଜିକାଲି ଜଙ୍ଗଲରେ ରହୁଥିବା ଲୋକ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲେଣି । ବିଜ୍ଞାନ ସବୁବେଳେ ନୂଆ ନୂଆ ଟେକ୍ନିକ୍ ଖୋଜି ନିଜକୁ ଆଗକୁ ଅଗ୍ରସର କରୁଛି । ବୈଜ୍ଞାନିକ ମାନେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ରସୁଣ ସାହାଯ୍ୟ ରେ ଏହା କେମିତି ସମ୍ଭବ ହେବ ବୋଲି ସମସ୍ତ ଙ୍କ ମନ ରେ ପ୍ରଶ୍ନ ରହିଛି।

ତେବେ ଏହା ଅନେକ ସମୟ ରେ ସତ ହୋଇଛି। ତେବେ ଆପଣ ଯଦି ଜାଣିବାକୁ ଚାଁହୁଚନ୍ତି ତାହାଲେ ରସୁଣ ଖାନ୍ତୁ ଆଉ ଏହାକୁ ଖାଇବା ପରେ ଯଦି ମହିଳାଙ୍କ ମୁହଁରୁ ଦୁର୍ଗନ୍ଧ ବାହାରେ ତ ପୁଅ ହୋଇପାରେ । ଯଦି ଦୁର୍ଗନ୍ଧ ନବାହାରେ ତ ଝିଅ ହୋଇପାରେ ,କିନ୍ତୁ ଏଥିରେ ନିଶ୍ଚିନ୍ତ ହୋଇପାରିବେନାହିଁ ହେଲେ ଅନୁମାନ କରାଯାଇପାରିବ । ଅର୍ଥାତ ଏହା ଯେ ସମ୍ପୁର୍ଣ୍ଣ ରୂପେ ଠିକ ହେବ ବୋଲି ଦାବି କରାଯାଇ ପାରିବ ନାହିଁ। ହେଲେ ଏହି ଉପାୟ ବହୁତ ସ୍ଥାନ ରେ ସତ ବୋଲି ପ୍ରମାଣିତ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।