ଦେଖନ୍ତୁ ଭିଡିଓ – ପ୍ରଥମଥର ପାଇଁ live ରେ ସମସ୍ତ ସତ୍ୟତା ସାମନ୍ନାକୁ ଆଣିଲେ କାହିଁକି ବିବାହ କରି ପାରୁ ନାହାଁନ୍ତି ଓ କାହାକୁ ଅପେକ୍ଷୋ କରି ଅଛନ୍ତି

0

ପ୍ରତେକ ଲୋକ ନିଜ ଜୀବନ ରେ ଖୁସି ରହିବାକୁ ପସନ୍ଦ କରନ୍ତି । ଏଥି ପାଇଁ ସେମାନେ ଖୁସି ର ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଯାତ୍ରା ର ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ , ଯାତ୍ରା , ନାଚ , ଗୀତ ଆଦି ଦେଖି ନିଜର ମନରଞ୍ଜନ୍ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ , ପୁରୁଣା ହେଉ ବା ନୂଆ । ସମସ୍ତେ ଫିଲ୍ମ ଦେଖି ଥାନ୍ତି,ଆଉ ତା ସହ ଅନେକ ଲୋକ ଯାତ୍ରା କୁ ମଧ୍ୟ ପସନ୍ଦ କରନ୍ତି । ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ , ଯାତ୍ରା ଆଦି ଦେଖି ଥାନ୍ତି,ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି।

ତେବେ ଆପଣ ମାନେ ଜାଣି ଥିବେ କି ପ୍ରତେକ ଲୋକ ର ଜୀବନ କେତେ କଷ୍ଟ ହୋଇ ଥାଏ,ଦି ମୁଠା ଖାଇ ଭଲ ରେ ରହିବା ପାଇଁ ଲୋକ ମାନେ କେତେ ସଙ୍ଘର୍ଷ କରୁଛନ୍ତି। ତେବେ ପ୍ରତେକ ଲୋକ କିଛି ନା କିଛି କାର୍ଯ୍ୟ କରି ନିଜର ପେଟ ପୋଷି ଥାନ୍ତି। ତେବେ ଲୋକ ମାନେ ଅଭିନୟ କ୍ଷେତ୍ର ରେ ମଧ୍ୟ କାର୍ଯ୍ୟ କରି ନିଜର ପେଟ ପୋଷି ଥାନ୍ତି । ତେବେ ସେହି କ୍ଷେତ୍ର ରେ ଅନେକ ଲୋକ ଙ୍କୁ ବହୁତ କିଛି ଶୁଣିବାକୁ ପଡି ଥାଏ। ତେବେ ଆପଣ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ବିଷୟ ରେ ଶୁଣି ଥିବେ , ସେ ଯାତ୍ରା ରେ ନାଚ ଗୀତ ଦେଖାଇ ଆଉ ତା ସହ ଅନେକ ଫିଲ୍ମ , ସିରିଏଲ ରେ ମଧ୍ୟ କାର୍ଯ୍ୟ କରିଛି। ତେବେ ପ୍ରତେକ ଲୋକ ତାଙ୍କୁ ଖରାପ କହି ତାଙ୍କୁ ଆଜି ସମାଜ ଆଗରେ ନିନ୍ଦା ର ପାତ୍ର କରି ଦେଇଛନ୍ତି।ତେବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇ ଥିଲା।

ତେବେ ସେ ସେହି ଭିଡିଓ ରେ କହୁଛନ୍ତି କି ଯେ ସେ ସତ କହୁଛନ୍ତି ବୋଲି ତାଙ୍କୁ ଆଜି ଲୋକ ମାନେ ଖରାପ ସେଜେଇ ନିନ୍ଦା କରୁଛନ୍ତି। ତେବେ ସେ ଯାତ୍ରା କଳାକାର ନୁହନ୍ତି ସେ ଯାତ୍ରା ରେ କେବେଳ ଗୋଟେ ନାଚ ବା ଗୀତ ଦେଖାଇ ପଇସା ପାନ୍ତି, କିନ୍ତୁ ତାଙ୍କୁ ଲୋକ ଖରାପ କହୁଛନ୍ତି,ଆଉ ଏଥି ପାଇଁ ତାଙ୍କର ପରିବାର ମଧ୍ୟ ରେ ଫାଟ ସୃଷ୍ଟି ହେଲା , ତାଙ୍କର ବାହାଘର ଭାଙ୍ଗି ଗଲା । ଆଉ ତା ସହ ସେ ଲୋକ ଙ୍କ ଠୁ ଟିକେ ଭଲ ପାଇବା ଚାଁହୁଚନ୍ତି, କିନ୍ତୁ ଲୋକ ମାନେ ତାଙ୍କୁ ଅନେକ ଖରାପ କଥା କହୁଛନ୍ତି। ତେବେ ସେ ନିଜର ସ୍ୱାର୍ଥ ପାଇଁ କିଛି କରି ନାହାନ୍ତି ବୋଲି କହିଛନ୍ତି।

ତେବେ ସେ ଯାହା କରିଛନ୍ତି ଅନ୍ୟର ଖୁସି ପାଇଁ। ସେ ଯାତ୍ରା କଳାକାର ମାନଙ୍କ ପାଇଁ ହିଁ ରାସ୍ତା କୁ ଉଲାହି ଆସି ଥିଲେ,କିନ୍ତୁ ସେହି କଳାକାର ମାନେ ତାଙ୍କୁ ଅନେକ କଥା କହିଛନ୍ତି।ତାଙ୍କ ଅବଦାନ ପାଇଁ ତାଙ୍କୁ କେହି ଭଲ ବୋଲି କହୁ ନାହାନ୍ତି, ଯାହା ପାଇଁ ସେ ବହୁତ ଦୁଃଖିତ ଅଛନ୍ତି। ତେବେ ଆଜିବି ତାଙ୍କ ମନ ରେ ଅନେକ ଆଶା ରହିଛି ଯାହାକୁ ସେ ପୂରଣ କରିବା କୁ ଚାଁହାନ୍ତି। ତେବେ ସେ କହିଛନ୍ତି କି ସେ କାହାରି ପଇସା ମାରୁ ନାହାନ୍ତି କି ଦେହ ବେପାର ମଧ୍ୟ କରୁ ନାହାନ୍ତି,କିନ୍ତୁ ତାକୁ ଲୋକ ମାନେ ନିନ୍ଦା କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।