ଶନିବାର ଦିନ ହନୁମାନ ମନ୍ତ୍ର କୁ ଜପ କରନ୍ତୁ 3 ଥର 24 ଘଣ୍ଟା ମାଗିଥିବା ମଧ୍ୟରେ ଫଳ ନିଶ୍ଚୟ ପାଇବେ

0

ବର୍ତ୍ତମାନ ର ଆଧୁନିକ ଯୁଗ ରେ ମଣିଷ ତନ୍ତ୍ର ବିଦ୍ୟା ପ୍ରତି ଧୀରେ ଧୀରେ ନିଜର ବିଶ୍ୱାସ ହରାଇଦେବାକୁ ବସିଛି। ଏହା ଅନ୍ଧ ବିଶ୍ୱାସ ବୋଲି କହି ମଣିଷ ସମସ୍ତ ଙ୍କୁ ସଚେତନ ତାର ବାର୍ତା ଦେଉଛି। ହେଲେ ସତ କଥା ହେଉଛି କି ତନ୍ତ୍ର ଶାସ୍ତ୍ର ରେ ଏମିତି ଅନେକ ବିଦ୍ୟା ରହିଛି ଯାହା କି ବହୁତ ଶକ୍ତି ସାଳି ଅଟେ ଓ ଏହା କରିବା ଦ୍ୱାରା ହେଉଥିବା ପରିବର୍ତନ ଆପଣଙ୍କ ସମ୍ନା ରେ ହୋଇ ଥାଏ। ମଣିଷ ସାଧାରଣତ ତନ୍ତ୍ର ଶାସ୍ତ୍ର ର ପ୍ରୟୋଗ ନିଜ ର ଆଶା ଆକାଂକ୍ଷା କୁ ପୁରାଣ କରିବା ପାଇଁ କରି ଥାଏ। ଯାହା ଫଳରେ ସେ ଏହି ତନ୍ତ୍ର ବିଦ୍ୟା ଦ୍ୱାରା ସେ ସବୁ କୁ ପୁରଣ କରିବା କୁ ଚେଷ୍ଟା କରି ଥାଏ। କିନ୍ତୁ ଅନେକ ସମୟରେ ଏହି ତନ୍ତ୍ର ବିଦ୍ୟା ର ରୟାଗ କରୁଥିବା ବ୍ୟକ୍ତି।ମାନେ ନିଜେ ବହୁତ ଅସୁବିଧା ର ସମ୍ମୁଖୀନ ହୋଇ ଥାନ୍ତି। କାହିଁକି ନା ତନ୍ତ୍ର ବିଦ୍ୟା ର ସଠିକ ପ୍ରୟୋଗ ବିଧି ବିଷୟରେ ଏମାନେ ଜାଣି ନଥାନ୍ତି।


ତନ୍ତ୍ର ବିଦ୍ୟା ପ୍ରୟୋଗ କରି ଅନ୍ୟକୁ ଅସୁବିଧା ରେ ପକାଇବା ପାଖରୁ ଆରମ୍ଭ କରି ଧନ ଆଗମନ କରାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ଭବ ଅଟେ। ତେଣୁ ଏହି ତନ୍ତ୍ର ଶାସ୍ତ୍ର ଅନୁସାରେ ଏହି ବିଦ୍ୟା ଦ୍ୱାରା ଅନେକ ପ୍ରକାର ର ସିଦ୍ଧ କାର୍ଯ୍ୟ କରାଯାଇ ଥାଏ। କିନ୍ତୁ ଏହା କୁ ଠିକ ଭାବରେ ଓ ଠିକ ଉପାୟ ରେ କରିବା ଉଚିତ। ତନ୍ୟର ଶାସ୍ତ୍ର ରେ ଏପରି ଅନେକ ମନ୍ତ୍ର ରହିଛି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣ ଆପଣଙ୍କ ଆଖି ଆଗରେ ପରିବର୍ତନ ଦେଖି ପାରିବେ।

ତେବେ ଧନ ପ୍ରାପ୍ତି କରିବାର ଇଛା ସମସ୍ତ ଙ୍କ ର ଥାଏ। କିଂନ୍ତୁ ଏହା ସମସ୍ତ ଙ୍କ ଭାଗ୍ୟରେ ନଥାଏ। ତେବେ ଅଅନ ଯଦି ଧନ ପାଇବା ପାଇଁ ଚାହୁଁଛନ୍ତୁ ତାହାଲେ ଆପଣ ନିଶ୍ଚୟ ଏହି ତନ୍ତ୍ର ବିଦ୍ୟା କୁ ଆପଣାନ୍ତୁ ଦେଖିବେ ଆପନଙ୍କ ଜୀବନରେ ଧନ ର ବର୍ଷା ହେବାକୁ ଲାଗିବ । ତେବେ ଏହି ବିଦ୍ୟାକୁ ଆପଣ ଯଦି ଅମାବାସ୍ୟା ଦିନ କରିବେ ତାହାଲେ ନିଶ୍ଚୟ ଆପଣ ଏହାର ସଫଳ ତା ପାଇ ପାରିବେ। କିନ୍ତି ଆପଣ ଏହି ଉପାୟ କୁ ଶନିବାର ଦିନ ମଧ୍ୟ କରିପାରବେ। କିନ୍ତୁ ଏହା କେବଳ ରାତି 12 ରୁ 1 ମଧ୍ୟରେ କରିବା ଉଚିତ।

ଏହା ପାଇଁ ଆପଣ ପ୍ରଥମେ ଗୋଟେ ଥାଳି ରେ କିଛି କର୍ପୂର ଓ ଘିଅ ଆଣନ୍ତୁ ଓ ଏହା କୁ ଜଳାନ୍ତୁ। ଓ ଆପଣଙ୍କ ସମ୍ନା ରେ ମାତା ଲକ୍ଷ୍ମୀ ଙ୍କ ର ପ୍ରତୀମା ରଖନ୍ତୁ । ଜଳାଇବା ପରେ ଆପଣ ଏହି ମନ୍ତ୍ର ଟିକୁ ଯପ କରନ୍ତୁ। ମନ୍ତ୍ର ଟି ହେଉଛି-

ଓଁ ଶ୍ରୀନ ହୃନ କ୍ଲି ତ୍ରିଭୁବନ ମହାଲକ୍ଷମେୟୀ ଅସମାକମ୍ ଦରିଦ୍ର ନାସାୟା ଧନ ଦେହୀ ଦେହୀ କିଂ ହଲିଂ ଶ୍ରୀନ ଓଁ।।

ଏହି ମନ୍ତ୍ର ଟିକୁ 108 ଥର ଯପ କରନ୍ତୁ। ଏହି ପରି 4 ଟି ଶନିବାର କରନ୍ତୁ। ଦେଖିବେ ଏହା ଦ୍ୱାର ମାତା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ଓ ଆପଣଙ୍କ ପାଖକୁ ପ୍ରଚର ଧନ ର ଆଗମନ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।