ଡ୍ରିମଗାର୍ଲ ଅପରାଜିତା ଙ୍କର ଉପରେ କିଛି ରମାଞ୍ଚକ ତଥ୍ୟ ଯାହା ଆପଣ ଆଗରୁ କେବେ ଜାଣିନଥିବେ….

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ସବୁବେଳେ ନିଜର ଫୋଟ , ଆଲବମ ଏପରି କି ନିଜର ହବି ବିଷୟରେ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲୋକମାନଙ୍କ ସାମ୍ନା କୁ ଆସିବାକୁ ପସନ୍ଦ କରିଥାନ୍ତି । ଖାଲି ଏତିକି ନୁହେଁ ବରଂ ଆମ ସାମାଜିକ ଗଣମାଧ୍ୟମ ର କାର୍ଯ୍ୟକରୁଥିବା ବ୍ୟକ୍ତି ମାନେ ମଧ୍ୟ ଫିଲ୍ମ ର କଳାକାର ମାନଙ୍କର ତଥା ସେମାନଙ୍କ ର ପରିବାର ର ସମସ୍ତ ତଥ୍ୟ କୁ ଲୋକମାନଙ୍କ ଆଗକୁ ଆଣିଥାନ୍ତି । କାରଣ ପ୍ରାୟତଃ ଲୋକମାନେ ଟିଭି ଓ ଫିଲ୍ମ ର କଳାକାର ମାନଙ୍କ ବିଷୟରେ ଜାଣିବାକୁ ଇଛୁକ ରହିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ଓଡ଼ିଆ କାଳକାଳ ଙ୍କର ବିଷୟରେ ଜଣେଇବୁ ।


ଉଲେଖଯୋଗ୍ୟ ଯେ, ଯେତେବେଳେ ଆମେ ଓଡ଼ିଆ ସିନେମା କଥା କହୁ ସେତେବେଳେ ଆମ ଆଖି ଆଗକୁ ଅନେକ ଲୋକପ୍ରିୟ ଚେହେରା ଆସିଥାଏ ଆଉ ସେହି ଚେହେରା ମଧ୍ୟରୁ ଏକ ଚେହେରା ହେଉଛି ଓଡ଼ିଆ ସିନେମା ର ଅଲ ରାଉଣ୍ଡର ଅପରାଜିତା ମହାନ୍ତି। ତେବେ ଅପରାଜିତା ଯେମିତି ତାଙ୍କର ନାମ ଠିକ ସେମିତି ସେ କେବେବି ହାରନ୍ତି ନାହିଁ ବରଂ ସବୁବେଳେ ନିଜର ଅଭିନୟ ଦ୍ବାରା ଲୋକମାନ ଙ୍କର ମନ କି ଜିତି ନେଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଅପରାଜିତା ମହାନ୍ତି ଙ୍କ ଜନ୍ମ ,ପରିବାର ଓ ଅଭିନୟ ଜୀବନ ବିଷୟରେ ଆଲୋଚନା କରିବାକୁ ଯାଉଛୁ।


ତେବେ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଡ୍ରିମ ଗାର୍ଲ ଅପରାଜିତା ମହାନ୍ତି ଜନ୍ମ ଗ୍ରହଣ କରିଥିଲେ ୧୯୬୫ ମସିହା ଅଗଷ୍ଟ ୧୫ ତାରିଖରେ ଆଉ ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ଅଟେ ।ତାଙ୍କର ସ୍ୱାମୀ ଉତ୍ତମ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ ୧୯୫୭ ମସିହାରେ। ଓ ତାଙ୍କର ଗୋଟିଏ ପୁଅ ଅଟେ ଯାହାକୁ ପ୍ରାୟ ସମସ୍ତେ ଜାଣିଛନ୍ତି ସେ ହେଉଛନ୍ତି ବାବୁସାନ ମହାନ୍ତି ।ତେବେ ଅପରାଜିତା ୧୯୮୦ ମସିହାରେ ଆରମ୍ଭ କରିଥିଲେ ନିଜର କଳାକାର ଜୀଵନ ।ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ଥିଲା “ସୀତା ଲବ କୁଶ” ଯେଉଁ ଫିଲ୍ମ ମଧ୍ୟମ ରେ ସେ ସାରା ଓଡ଼ିଶାରେ ନିଜର ଏକ ପରିଚିତ ସୃଷ୍ଟି କରିଥିଲେ ।


ତେବେ ତାଙ୍କର ପ୍ରଥମ ଫିଲ୍ମ ରୁ ହିଁ ସେ ଏକ କଳାକାର ଦୁନିଆଁ ରେ ଆଗେଇ ଆସିଥିଲେ ।ଆଉ ଆଜି ପର୍ଯ୍ୟନ୍ତ ଲୋକମାନେ ତାଙ୍କର ଅଭିନୟ କୁ ବହୁତ ପସନ୍ଦ କରିଥାନ୍ତି ।ତେବେ ଉଦଣ୍ଡି ସୀତା, ଚକାଭଉଁରୀ ଆଦି ତାଙ୍କର ଫେମସ୍ ଫିଲ୍ମ ଅଟେ ।ଅପରାଜିତା ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ତାଙ୍କର ମା ହିନ୍ଦୁ ଥିଲେ ତେବେ ସେ କହିଛନ୍ତି କି ସେ ଉଭୟ ଧର୍ମକୁ ସମ୍ମାନ ଦେଇଥାନ୍ତି ।ତେବେ ଅପରାଜିତା ମହାନ୍ତି ଏବେ ନିଜର ପରିବାର ସହ ବାରିପଦା ରେ ରହୁଛନ୍ତି ।ସେ କେବଳ କଳାକାର ଭାବରେ ନୁହେଁ ବରଂ ଏକ ରାଜନୈତିକ କର୍ମକତା ବୋଲି ପ୍ରମାଣ କରିଛନ୍ତି ।ସେ ଏବେ ବିଜେପି ଦଳ ର ଜଣେ ସଦସ୍ୟ ଅଟନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।